ଉଦ୍‌ଘାଟିତ ହେଲା ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ

କଟକ ଅଫିସ,୧୦।୧୧: ବାରଙ୍ଗ ବ୍ଲକ ଅରିଲୋ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍‌ଘାଟନ କରିଛନ୍ତି। ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋମଟିକ ଡାଏରୀ ପ୍ଲାଣ୍ଟ ନିର୍ମିତ ହୋଇଛି । ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇପାରିବ। ଏହାଛଡା ଦିନକୁ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇ ପାରିବ । ଓମ୍‌ଫେଡ ଆମ ଚାଷୀଭାଇଙ୍କ ଅବଦାନ । ଚାଷୀଙ୍କ ରୋଜଗାର ବଢାଇବା ଆମର ଲକ୍ଷ୍ୟ । ଏହି ଡାଏରୀ ପ୍ଲାଣ୍ଟ ଦ୍ବାରା ଚାଷୀଙ୍କ ରୋଜଗାର ବଢିବ ବୋଲି ହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ଶିକ୍ଷକଙ୍କ ଘରୁ ୪ କୋଟି ୯୩ ଲକ୍ଷର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୧୪ା୧୦- ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରିଛି। ଝାଡ଼ାଙ୍କୋଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ...

ବିଦ୍ୟାଳୟ ଶ୍ରେଣୀଗୃହରୁ ଖସିଲା ଓରା

ଗୋପ,୧୮।୪(ଡି.ଏନ୍‌.ଏ.): ପୁରୀ ଜିଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ରହିଛି ଗୋପର ନିଗମାନନ୍ଦ ସ୍ମାର୍ଟ ସ୍କୁଲ। ଏହି ପୁରାତନ ବିଦ୍ୟାଳୟରେ ସପ୍ତାହ ତଳେ ଏକ ଶ୍ରେଣୀଗୃହର ଆଜବେଷ୍ଟସରେ...

ସୁନା ଦୋକାନରେ ଜିଏସ୍‌ଟି ଭିଜିଲାନ୍ସର ଚଢ଼ାଉ

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଶନିବାର ଜିଏସ୍‌ଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା...

ଆମ୍ବ ତୋଳିବାକୁ ଯାଇଥିଲେ, ମାରିଦେଲା ଭାଲୁ

କେନ୍ଦୁଝର,୧୩ା୫(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ତିହାଡିପଶି ଗ୍ରାମ ଚାଷଜମି ନିକଟରେ ଶନିବାର ଏକ ବଣୁଆ ଭାଲୁ ଆକ୍ରମଣ କରିବାରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ...

ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା

ଟିକିରି,୧୫।୩(ଡି.ଏନ୍‌.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ...

ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ...

ରଜ ସଂକ୍ରାନ୍ତିରେ ମାନିଲେନି ଲକଡାଉନ୍‌

ଭଞ୍ଜନଗର,୧୬ା୬ (ଡି.ଏନ୍‌.ଏ.) – ଭଞ୍ଜନଗର ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏଭଳି ସ୍ଥିତିରେ ଲୋକେ କାମ ପାଇଁ ହେଉ...

ମାନୁନାହାନ୍ତି ଲକ୍‌ଡାଉନ୍‌ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ...

Advertisement
Archives

Model This Week