ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଛୁଆକୁ ଦେଖିବାକୁ ମିଳୁଛି। ବିଲେଇଟି ଏପରି ଆଖି ଦୃଶିଆ ଖେଳୁଛି ଯିଏବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ଦୁଇ ଗୋଡ଼ରେ ବଲ୍ ଧରି ଯେଉଁ ଶଟ୍ ମାରୁଛି , ଯାହାକୁ ଦେଖିଲେ ୟୁଜର୍ସ କହୁଛନ୍ତି ହ୍ବାଟ୍ ଏ ଶଟ୍। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
That’s what a Ninja cat looks like pic.twitter.com/tgj5r2HiUF
— Susanta Nanda IFS (@susantananda3) November 8, 2021