ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ। ହେଲେ ଏବେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହି ବିବାହ ବେଶ ସ୍ବତନ୍ତ୍ର ହେବ। କାରଣ ବିବାହର ମୁକସାକ୍ଷୀ ରହିବେ ପୁଅ କୃଶିଭ୍‌।

ପୂଜା-କୁନାଲଙ୍କର ଗତ ବର୍ଷ ପୁଅ ହୋଇଥିଲା। ତାର ନାମ ସେ କୃଶିଭ୍‌ ରଖିଥିଲେ। ଏବେ ସେ ଏକ ବର୍ଷର। ଅଭିନେତ୍ରୀ ପୁଅଙ୍କ ପ୍ରତିକ୍ରିୟା ଦେଖିବାକୁ ଅପେକ୍ଷା କରିଥିବା କହିଛନ୍ତି।

ଗୋଆରେ ଉଭୟଙ୍କ ବିବାହ ହେବ। ନଭେମ୍ବର ୧୫ରେ ହେବାକୁ ଥିବା ଏହି ବିବାହରେ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ। ଏହାର କିଛି ସମୟ ପରେ ମୁମ୍ବାଇରେ ସେମାନେ ପାର୍ଟି ଦେବେ।

ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ଏହି କଳାକାର ୨୦୧୭ରେ ନିର୍ବନ୍ଧ କରିଥିଲେ। ଗତ ବର୍ଷ ନଭେମ୍ବରରେ ପୂଜା-କୁନାଲ ପାରମ୍ପରିକ ବିବାହ କରିଥାନ୍ତେ। ହେଲେ କରୋନା ଯୋଗୁ ତାହା ହୋଇପାରି ନ ଥିଲା। ଫଳରେ ସେମାନେ କୋର୍ଟରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଲେ ପରିଣିତି

ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ...

ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ...

କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍‌ଶୀଘ୍ର ବକ୍ସ ଅଫିସ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର...

ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା...

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା...

ନାମକରଣ ଅନ୍ତରାଳେ…

କିଆରା ଆଡଭାନୀଙ୍କ ନାମକରଣ ଅନ୍ତରାଳେ ଏକ ରୋଚକ କଥା ଲୁଚିରହିଛି। ଏଥିଲାଗି ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ସେ ହେଲେ ପ୍ରିୟଙ୍କା ଚୋପ୍ରା।...

ବିବାହକୁ ନେଇ ଏମିତି କହିଲେ ରକୁଲ ପ୍ରୀତ୍‌

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଭଗ୍ନାନୀଙ୍କ ସହ କିଛି ମାସ ପୂର୍ବରୁ ପ୍ରେମସମ୍ପର୍କକୁ ଅଫିସିଆଲ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଏକ...

ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି...

Advertisement
Archives

Model This Week