Home Left

ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଆଶାୟୀଙ୍କ ଆତ୍ମହତ୍ୟା

ପୁଣେ,୪।୭: ଏମ୍‌ପିଏସ୍‌ସି ଫାଇନାଲ ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଡିପ୍ରେଶନର ଶିକାର ହୋଇଥିବା ଜଣେ ୨୪ ବର୍ଷୀୟ ପ୍ରଶାସନିକ ସେବା ଆଶାୟୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ପୁଣେର ହାଦାପସାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। କୋଭିଡ୍‌-୧୯ ମହାମାରୀ କାରଣରୁ ମହାରାଷ୍ଟ୍ର ପ୍ରଶାସନିକ ସେବା…

କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧନୁ ରଣା (୪୫)। ମିଳିଥିବା ସୂଚନା ମୁତାବକ, ଧନୁ ଜମିରେ ହଳ କରୁଥିବା…

ଚର୍ଚ୍ଚରେ ରଶି ଲଗାଇଲେ ଫାଦର

ଗୋପାଳପୁର,୪ା୭: ଗୋପାଳପୁର ହିଲ୍‌ଟପ ରୋଡରେ ଥିବା ସେଣ୍ଟ ଭିନ୍‌ସେଣ୍ଟ ଚର୍ଚ୍ଚର ଫାଦର ପ୍ରଦୀପ ସରେନ(୩୦) ଆତ୍ମହତ୍ୟା କରିଛନ୍ତି। ଗୋପାଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୯/୨୧) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ର ପ୍ରଦୀପ ଗତ…

‘ଇଚ୍ଛା ହେଲେ ପିନ୍ଧନ୍ତୁ ମାସ୍କ ନ ହେଲେ ନାହିଁ’

ଲଣ୍ଡନ,୪।୭: ଇଚ୍ଛା ହେଲେ ମାସ୍କ ପିନ୍ଧନ୍ତୁ ନ ହେଲେ ନାହିଁ। ୟୁନାଇଟେଡ୍‌ କିଙ୍ଗ୍‌ଡମ (ୟୁକେ)ରେ ଖୁବ୍‌ଶୀଘ୍ର ଏଭଳି ନିୟମ ଆସିବ। ଏ ନେଇ ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସକୁ ସୂଚନା ଦେଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଯଦି ଅନୁମତି ମିଳେ,…

କାଟି ନେଇଗଲେ ମହିଳାଙ୍କ ମୁଣ୍ଡ

ଠାକୁରମୁଣ୍ଡା,୪ା୭: ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଅସ୍ତ୍ରରେ ହତ୍ୟାକାରୀ ମହିଳାଙ୍କ ମୁଣ୍ଡ କାଟି ନେଇଯାଇଥିବା ଜଣାପଡିଛି। ପୋଲିସ ମୁଣ୍ଡବିହୀନ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

ତିହାର ଜେଲ୍‌ରେ ଥାଇ ଟିଭି ଦାବି କରୁଛନ୍ତି ସୁଶୀଲ

ନୂଆଦିଲ୍ଲୀ,୪।୭: ଯୁବ ରେସଲର ସାଗର ଧାଙ୍କରଙ୍କ ଅପହରଣ ଓ ହତ୍ୟା ମାମଲରେ ବିଚାର ବିଭାଗୀୟ ହାଜତରେ ଥିବା ଅଲିମ୍ପିକ୍ସ ପଦକ ଧାରୀ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ। ସେ ତାଙ୍କ ସେଲ୍‌ରେ ଟିଭି ଦାବି କରୁଛନ୍ତି। ଏ ନେଇ ତିହାର…

ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର ଘୋଷଣା ପରେ ଅମିର ଏବଂ କିରଣ ଏବେ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ…

ଭିକ୍କିଙ୍କ ଘରେ ନୂଆ ଅତିଥି

ମୁମ୍ବାଇ: ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ନୂଆ ନୂଆ ଜିନିଷ କ୍ରୟ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିଏ ଘର କିଣୁଛି ତ ପୁଣି କିଏ ଲକ୍‌ଜରିୟସ ଗାଡି । ଏବେ ଅଭିନେତା ଭିକ୍କି କୌଶଲ ଏକ ଲକଜରିୟସ ଗାଡି…

ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ,୪।୭: ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି। ଚାରିମାସ ମଧ୍ୟରେ ଉତ୍ତରଖଣ୍ଡର ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଖଟିମା ବିଧାନସଭା ଆସନର ଯୁବ ବିଧାୟକ ପୁଷ୍କର ସିଂ ଧାମି ରବିବାର…

ଓୱାଇସିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଯୋଗୀ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶରେ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁ ସଂଖ୍ୟାରେ ବିଜୟ ଲାଭ କରି ଏବେ ଉତ୍ସାହିତ ଅଛି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏହାପରେ ଭାଜପାକୁ ଶକ୍ତି ମିଳି ଯାଇଛି ବୋଲି…

ପଥର ହେଉଯାଉଛି ୫ ମାସର ଶିଶୁ: ୨୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଣଙ୍କୁ ହୁଏ ଏହି ବିରଳ ରୋଗ

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଞ୍ଚ ମାସର ଶିଶୁ କନ୍ୟା ଜଟିଳ ରୋଗ ସହ ଲଢୁଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ୩୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶରୀର ଧୀରେ ପଥର ହେବାରେ ଲାଗିଛି। ଏହି…

ଆର୍‌ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍‌ବୋଧନ ଦେବେ ଲାଲୁ

ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଥିରେ ଉଦ୍‌ବୋଧନ ଦେବେ ବୋଲି ଜଣାପଡିଛି । ରବିବାର ଅପରାହ୍ନ ୨ଟାରୁ ଦଳର କାର୍ଯ୍ୟକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri