ଆପରାଧିକ ମାମଲା ରୁଜୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଜୁ ସେତୁ ଯୋଜନାରେ ବଲାଙ୍ଗୀର ଜିଲା ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲର ୪ ନମ୍ବର ସ୍ପାନ ଭୁଶୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ପୋଲ ନିର୍ମାଣ…
ପୁରୁଣା ଟିକେଟ ଦାମରେ ଚାଲିବ ୧୭୦୦ ଟ୍ରେନ୍, ବନ୍ଦ ହେବ ଜେନରାଲ ଟିକେଟ
ନୂଆଦିଲ୍ଲୀ,୧୩ ।୧୧: କରୋନା ମହାମାରୀ ଯୋଗୁ ରେଗୁଲାର ଟ୍ରେନ୍ ବନ୍ଦ କରାଯାଇ କିଛି ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଇଥିଲା । ଏବେ ପୁଣିଥରେ ସେସବୁ ରେଗୁଲାର ଟ୍ରେନ୍ ମଧ୍ୟରୁ ୧୭୦୦ଟ୍ରେନକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ନିୟନ୍ତ୍ରଣରେ ଥିବାରୁ…
ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍
ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଚୌଧୁରୀ ପ୍ରବୀର କୁମାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏହା…
ଦୟା ଭାବନା ଦ୍ୱାରା ଶାନ୍ତି
ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ ଦୟା ଦିବସ ପାଳନ କରାଯାଇଥାଏ। ବିଶ୍ୱ ଦୟା ଦିବସ ପାଳନ ଅବସରରେ ସମାଜରେ ଭଲ…
ବାପାଙ୍କୁ ହତ୍ୟା କରି ଲୁଚିଥିଲେ ଜଙ୍ଗଲରେ
ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମିରିଗିଖୋଜି ଗ୍ରାମରେ ବାପାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି। ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଲୁଚିଥିବା ବେଳେ ଶୁକ୍ରବାର ପୋଲିସ ତାଙ୍କୁ…
ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ
ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ ଚିହ୍ନଟ ହୋଇଛି। ଭାଇରସ ଦ୍ୱାରା ୧୩ ଜଣ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଜିଲାରେ…
‘ଆଫ୍ରିଦୀଙ୍କୁ ଅଫ୍ ଷ୍ଟମ୍ପ ବାହାରେ ପକାଇବାର ଥିଲା’
କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ ଦେଖା ଦେଇଛି ନୈରାଶ୍ୟ। ପରାଜୟ ପାଇଁ କିଏ ଦାୟୀ ସେ ନେଇ ତର୍ଜମା ମଧ୍ୟ…
ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ
ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି। ଦମ୍ପତିଙ୍କ ଗିରଫଦାରି ଉତ୍ତର ଭାରତରେ ମାଓବାଦୀ କ୍ୟାଡରଙ୍କ ମନୋବଳ ଓ ହିଂସାମତ୍କ କାର୍ଯ୍ୟକଳାପକୁ ପ୍ରଭାବିତ…
ପଞ୍ଜାବରେ ୧୦ ବିଧାୟକଙ୍କୁ ପ୍ରାର୍ଥୀ କଲା ଏଏପି
ଚଣ୍ଡିଗଡ଼,୧୨।୧୧: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍ ଆଦ୍ମୀ ପାର୍ଟି (ଏଏପି) । ୧୦ ବିଧାୟକଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ହରପାଲ ସିଂ…
ବ୍ୟାଟିଂ ପାଇଁ ଅନେକ ମହାନ ଖେଳାଳି ନେତୃତ୍ୱ ଛାଡ଼ିଛନ୍ତି
ନୂଆଦିଲ୍ଲୀ,୧୨।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ି ସାରିଥିବା ବିରାଟ କୋହଲି ଅନ୍ୟ ଫର୍ମାଟରେ ମଧ୍ୟ ଅଧିନାୟକ ପଦ ଛାଡ଼ି ପାରନ୍ତି। ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡ଼ି ପାରନ୍ତି। ଏଭଳି କରିବାରେ ପ୍ରଥମ ଖେଳାଳି ନୁହେଁ।…
ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍
ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଦ୍ୱୟଙ୍କ ଦେହ ଅସୁସ୍ଥ ହେବାରୁ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ…
ସୁରେଶ ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍ଡିସି
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ରାଜ୍ୟ ସରକାର ସମ୍ବଲପୁର ରାଜସ୍ବ ଡିଭିଜନ କମିଶନର(ଉତ୍ତରାଞ୍ଚଳ ଡିଭିଜନ) ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ…

