ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରବିବାର କହିଛନ୍ତି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ସରକାର ଏକ ଏସ୍ଓପି ପ୍ରସ୍ତୁତ କରିଛନ୍ତି। ସମସ୍ତ…
ଅନୁଷ୍କାଙ୍କ ପୂର୍ବରୁ ଏହି ଯୁବତୀଙ୍କୁ ମନ ଦେଇ ବସିଥିଲେ ବିରାଟ କୋହଲି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି। ନିକଟରେ ଏହି ଦମ୍ପତି ଏକ ଶିଶୁ କନ୍ୟା ମାତାପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କିନ୍ତୁ ଅନୁଷ୍କା ଶର୍ମାଙ୍କ ସହ…
କେମିତି ଜିତିବେ ସାରାଙ୍କ ହୃଦୟ
ଖୁବ କମ ସମୟ ମଧ୍ୟରେ ନବାବ ପରିବାରର ଝିଅ ସାରା ଅଲି ଖାନ ବଲିଉଡ୍ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସାରା ୨୦୧୮ରେ ଫିଲ୍ମ ‘କେଦାରନାଥ’ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଅବଶ୍ୟ ଏହି ଫିଲ୍ମଟି…
‘ୟୁପିରେ ବହୁଛି ପ୍ରିୟଙ୍କା ଝଡ଼’
ଲକ୍ଷ୍ନୌ,୪।୭: ଉତ୍ତର ପ୍ରଦେଶରେ ପରିବର୍ତ୍ତନର ଝଡ଼ ବହୁଛି। ଯାହାର ନାମ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ ବାସୀ କଂଗ୍ରେସକୁ ଆଶାର ଦୃଷ୍ଟିରେ ଦେଖୁଛନ୍ତି। ଖୁବ୍ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ। ପ୍ରିୟଙ୍କା ନେତୃତ୍ୱରେ ୟୁପିରେ କଂଗ୍ରେସ ସରକାର ଗଢ଼ିବ ବୋଲି କହିଛନ୍ତି କଂଗ୍ରେସର…
ମା’-ବାପାଙ୍କଠୁ ଅଲଗା କଲା ମଦ
ଜାମଟିକ୍ରା,୪ା୭ : ମଦ କାରଣରୁ ମା’-ବାପାଙ୍କ ଠାରୁ ଅଲଗା ହୋଇଯାଇଛି ୧୦ ବର୍ଷର ବାଳକ। ବରଗଡ଼ ଜିଲା ଭେଡେନ ଥାନା ତାଲମେଣ୍ଡା ପଞ୍ଚାୟତର ରଙ୍ଗାଟିକ୍ରା ଗ୍ରାମରେ ଘଟିଛି ଏଭଳି ଘଟଣା। ଗତ ଜୁନ୍ ୨୯ ରାତିରେ ରଙ୍ଗାଟିକ୍ରା ଗ୍ରାମର ଟିକେଶ୍ୱର ଖରସେଲ…
ସଂସଦ ବାହାରେ ବିକ୍ଷୋଭ କରିବେ ଚାଷୀ
ନୂଆଦିଲ୍ଲୀ, ୪।୭: ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)…
ଶିବ ସେନା ଆମ ଶତ୍ରୁ ନୁହେଁ- ଫଡ଼ନାଭିସ
ମୁମ୍ବାଇ,୪।୭: ଶିବ ସେନା ଆମ ଶତ୍ରୁ ନୁହେଁ। ସେମାନେ ଆମ ବନ୍ଧୁ। କିଛି ବିଷୟ ଉପରେ ଆମର ମତଭେଦ ଅଛି। ଦୁଇ ପୂର୍ବତନ ସହଯୋଗୀ ଦଳ ମଧ୍ୟରେ ପୁଣି ଥରେ ପ୍ୟାଚ୍ ହେବ କି ନାହିଁ, ତାହା ପରିସ୍ଥିତି ଉପରେ ନିର୍ଭର…
ଯୁବତୀଙ୍କୁ ପ୍ରତାରଣା କରି ପୋଲିସ ଅଧିକାରୀ ଗିରଫ
ଧର୍ମଶାଳା,୪ା୭: ଜଣେ ଯୁବତୀଙ୍କୁ ପ୍ରତରଣା କରିବା ଅଭିଯୋଗରେ ଯାଜପୁର ଜିଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ଏକ ମାମଲା(ନଂ.୩୫୦/୨୧) ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଅଞ୍ଚଳର ଯୁବତୀଙ୍କ ସହିତ…
ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା
ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ। ଛୁଆଙ୍କ ପାଇଁ ଗାଁରେ ଘର ନିର୍ମାଣ କରିବା ଲାଗି ବ୍ୟାଙ୍କରୁ ଉଠାଇଥିଲେ ୧ ଲକ୍ଷ…
ମାଲ ବୋଝେଇ ଟ୍ରକ୍ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ
ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍ ବୋଝେଇ ଟ୍ରକ୍ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ଏକ ଟ୍ରକ୍, ଟ୍ରାକ୍ଟର…
‘ଦେଶକୁ ସର୍ବଦା ଆଗରେ ରଖନ୍ତି ଧୋନୀ’
ନୂଆଦିଲ୍ଲୀ,୪।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଦା ଦେଶକୁ ଆଗରେ ରଖନ୍ତି। ଦେଶ କଥା ଉଠିଲେ ସେ ଦ୍ୱିତୀୟ କିଛି ଚିନ୍ତା କରନ୍ତି ନାହିଁ, ଯାହାକି ଅବିଶ୍ୱସନୀୟ। ଧୋନୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ। ଫୋର୍ବସ…
ଯାଉଥିଲେ କାର୍ଯ୍ୟରେ ଯୋଗଦେବାକୁ ଚାଲିଗଲା ଜୀବନ
ଖଡିଆଳ,୪।୭: ନୂଆପଡ଼ା ଜିଲା ଖଡ଼ିଆଳ ସାନମହେଶ୍ୱର ଗ୍ରାମ ୩୫୩ ନଂ. ଜାତୀୟ ରାଜପଥରେ ରବିବାର ଏକ ଗାଡି ଧକ୍କାରେ ବାଇକ୍ ଚାଳକ ବଳଦେବ ନିଆଲ(୪୫)ଙ୍କ ମୃତ୍ୟୁ ଘଟିଛି। ମୃତକ କଳାହାଣ୍ଡି ଜିଲା ପାଷ୍ଟିଗୁଡିର ବୋଲି ଜଣାପଡିଛି। ସେ ପୂର୍ବତଟ ରେଲୱେ ମୁରିବାହାଲ…
Archives


