୧୫୦ ଥର ବଳାତ୍କାର ଦୃଶ୍ୟ କରିଥିବା ଏହି ଅଭିନେତାଙ୍କ ଉପରେ ରାଗିକି ଚାପୁଡ଼ା ମାରିଥିଲେ ମାଧୁରୀ, କାରଣ ଜାଣିଲେ….

ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଖଳନାୟକ ରଞ୍ଜିତ ପ୍ରାୟ ୨୦୦ ଫିଲ୍ମରେ ତାଙ୍କର ଅଭିନୟ ଜାଦୁ ଦେଖାଇ ଛନ୍ତି। ତେବେ ବଲିଉଡ୍‌ରେ ଏକ ସମୟ ଥିଲା ଯେତେବେଳେ ଫିଲ୍ମ ହିଟ୍‌ ପାଇଁ ବଳାତ୍କାର ଦୃଶ୍ୟଦେଖା ଯାଉଥିଲା। ଫିଲ୍ମରେ ରଞ୍ଜିତ ୧୫୦ ଥର ବଳାତ୍କାର ଦୃଶ୍ୟ କରିଛନ୍ତି। ଇଣ୍ଡଷ୍ଟ୍ରିରେ ତାଙ୍କ ପରିଚୟ ବଳତ୍କାରୀର ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଉପରେ ରାଗି ଯାଉଥିଲେ। ସେ ବଡ଼ ବଡ଼ ଅଭିନେତ୍ରୀଙ୍କ ସହ ବଳାତ୍କାର ଦୃଶ୍ୟ କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସହ ଏକ ବଳାତ୍କାର ଦୃଶ୍ୟ କରିବା ସମୟରେ ମାଧୁରୀ ତାଙ୍କୁ ପିଟିଥିଲେ। ଜାଣନ୍ତୁ ସେ ସମ୍ପର୍କରେ…

ଏହି ଘଟଣା ୧୯୮୯ ଫିଲ୍ମ ‘ପ୍ରେମ ପ୍ରତିଜ୍ଞାର’ । ବଳାତ୍କାର ସିନ୍‌ କରିବା ପାଇଁ ମାଧୁରୀ ବହୁତ ଡରି ଯାଇଥିଲେ। ନିର୍ଦ୍ଦେଶକ ତାଙ୍କୁ ବୁଝାଇବା ପରେ ସେ ଏହି ଦୃଶ୍ୟ କରିଥିଲେ। ରଞ୍ଜିତଙ୍କୁ ଦେଖି ମାଧୁରୀ ଡରିଯାଇଥିଲେ । ମାଧୁରୀଙ୍କୁ ଭିଡି ଧରିଲା ବେଳେ ସେ ବହୁତ ଡରିଗଲେ। ରଞ୍ଜିତ ସ୍କ୍ରିପ୍ଟଠାରୁ ଓଭର ଆକ୍ଟିଂ କରିବାକୁ ଲାଗିଲେ। ମାଧୁରୀ ତାଙ୍କୁ ଧକ୍କା ଦେଇ ଠୋ କରି ଏକ ଚାପୁଡ଼ା ମାରିଲେ। କହିଲେ ପରେ କେବେ ହାତ ଲଗାଇବାକୁ ସାହସ କରିବନି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ।...

୭୧ ବର୍ଷରେ ବି ଚମକୁଛନ୍ତି ହେମାମାଳିନୀ, ଜାଣନ୍ତୁ ସୌନ୍ଦର୍ଯ୍ୟର ରହସ୍ୟ

ବଲିଉଡ୍‌ ଡ୍ରିମ୍‌ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍‌ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ...

ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର...

ବେବି ରୁମ୍‌ର ପ୍ରଥମ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ୍‌ ଆଜିକାଲି ମାତାପିତା ହେବାର ସୌଭାଗ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ସରୋଗେସି ମାଧ୍ୟମରେ...

ମନେ ମନେ ମନ ଖୋଜୁଥିଲା

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’ ପରଦା ଉପରକୁ ଆସୁଛି। ଚଳିତ ମାସ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି...

ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ...

Advertisement
Archives

Model This Week