Home Left

WhatsApp ଷ୍ଟାଟସ୍‌ ଦେଖିଲେ ବି ‘SEEN’ରେ ଆସିବ ନାହିଁ ନାମ; ଏପରି ବଦଳାନ୍ତୁ ସେଟିଂସ…

ନୂଆଦିଲ୍ଲୀ,୨୪।୧୦: ହ୍ବାଟ୍ସଆପ୍‌ ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଇନ୍‌ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଅନେକ ଲୋକଙ୍କ ସକାଳ ଅନ୍ୟମାନଙ୍କୁ ହ୍ବାଟ୍ସଆପ୍‌ରେ ଗୁଡ୍‌ ମର୍ନିଂ ମେସେଜ କରି ନଚେତ ଅନ୍ୟମାନଙ୍କ ଷ୍ଟାଟସ୍‌ ଦେଖି ହୋଇଥାଏ। କମ୍ପାନୀ ୨୦୧୮ରେ ‘ଷ୍ଟାଟସ୍‌’ ଫିଚର ଆଣିଥିଲା, ଯେଉଁଥିରେ…

ସୁନାକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଲକ୍ଷେରୁ ଖସିବ ସୁନାଦର!

ଭାରତରେ ସୁନାର ମୂଲ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୧୦ ଗ୍ରାମ ସୁନାର ଦର ୧ ଲକ୍ଷ ଟଙ୍କା ଛୁଇଁଛି। ବିଶେଷଜ୍ଞମାନେ ଏହାକୁ ବିଶ୍ୱ ବ୍ୟାପୀ ବାଣିଜ୍ୟ ସଂଘର୍ଷ ଏବଂ ଅର୍ଥନୈତିକ ଅସ୍ଥିରତା ସହିତ…

ଭାରତରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୪ା୧୦: ଭାରତରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ୍‌ରୁ ଓହରିଯାଇଛି ପାକିସ୍ତାନ। ପାକିସ୍ତାନ ହକି ମହାସଂଘ(ପିଏଚ୍‌ଏଫ୍‌) ଏହାର ନିଷ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଅବଗତ କରାଇଛି। ଏଫ୍‌ଆଇଏଚ ପକ୍ଷରୁ ଶୁକ୍ରବାର ଏହି ବିଷୟରେ ସ୍ପଷ୍ଟ କରିଦିଆଯାଇଛି। ନଭେମ୍ବର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରଗୋଳା ଗ୍ରାମବାସୀ, କହିଲେ…

ହାଟଡିହୀ,୨୪l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ମାଫିଆମାନେ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରଗୋଳା ଗ୍ରାମବାସୀ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଆନନ୍ଦପୁର…

ଭତ୍ତା ଟଙ୍କା ଲୁଟ୍‌: ଧରାପଡ଼ିଲେ ଗ୍ୟାଙ୍ଗର ୬ ଯୁବକ

କଣ୍ଟାବାଞ୍ଜି,୨୪।୧୦: ଭତ୍ତା ଟଙ୍କା ଲୁଟ ଘଟଣାରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୋଲିସ ଲୁଟେରା ଗ୍ୟାଙ୍ଗର ୬ଜଣଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଏପରି କି ଘଟଣାରେ ସମ୍ପୃକ୍ତ ଆଉ…

ଖରାବେଳଟାରେ ନଈ ବାଲିରେ ବସିଲେ ଗ୍ରାମବାସୀ

ହାଟଡିହୀ,୨୪ ।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଣକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ଲୋକ ବେଆଇନ ବାଲି ଉଠାଣକୁ ବିରୋଧ…

ମହାମେଣ୍ଟର ନୂଆ ନାମ ଦେଲେ ମୋଦି , ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ

ପାଟନା,୨୪।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତାଙ୍କର ଦ୍ୱିତୀୟ ସାଧାରଣ ରାଲିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମେଣ୍ଟ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ବେଗୁସରାଇ ରାଲିରେ, ପ୍ରଧାନମନ୍ତ୍ରୀ ମୋଦି ବିହାର ଭୋଟରମାନଙ୍କୁ NDA ଏବଂ ମହାମେଣ୍ଟ ମଧ୍ୟରେ…

ଋଷିକୁଲ୍ୟା ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ,୨୪।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ନଦୀ ନିକଟ ପଙ୍କାଳ ତଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ବ୍ୟକ୍ତି ଦେଖି ଗଞ୍ଜାମ ପୋଲିସ ଥାନାକୁ ଖବର ଦେଇଥିଲେ । ଖବରପାଇ ଗଞ୍ଜାମ ଥାନାଧିକାରୀ…

ଲକ୍ଷେ ତଳକୁ ଖସିବ ସୁନାଦର? ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ ଭବିଷ୍ୟତରେ ସୁନା କିମ୍ବା ରୂପାରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ଭାବରେ ସବୁଠାରୁ ଲାଭଦାୟକ ହେବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ: ଅଳଙ୍କାର, ମୁଦ୍ରା, ବାର୍‌, କିମ୍ବା ETF (ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ)। ବିଶେଷଜ୍ଞ, କେଡିଆ…

ଜଣେ ଥିଲେ ବିରାଟ, ଜଣେ ଥିଲେ ରୋହିତ…, ଅଷ୍ଟ୍ରେଲିଆରେ ଶେଷ ହେବ ସୁପରଷ୍ଟାରଙ୍କ କାହାଣୀ!

ସିଡ଼ନୀ,୨୪।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି… ଏହି ଦୁଇଜଣ କେବଳ ଦୁଇଟି ନାମ ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ଗର୍ବ। ଦୁଇଟି ନାମ, କିନ୍ତୁ ଗୋଟିଏ ହୃଦୟ ଗୋଟିଏ ସ୍ପନ୍ଦନ। ଦୁଇଟି ଚରିତ୍ର, କିନ୍ତୁ ଗୋଟିଏ କାହାଣୀ। ଏହି ଯୋଡ଼ି…

ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି, ସଦସ୍ୟ ନିଲମ୍ବନ ପ୍ରସଙ୍ଗ : ଦାଖଲ ହେଲା…

କେନ୍ଦୁଝର/ହାଟଡିହୀ,୨୪l୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ଆଦେଶ ଘଟଣାରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀ ୨୪ ଅକ୍ଟୋବର ୨୦୨୫ରେ ରାଜ୍ୟ ସମବାୟ ବିଭାଗରେ ଜବାବ ଦାଖଲ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଳୁ, ଡାଲିରେ ହେବ ଓଡ଼ିଶା ଆତ୍ମନିର୍ଭର

ଭୁବନେଶ୍ୱର,୨୪।୧୦: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ ହୋଇଥିବା ସେ କହିଛନ୍ତି। ଡାଲି ଏବଂ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri