ପୁରୀରେ ଗଣବଳାତ୍କାର! ଦାଦା-ଭାଇ ମିଶି କଲେ…
ପୁରୀ,୨୪।୧୦: ପୁରୀରୁ ଆସିଲା ବଡ଼ ଖବର। ଘରେ ପଶି ନାବାଳିକାକୁ ଗଣବଳାତ୍କାର! ଏନେଇ ଚନ୍ଦନପୁର ଥାନା ଅଞ୍ଚଳରେ ଅଭିଯୋଗ ହୋଇଛି। କାଳୀପୂଜା ଭସାଣି ଦିନ ଏପରି ବର୍ବର କାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାନୁସାରେ ନିଜ ସଂପର୍କୀୟ ଭାଇ ଓ ଦାଦା…
EPFO ଆକାଉଣ୍ଟରେ ଟଙ୍କା ଜମା କରିଛି କି ନାହିଁ ଆପଣଙ୍କ କମ୍ପାନୀ? ଏମିତି କରନ୍ତୁ ଯାଞ୍ଚ…
ନୂଆଦିଲ୍ଲୀ,୨୪।୧୦: ପ୍ରତି ମାସରେ ଆପଣଙ୍କର ଦରମା ଏବଂ କମ୍ପାନୀ ଅବଦାନର ଏକ ଅଂଶ EPFO ଅର୍ଥାତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଜମା କରାଯାଏ। ଏହା ବେତନଭୋଗୀ ବ୍ୟକ୍ତିମାନଙ୍କ ପାଇଁ ଏକ ସଞ୍ଚୟ ଯୋଜନା, ଯାହା ସେମାନଙ୍କର ଜରୁରୀକାଳୀନ ପାଣ୍ଠି ଭାବରେ କାର୍ଯ୍ୟ…
ପରବ ମହୋତ୍ସବ ଲାଗି ପ୍ରଶାସନର ବଡ଼ ପ୍ରସ୍ତୁତି
କୋରାପୁଟ,୨୪ା୧୦(ଅମିତାଭ ବେହେରା): କୋରାପୁଟ ସଦ୍ଭାବନା ସଭାଗୃହରେ ଜିଲାର ଆଦିବାସୀ ମହୋତ୍ସବ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲାର ଲକ୍ଷ୍ମୀପୁର ବ୍ଲକ୍ର କୁଟୁଣୀପଦରରୁ ନଭେମ୍ବର ୧୨ରେ ପରବ ଆରମ୍ଭ ହେବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି। ଜିଲାପାଳ…
ମାଡ଼ି ଆସୁଛି ବାତ୍ୟା ମୋନ୍ଥା, ନାଁ ପଛର କାରଣ ଜାଣିଲେ ହେବେ ତାଜୁବ
ଭୁବନେଶ୍ୱର,୨୪।୧୦: ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ସକାଳେ ବାତ୍ୟାର ରୂପ ନେବ ଲଘୁଚାପ । ସ୍ପଷ୍ଟ କଲା ଭାରତୀୟ ପାଣିପାଗ…
ଟି୨୦ ସିରିଜ ଖେଳିବେ ମାକ୍ସଓ୍ବେଲ୍
ସିଡ୍ନୀ,୨୪ା୧୦: ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଖେଳିବେ ବୋଲି ଆଶା କରାଯାଉଛି। ତାଙ୍କ କଚଟି ହାଡ଼ ଭାଙ୍ଗିଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବର୍ତ୍ତମାନ ସେ ଫିଟ୍ ଅଛନ୍ତି। ଅକ୍ଟୋବର ୨୯ରୁ କାନବେରାଠାରେ ଆରମ୍ଭ…
WhatsApp ଷ୍ଟାଟସ୍ ଦେଖିଲେ ବି ‘SEEN’ରେ ଆସିବ ନାହିଁ ନାମ; ଏପରି ବଦଳାନ୍ତୁ ସେଟିଂସ…
ନୂଆଦିଲ୍ଲୀ,୨୪।୧୦: ହ୍ବାଟ୍ସଆପ୍ ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଇନ୍ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଅନେକ ଲୋକଙ୍କ ସକାଳ ଅନ୍ୟମାନଙ୍କୁ ହ୍ବାଟ୍ସଆପ୍ରେ ଗୁଡ୍ ମର୍ନିଂ ମେସେଜ କରି ନଚେତ ଅନ୍ୟମାନଙ୍କ ଷ୍ଟାଟସ୍ ଦେଖି ହୋଇଥାଏ। କମ୍ପାନୀ ୨୦୧୮ରେ ‘ଷ୍ଟାଟସ୍’ ଫିଚର ଆଣିଥିଲା, ଯେଉଁଥିରେ…
ସୁନାକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଲକ୍ଷେରୁ ଖସିବ ସୁନାଦର!
ଭାରତରେ ସୁନାର ମୂଲ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୧୦ ଗ୍ରାମ ସୁନାର ଦର ୧ ଲକ୍ଷ ଟଙ୍କା ଛୁଇଁଛି। ବିଶେଷଜ୍ଞମାନେ ଏହାକୁ ବିଶ୍ୱ ବ୍ୟାପୀ ବାଣିଜ୍ୟ ସଂଘର୍ଷ ଏବଂ ଅର୍ଥନୈତିକ ଅସ୍ଥିରତା ସହିତ…
ଭାରତରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଖେଳିବ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୨୪ା୧୦: ଭାରତରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ୍ରୁ ଓହରିଯାଇଛି ପାକିସ୍ତାନ। ପାକିସ୍ତାନ ହକି ମହାସଂଘ(ପିଏଚ୍ଏଫ୍) ଏହାର ନିଷ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଅବଗତ କରାଇଛି। ଏଫ୍ଆଇଏଚ ପକ୍ଷରୁ ଶୁକ୍ରବାର ଏହି ବିଷୟରେ ସ୍ପଷ୍ଟ କରିଦିଆଯାଇଛି। ନଭେମ୍ବର…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରଗୋଳା ଗ୍ରାମବାସୀ, କହିଲେ…
ହାଟଡିହୀ,୨୪l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ମାଫିଆମାନେ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରଗୋଳା ଗ୍ରାମବାସୀ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଆନନ୍ଦପୁର…
ଭତ୍ତା ଟଙ୍କା ଲୁଟ୍: ଧରାପଡ଼ିଲେ ଗ୍ୟାଙ୍ଗର ୬ ଯୁବକ
କଣ୍ଟାବାଞ୍ଜି,୨୪।୧୦: ଭତ୍ତା ଟଙ୍କା ଲୁଟ ଘଟଣାରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୋଲିସ ଲୁଟେରା ଗ୍ୟାଙ୍ଗର ୬ଜଣଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଏପରି କି ଘଟଣାରେ ସମ୍ପୃକ୍ତ ଆଉ…
ଖରାବେଳଟାରେ ନଈ ବାଲିରେ ବସିଲେ ଗ୍ରାମବାସୀ
ହାଟଡିହୀ,୨୪ ।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଣକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ଲୋକ ବେଆଇନ ବାଲି ଉଠାଣକୁ ବିରୋଧ…
ମହାମେଣ୍ଟର ନୂଆ ନାମ ଦେଲେ ମୋଦି , ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ
ପାଟନା,୨୪।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତାଙ୍କର ଦ୍ୱିତୀୟ ସାଧାରଣ ରାଲିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମେଣ୍ଟ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ବେଗୁସରାଇ ରାଲିରେ, ପ୍ରଧାନମନ୍ତ୍ରୀ ମୋଦି ବିହାର ଭୋଟରମାନଙ୍କୁ NDA ଏବଂ ମହାମେଣ୍ଟ ମଧ୍ୟରେ…
Archives


