Home Left

ବିଚକ୍ଷଣ ପ୍ରତିଭାର ଅଧିକାରୀ ଆୟୁଷ୍ମାନ: ଚାରିଆଡ଼େ ପ୍ରଶଂସିତ

ଦାରିଙ୍ଗବାଡି,୨୪/୧୦(ଅରୁଣ ସାହୁ): ପାଠ ପଢା ସହ ବିଭିନ୍ନ କଳା କ୍ଷେତ୍ର ଓ ପରିବେଶ ସୁରକ୍ଷା ଦିଗରେ ପିଲାବେଳୁ ଆଗ୍ରହ ଦେଖାଉଥିବା ଛାତ୍ର ଆୟୁଷ୍ମାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପ୍ରକାଶ ଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ…

୧୮ ପରିବାର ପାଇଁ ରୁଫ୍‌ ଟପ୍‌ ସୋଲାର ବ୍ୟବସ୍ଥା

ଭୁବନେଶ୍ୱର,୨୪।୧୦: ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌), ପିଏମ୍‌ ସୂର୍ଯ୍ୟଘର: ମୁଫ୍‌ତ ବିଜ୍‌ଲି ଯୋଜନାର ୟୁଟିଲିଟି ଲେଡ୍‌ ଏଗ୍ରିଗେଶନ (ୟୁଏଲ୍‌ଏ) ମଡେଲ ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନକୁ ତ୍ୱରାନ୍ବିତ କରିଛି। ଗ୍ରାମୀଣ ପରିବାରମାନଙ୍କୁ…

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି

ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ…

ଓଲା-ଉବରକୁ ଟକ୍କର ଦେବାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ଟ୍ୟାକ୍ସି ସେବା, ଏହିଦିନ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୧୦: ଦେଶର ପ୍ରଥମ ସରକାରୀ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ଭାରତ ଟ୍ୟାକ୍ସି କୁହାଯାଉଛି। ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ…

ସମ୍ପତ୍ତି ବିକ୍ରି ମାମଲାକୁ ନେଇ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ, ଏଣିକି ନାବାଳକଙ୍କ ସମ୍ପତ୍ତିରେ…

ନୂଆଦିଲ୍ଲୀ,୨୪।୧୦: ନାବାଳକମାନଙ୍କ ସହିତ ଜଡିତ ସମ୍ପତ୍ତି କାରବାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ନାବାଳକର ସମ୍ପତ୍ତି ତାଙ୍କ ମାତାପିତା କିମ୍ବା ଅଭିଭାବକ କୋର୍ଟର ଅନୁମତି ବିନା ବିକ୍ରୟ କରନ୍ତି, ତେବେ ସେମାନେ ସାବାଳକ ହେବା…

ବେଆଇନ କାଠ ବୋଝେଇ ଟ୍ରକ ଜବତ: ଦୁଇଜଣ ଅଟକ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ବନ ବିଭାଗ ପକ୍ଷରୁ ଘଟଗାଁ ଏବଂ ଭୂୟା ଜୁଆଙ୍ଗ ପିଢ଼ ରେଞ୍ଜର ମିଳିତ ଅଭିଯାନରେ ଜଙ୍ଗଲ ଜମିରୁ ବେଆଇନ କାଟି ବାହାରକୁ ଚାଲାଣ ହେଉଥିବା ଏକ ୟୁକାଲିପଟାସ୍‌ (୧୦୦୦ ଘନଫୁଟରୁ ଅଧିକ) ବୋଝେଇ ଏକ…

ରକ୍ଷକ ସାଜିଲା ଭକ୍ଷକ: ମହିଳା ଡାକ୍ତରଙ୍କୁ ବଳାତ୍କାର! ଆତ୍ମହତ୍ୟା ପୂର୍ବରୁ ନିଜ ହାତରେ ଲେଖିଲେ ଏମିତି…

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ରର ସାତାରା ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜିଲାର ଫଲଟଣ ଉପ-ଜିଲା ଡାକ୍ତରଖାନାରେ ନିଯୁକ୍ତ ମହିଳା ଡାକ୍ତର ସମ୍ପଦା ମୁଣ୍ଡେ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ସମଗ୍ର ଜିଲାକୁ ଥରାଇ ଦେଇଛି। ମୃତ୍ୟୁ ପୂର୍ବରୁ ସେ ନିଜ…

ଅଶ୍ୱିନଙ୍କ ୩ଟି ଶବ୍ଦକୁ ନେଇ କ୍ରିକେଟ ଜଗତରେ ହଇଚଇ : କୋହଲିଙ୍କ ଅବସରକୁ ନେଇ ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି, ଏବଂ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଲଗାତାର ଗୋଟିଏ ବି ରନ କରିବାରେ ବିଫଳ ହେଉଛନ୍ତି। ସେ ପର୍ଥ…

ପିସିସି ସଭାପତି ମିଛରେ କରାଯାଉଛି ବଦନାମ: କଂଗ୍ରେସ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ…

‘ଆଗାମୀ ୬ ମାସ ମଧ୍ୟରେ…’ପୁଟିନଙ୍କୁ ସିଧାସଳଖ ଧମକ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୨୪।୧୦: ୟୁକ୍ରେନ ଯୁଦ୍ଧ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ଉତ୍ସ ପାଲଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସିଧାସଳଖ ରୁଷିଆକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀ ଉପରେ…

ଭାଜପା ଯୋଗଦେବେ କି ବିଜେଡି କର୍ପୋରେଟର ଅମରେଶ ଜେନା: ଏମିତି କହିଦେଲେ ଜଗା ପ୍ରଧାନ

ଭୁବନେଶ୍ୱର,୨୪।୧୦: ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇଥିବା ବିଏମ୍‌ସି ୪୫ ନଂ. ୱାର୍ଡ କର୍ପୋରେଟର ଅମରେଶ ଜେନା ଓରଫ ବାଇଆଁ ପ୍ରାୟ ୩ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ସାରେ ସମର୍ଥକମାନେ ଅମରେଶଙ୍କୁ ସ୍ବାଗତ କରି ଭବ୍ୟ ପଟୁଆରରେ ପାଛୋଟି…

ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ କିଲୋଗ୍ରାମ ପ୍ରତି ପାଖାପାଖି ୬୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri