Home Left

ନୂଆ ଆଇଟି ଆଇନକୁ ଚ୍ୟାଲେଞ୍ଜ କଲା ଏନ୍‌ବିଏ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ଆଇନକୁ କେରଳ ହାଇ କୋର୍ଟରେ ଚ୍ୟାଲେଞ୍ଜ କରିଛି ଦେଶର ୨୫ ଅଗ୍ରଣୀ ଖବର ପ୍ରଦାନକାରୀ ସଂସ୍ଥା ଓ କରେଣ୍ଟ ଆଫାୟର୍ସ ବ୍ରଡକାଷ୍ଟର୍ସଙ୍କୁ ନେଇ ଗଠିତ ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏଶନ (ଏନ୍‌ବିଏ)।…

ଦାଦାଙ୍କ ଜୀବନ ନେଲା ପୁତୁରା

ରାଇକିଆ,୮ା୭: କନ୍ଧମାଳ ଜିଲା ରାଇକିଆ ଥାନା ରଣବା ପଞ୍ଚାୟତ ଇରିପୁଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ପୁତୁରାର ଠେଙ୍ଗା ମାଡ଼ରେ ଦାଦାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରି ନାୟକ। ପୋଲିସ ମୃତଦେହକୁ ଜବତ କରି…

ବେଙ୍ଗାଲୁରୁ ଗଣବଳାତ୍କାର: ୨ ମହିଳାଙ୍କ ସମେତ ୧୨ ଗିରଫ

ବେଙ୍ଗାଲୁରୁ,୮।୭: କର୍ନାଟକର ରାଜଧାନୀରେ ବାଂଲାଦେଶର ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାରେ ବେଙ୍ଗାଲୁୁରୁ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ୨ ମହିଳାଙ୍କ ସମେତ ୧୧ ଅଭିଯୁକ୍ତ ହେଉଛନ୍ତି ବାଂଲାଦେଶ ନାଗରିକ। ଘଟଣା ସାମ୍ନାକୁ ଆସିବାର ୫ ସପ୍ତାହରେ ତଦନ୍ତ ଶେଷ…

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା କେବେ କେବେ ଫଟୋ ତ ପୁଣି କେବେ…

ବାଇକ୍‌ରୁ ଖସି ପଡ଼ିଲେ, ଚଢ଼ିଗଲା ଟ୍ରକ୍‌

ବନ୍ତ,୮।୭: ଭଦ୍ରକ ଜିଲା ବନ୍ତ ବ୍ଲକ ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ମେଡିକାଲ ଛକଠାରେ ଗୁରୁବାର ଜଣେ ମହିଳା ବାଇକ୍‌ରୁ ଖସି ପଡ଼ିଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ…

ଅଶ୍ୱିନଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ବ୍ୟବସ୍ଥା

ମୁମ୍ବାଇ,୮।୭: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଅଶ୍ୱିନ ସରେ ପାଇଁ ଏକ କାଉଣ୍ଟି ମ୍ୟାଚ୍‌ ଖେଳିବେ। ସମରସେଟ ବିପକ୍ଷରେ ଖେଳାଯିବାକୁ ଥିବା ୪ ଦିନିଆ…

ଟିମ୍‌ ଇଣ୍ଡିଆକୁ ମିଳିବ ନାହିଁ ଶୁବମାନ ଗିଲଙ୍କ ବଦଳ ଖେଳାଳି

ମୁମ୍ବାଇ,୮।୭: ଆହତ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଶୁବମାନ ଗିଲଙ୍କ ବଦଳରେ କୌଣସି ଖେଳାଳିଙ୍କୁ ୟୁକେ ପଠାଯିବ ନାହିଁ। ଫଳରେ ଟିମ୍‌ ଇଣ୍ଡିଆ ପାଖରେ ଉପଲବ୍ଧ ଥିବା ୨୩ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ଏକାଦଶ ବାଛିବାକୁ…

‘ମିମି’ର ଫାଷ୍ଟ ଲୁକ୍ ଶେୟାର କଲେ କ୍ରିତି

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରି ସବୁଠାରୁ କ୍ଷତିରେ ଚାଲିଛି ବୋଲି କୁହାଯାଉଛି । ଏହି ସମୟର ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ନିକଟରେ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ମିମି’ ବି ଓଟିଟି…

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳ ପରେ ପୁଣିଥରେ ବ୍ଲକ ମୁଖ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ…

ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା; ଜାଣନ୍ତୁ କିଭଳି ପ୍ରସ୍ତୁତ କଲେ ମିଳିବ ଅଧିକ ଲାଭ

କରୋନା ସଂକ୍ରମଣ କମ୍‌ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହି ମାରାତ୍ମକ ରୋଗ ଉପରେ ରୋକ୍‌ ଲଗାଯାଇପାରୁନାହିଁ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ରଖୁଛନ୍ତି।…

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣା!

ଡେରାଡୁନ,୮ ।୭: ଉତ୍ତରାଖଣ୍ଡ ସରକାରଙ୍କ ଶକ୍ତି ମନ୍ତ୍ରୀ ହରକ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଘରୋଇ ବିଜୁଳୀ ଉପଭୋକ୍ତା ପ୍ରତି ମାସରେ ୧୦୦ ୟୁନିଟ ବିଜୁଳୀ ମାଗଣା ଜାଲିବା…

ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍‌: ଏଭଳି ଜବାବ ଦେଇ ଚୁପ୍‌ କରାଇ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବା ସମୟରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri