Posted inଖେଳ

ଭେଙ୍କଟଶଙ୍କୁ ମିଳିଲା ପଦାର୍ପଣ ସୁଯୋଗ

ଜୟପୁର,୧୭।୧୧: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନୂଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଲ ପିଚ୍‌ ଓ କାକରକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଅଧିନାୟକ ରୋହିତ। ଏହି ମ୍ୟାଚ୍‌ ଜରିଆରେ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି ଅଲରାଉଣ୍ଡର ଭେଙ୍କଟଶ ଆୟାର। ଅନ୍ୟପକ୍ଷରେ ମିଡଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାର, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ଓ ଦୀପକ ଚହର ଦଳକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଚେସ୍‌: ଭାରତ- ୟୁରୋପ୍‌ ମ୍ୟାଚ୍‌ ଡ୍ର

ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍‌ଲାଇନ ନେଶନ୍ସ କପ୍‌ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍‌ରେ ୟୁରୋପକୁ...

ବିବାହ ପରେ ତୁମେ କ’ଣ କାମ କରିବ ବୋଲି ଏହି କ୍ରିକେଟରଙ୍କୁ ପ୍ରଶ୍ନ କରିଥିଲେ ଭାବି ସ୍ତ୍ରୀ

ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଫେବୃୟାରୀ ୫ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଗୋଟିଏ ପଟେ ଭାରତୀୟ ଦଳ ଶୁକ୍ରବାରଠାରୁ ଇଂଲଣ୍ଡ...

ଆଉଟ୍‌ ହୋଇଯିବାରୁ ଫିଲ୍ଡରଙ୍କୁ ବ୍ୟାଟ୍‌ରେ ପିଟିଦେଲେ ବ୍ୟାଟ୍ସମ୍ୟାନ୍‌, ଆଉ ତା’ପରେ

ଗ୍ବାଲିୟର୍‌,୫।୪: କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଝଗଡା ସାଧାରଣ ଅଟେ। ସ୍ଲେଜିଂ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ କ୍ରିକେଟ ପଡ଼ିଆରେ ଦେଖାଯାଏ। ଯଦି...

କୋହଲିଙ୍କ ମ୍ୟାଥ୍‌ ଘର ଶୂନ

ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା...

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ...

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ...

ହିମାଙ୍କୁ ପୋଲିସ ଡିଏସ୍‌ପି ନିଯୁକ୍ତି

ଗୁଆହାଟୀ, ୨୭ ୨ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କଠାରୁ ସେ ନିଯୁକ୍ତିପତ୍ର...

ବ୍ରଡ ଦଣ୍ଡିତ

ଜୋହାନ୍ସବର୍ଗ,୨୮।୧: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସବେଳେ...

Advertisement
Archives

Model This Week