୫ ଜିଲାର ୧୫୮ ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ)/ ବାରିପଦା (ଅଫିସ): ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି। ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜିଲାର ୧୫୮ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ମାଲକାନଗିରିର ୬ ସ୍କୁଲ,…
ଚାକିରି ଫେରି ପାଇବାକୁ ଅଧିଆ
ସୁନ୍ଦରଗଡ,୧୯ା୧୧(ଡି.ଏନ୍.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଆସି ତାଙ୍କୁ ତଳୁ ଉଠାଇ…
ନିଲମ୍ବନ ପରେ ଚାକିରିରୁ ବିଦା
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍ ଓ୍ବେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ରାଜ୍ୟ ସରକାର ଗୁରୁବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି…
ସ୍ମାର୍ଟ ହେଲ୍ଥ କାର୍ଡରେ ଯୋଡ଼ିହେଲା କେନ୍ଦୁଝର
ଭୁବନେଶ୍ୱର(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର./ଡି.ଏନ୍.ଏ.), ୧୮।୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ସ୍କିମ୍ରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଯୋଡ଼ିହୋଇଛି। କେନ୍ଦୁଝର ଜିଲା ସଂସ୍କୃତି ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ…
ଅଧିକାରୀଙ୍କୁ ଅଧିଗ୍ରହଣ ବୋଝ
ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୮ା୧୧:ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୩ ରେଳ ପ୍ରକଳ୍ପର ଦୋହରୀକରଣ ଓ ସମ୍ପ୍ରସାରଣ ପାଇଁ ଜମି ମିଳୁନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗତ ୧୨ ରୁ ୧୫ ବର୍ଷ…
ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ
ରଘୁନାଥପୁର,୧୯ା୧୧(ଡି.ଏନ୍.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି ସମ୍ମିଳନୀରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,…
ନିଶା କବଳରେ ଶୈଶବ: ରାଜ୍ୟପାଳ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଗୁରୁବାର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ‘ପାସିଂ ଆଉଟ୍ ପରେଡ୍’ ଆୟୋଜନ କରାଯାଇଥିଲା। ଏଥିରେ ପଞ୍ଚମ ବ୍ୟାଚ୍ର ୭ଜଣ ଡିଏସ୍ପି ଏବଂ ୧୦ମ ବ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିବା ୧୯୧ଜଣ ସବ୍ଇନ୍ସପେକ୍ଟର ଭାଗ…
ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ
ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ ବେଶ) ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ପରମ୍ପରା…
ଲୌହ ମାନବୀଙ୍କୁ ମୋଦିଙ୍କ ସମେତ ବହୁ ନେତା ଦେଲେ ଶ୍ରଦ୍ଧାଞ୍ଜଳୀ, ଜେଜେମା’ଙ୍କୁ ମନେପକାଇଲେ ରାହୁଲ
ନୂଆଦିଲ୍ଲୀ,୧୯ ।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଜେଜେ ମା’ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ…
ଆଜି ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ନଭେମ୍ବର ୧୯ରେ ଅର୍ଥାତ୍ ଆଜି ଶତାବ୍ଦୀର ବୃହତ୍ତମ ଏବଂ ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଥର ଚନ୍ଦ୍ର ଗ୍ରହଣଙ୍କ ରାଶି ଗଠନ କରାଯାଉଛି। ଆଜି ଅନୁଷ୍ଠିତ ହେବାକୁ ଥିବା ୨୦୨୧ ବର୍ଷର ଶେଷ ଚନ୍ଦ୍ରଗ୍ରହଣ…
ଡଙ୍ଗାରେ ବୁଲି ମୁହାଁଣ ଦେଖିଲେ କେନ୍ଦ୍ର ମନ୍ତ୍ରୀ
କଣାସ,,୧୯ା୧୧(ସ୍ବ.ପ୍ର.): ପୁରୀ ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହି ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବେ କଣାସ ବ୍ଲକ ଅଞ୍ଚଳ ଅଧିକ ଖାଲୁଆ ଅଞ୍ଚଳ ହୋଇଥିବାରୁ ଚାଷ ସହ ଧନଜୀବନ କ୍ଷତି ହେଉଛି। ଏହି ବିପର୍ଯ୍ୟୟର ସ୍ଥାୟୀ…
ଭାରତରେ କମ୍ୟୁନିଜିମର ପ୍ରସାର କରିବାକୁ ଚାହୁଁଛି ଚାଇନା
ବେଜିଂ,୧୯ ।୧୧: ଚାଇନା ଭାରତରେ କମ୍ୟୁନିଷ୍ଟ ବିଚାରଧାରାକୁ ପ୍ରସାର କରିବାକୁ ସି ଜିନପିଙ୍ଗଙ୍କ ପୁସ୍ତକକୁ ହିନ୍ଦୀରେ ପ୍ରକାଶ କରିଛି । ଜିନପିଙ୍ଗଙ୍କ ଏହି ପୁସ୍ତକ ମଧ୍ୟ ଏସିଆର କିଛି ଦେଶରେ ଅନ୍ୟ ଭାଷାରେ ପ୍ରକାଶ କରାଯାଇଛି । ଉକ୍ତ ପୁସ୍ତକରେ ଚାଇନାର…

