ପ୍ରେମରେ ପଡ଼ିଛନ୍ତି ବିଗ୍‌ ବିଙ୍କ ନାତୁଣୀ

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା। ଏପରି କିଛି ଚର୍ଚ୍ଚା ହେଉଛି ବଲିଉଡ୍‌ ଗଳିକନ୍ଦିରେ। ନୂଆ ସୂଚନାନୁଯାୟୀ ବଲିଉଡ୍‌ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ପ୍ରେମରେ ପଡ଼ିଛନ୍ତି ସେ। ସିଦ୍ଧାନ୍ତ ‘ବଣ୍ଟି ଔର ବବଲି-୨’ରେ ନଜର ଆସିବେ। ସେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ।

ପୂର୍ବରୁ ନବ୍ୟା ଜାଭେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀଙ୍କୁ ଡେଟ୍‌ କରୁଥିବା ଶୁଣାଯାଇଥିଲା। ନବ୍ୟା ତାଙ୍କୁ ଭଉଣୀ ଅଲାବିୟାଙ୍କ ଜରିଆରେ ଜାଣିଥିଲେ। ହେଲେ ଉଭୟ କେବଳ ଭଲ ବନ୍ଧୁ ବୋଲି ପରେ ସ୍ପଷ୍ଟ ହୋଇଥିଲା। ଏବେ ଏହି ଚର୍ଚ୍ଚା କେତେ ସତ କେତେ ମିଛ ତାହା ସମୟ ଆସିଲେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଫରପୁର ସେଲ୍‌ଟର୍‌ ହୋମକୁ ନେଇ ଶାହାରୁଖ ନିର୍ମାଣ କରିବେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଯଦିଓ ତାଙ୍କ ଫିଲ୍ମ ଚୟନକୁ ନେଇ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ହେଲେବି ତାଙ୍କୁ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି। ଅଭିନୟ...

ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ...

ସମ୍ପତ୍ତି ପରେ ଇଡି ଜବତ କଲା ପାସପୋର୍ଟ

ବମ୍ବେ: ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।...

ପ୍ରିୟଙ୍କା-ନିକ୍‌ଙ୍କ ଛାଡପତ୍ର ଚର୍ଚ୍ଚାକୁ ନେଇ ମା’ କହିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରିୟଙ୍କା ଗତ ନଭେମ୍ବର ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରୁ...

ଜୀବିକା ଯୋଗାଉଛି ଯାତ୍ରା

ଯାତ୍ରା ଏମିତି ଏକ ଲୋକକଳା ଯାହା କେବଳ ଖୁସି ଦିଏନି, ବହୁ ପରିବାରକୁ ଜୀବିକା ଯୋଗାଇଥାଏ। ଶହ ଶହ ଲୋକ ଏଠାରେ କାମ କରି ନିଜ...

ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ...

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’...

ପାଞ୍ଚ ବର୍ଷ ଡେଟିଂ ପରେ ନିର୍ବନ୍ଧ; ହେଲେ ବିବାହ ପୂର୍ବରୁ ହୋଇଥିଲା ବାଟ ଅଲଗା; ସାମ୍ନାକୁ ଆସିଲା କାରଣ…

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ଡେଟିଂ। ସରିଥିଲା ନିର୍ବନ୍ଧ। ହେଲେ ବିବାହ ପୂର୍ବରୁ ତୁଟିଯାଇଥିଲା ସମ୍ପର୍କ। ହୋଇଥିଲା ବାଟ-ଅଲଗା। ଚମକିଥିଲେ ପ୍ରଶଂସକ। ଆମେ କହୁଛୁ...

Advertisement
Archives

Model This Week