‘ଆଧୁନିକ ଶିକ୍ଷା ଦ୍ୱାରା ଚରିତ୍ର ଗଠନ ହୋଇପାରିବ ନାହିଁ’
ହାଇଦ୍ରାବାଦ, ୨୩ା୧୧: ଆଧୁନିକ ଶିକ୍ଷାର ପ୍ରକୃତି ଉପଯୋଗିତା ଯୋଗ୍ୟ। କିନ୍ତୁ ଏହା ପିଲାଙ୍କ ଚରିତ୍ର ଗଠନ କିମ୍ବା ନୈତିକ ମୂଲ୍ୟବୋଧ ପ୍ରଦାନ ଦିଗରେ ଉପଯୁକ୍ତ ନୁହେଁ। ପ୍ରକୃତ ଶିକ୍ଷାରେ ବ୍ୟକ୍ତିର ସାମଗ୍ରିକ ବିକାଶ ଅନ୍ତର୍ଭୂକ୍ତ ହେବା ଉଚିତ ବୋଲି ଭାରତର ପ୍ରଧାନ…
ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା
ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା…
ଭାରତର ୫ ଧନୀ କ୍ରିକେଟର୍ଙ୍କ ବିଷୟରେ ଜାଣନ୍ତୁ
ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, କ୍ରିକେଟ କେବଳ ଭାରତରେ ଖେଳ ନୁହେଁ, ଧର୍ମ ଏବଂ ଖେଳାଳିଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। ଏଭଳି ପରିସ୍ଥିତିରେ ଭାରତର ଷ୍ଟାର…
ରାମାୟଣ ସର୍କିଟ ଟ୍ରେନ୍: ବିରୋଧ ପରେ ବଦଳିଲା ୱେଟର୍ସଙ୍କ ଡ୍ରେସ୍
ନୂଆଦିଲ୍ଲୀ,୨୩ ।୧୧: ରାମାୟଣ ସର୍କିଟ ସ୍ପେଶାଲ ଟ୍ରେନରେ ୱେଟର୍ସଙ୍କ ୟୁନିଫର୍ମକୁ ନେଇ ଉଜ୍ଜୟିନୀର ସାଧୁ-ସନ୍ଥମାନେ ବିରୋଧ କରିବା ପରେ ଆଇଆର୍ସିଟିସି ରାମାୟଣ ଏକ୍ସପ୍ରେସରେ ସେବା ଯୋଗାଇ ଦେଉଥିବ ୱେଟର୍ସଙ୍କ ଡ୍ରେସ୍ ବଦଳାଯାଇଛି । ସୋମବାର ସନ୍ଧ୍ୟାରେ ଆଇଆର୍ସିଟିସି ପକ୍ଷରୁ ଟୁଇଟ୍ କରି…
ପାରମ୍ପରିକ ମଦକୁ ମିଳିବ ଅନୁମତି
ଭୋପାଳ,୨୩।୧୧: ଭାଜପା ଶାସିତ ମଧ୍ୟପ୍ରଦେଶରେ ମହୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଅନୁମତି ମିଳିବ। ରାଜ୍ୟରେ ଏକ ନୂଆ ଅବକାରୀ ନିୟମ ଆଣିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ମହୁଲରୁ ତିଆରି ମଦକୁ ‘ପାରମ୍ପରିକ ମଦ’ ଭାବେ ବିକ୍ରି କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
କୋଚ୍ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ
ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍ ଶାକୋ ବେନ୍ଟିନ୍ଡିସ୍ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ ଏବେ ବେଜିଂ(୨୦୦୮) ଅଲିମ୍ପିକ ବ୍ରୋଞ୍ଜ ବିଜେତା ୟୁକ୍ରେନ୍ର ଆନ୍ଦ୍ରି ଷ୍ଟାଡ୍ନିକ୍ଙ୍କ ଅଧୀନରେ ଟ୍ରେନିଂ ନେବାକୁ…
ସୁଧୁରୁଛି ଦିଲ୍ଲୀ
ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ ସୋମବାର ଉଠାଇ ଦେଇଛନ୍ତି। ସ୍କୁଲ୍, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ୨୪…
ଅଟୋ ଡ୍ରାଇଭରଙ୍କୁ ଘରକୁ ଡାକିଲେ କେଜରିଓ୍ବାଲ
ଚଣ୍ଡିଗଡ଼,୨୨।୧୧: ପଞ୍ଜାବର ଲୁଧିଆନାରେ ଅଟୋ ଓ କ୍ୟାବ ଡ୍ରାଇଭରଙ୍କ ସହ ସୋମବାର ଡିନର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଏଏପି ମୁଖ୍ୟ ଏବେ ଲୁଧିଆନାରେ ଅଛନ୍ତି। ଏଠାରେ ସୋମବାର ଆୟୋଜିତ ଏକ ଇଭେଣ୍ଟରେ…
‘ତ୍ରିପୁରା ସରକାରଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବି’
କୋଲକାତା,୨୨।୧୧: ନୂଆଦିଲ୍ଲୀ ଗସ୍ତରେ ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଏସ୍ଏଫ୍ର କାର୍ଯ୍ୟ ପରିସର ବୃଦ୍ଧି ପ୍ରସଙ୍ଗରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୋମବାର କହିଛନ୍ତି। ଏଥିସହିତ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମେତ…
ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର
ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍ଶୀଘ୍ର ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀରେ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ବେସାମରିକ…
ଦାବି ପୂରଣ ନ ହେଲେ ଜାରି ରହିବ ଗଞ୍ଜେଇ ଚାଷ
ମାଲକାନଗିରି/ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ଏବଂ ଧୂଳିପୁଟ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ପଞ୍ଚାୟତର ବାସିନ୍ଦା ସୋମବାର ଧୂଳିପୁଟରେ ଏକାଠି ହୋଇ ପ୍ରଜାମେଳି କରିଛନ୍ତି। ପୋଲିସର ଗଞ୍ଜେଇ କଟା ଅଭିଯାନକୁ ବିରୋଧ କରି ଗଞ୍ଜେଇଚାଷକୁ ସରକାରୀ ସ୍ବୀକୃତି ମାନ୍ୟତା…
ଇନ୍ଷ୍ଟାରୁ ସ୍ବାମୀଙ୍କ ନାମ ହଟାଇଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୨।୧୧: ବଲିଉଡ୍ ତଥା ହଲିଉଡ୍ ପର୍ଯ୍ୟନ୍ତ ଛାୟୀ ରହିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଫ୍ରୋଫାଇଲରୁ ସ୍ବାମୀ ନିକ୍ ଜୋନାସଙ୍କ ଅନ୍ତିମ ନାମ ହଟାଇ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଦୁହିଁଙ୍କ ମଧ୍ୟରେ ଏବେ ସବୁ କିଛି ଠିକ୍ ଚାଲୁନାହିଁ।…

