ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ
ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଦେଇଛି । ହେଲେ ଉକ୍ତ ଏୟାର ଷ୍ଟ୍ରାଇକରେ ତାଲିବାନର କେତେ ଶିବିର ନଷ୍ଟ…
ଦୁଇ ଆଜୀବନଙ୍କୁ ଜେଲରୁ ମିଳିଲା ମୁକ୍ତି
କେନ୍ଦୁଝର,(ସ୍ବ.ପ୍ର.): କେନ୍ଦୁଝର ଜେଲରୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭଗୁଥିବା ଦୁଇ ଜଣ କଏଦୀଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି। ସେମାନେ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମଣିପୁର ଗ୍ରାମର ଦନାଦର ବେହେରା ଓ ବଡବିଲ ଥାନା ଅନ୍ତର୍ଗତ ଉତ୍ତମ ସିଂହ ହାଟିଁର…
କ୍ୱାରାଣ୍ଟାଇନ୍ ସେଣ୍ଟରର ୪ର୍ଥ ମହଲାରୁ ବେଡ୍ସିଟ୍ ସାହାଯ୍ୟରେ ତଳକୁ ଖସି ପଳାଇଲେ କରୋନା ରୋଗୀ
କାନବେରା,୨୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ପ୍ରକାଶ ପାଉଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଅଷ୍ଟ୍ରେଲିଆରେ ଏମିତି ଏକ ଆଇସୋଲେଶନରେ ଥିବା ଜଣେ ବ୍ୟକ୍ତି ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟଚକିତ ହେବେ। ପଶ୍ଚିମ ଅଷ୍ଟ୍ରେଲିଆରେ…
କୋହଲିଙ୍କ ପରି ହେବାକୁ ହେଲେ ବାବର ଆଜମଙ୍କୁ ଆଉ ୨୦ରୁ ୩୦ ହଜାର ରନ ସ୍କୋର କରିବାକୁ ପଡିବ: ସୋଏବ ଅଖତର
ଇସଲମାବାଦ,୨୩।୭: ପାକିସ୍ତାନ ଅଧିନାୟକ ବାବର ଆଜମ ଜଣେ ଦକ୍ଷ ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ତାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି। ତେବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ…
୧୦୫ବର୍ଷ ବୟସରେ ଚତୁର୍ଥ ପାସ୍ କରି ରେକର୍ଡ ସୃଷ୍ଟି କରିଥିବା ଭାଗିରଥୀ ଅମ୍ମାଙ୍କ ପରଲୋକ
କୋଲ୍ଲାମ,୨୩।୭: କେରଳ କୋଲ୍ଲାମ ଜିଲାର ପ୍ରକ୍କୁଲମ ବାସିନ୍ଦା ତଥା ଭାରତୀୟ ନାରୀ ଶକ୍ତି ପୁରସ୍କାର ବିଜେତା ଭାଗିରଥୀ ଅମ୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି।…
ସର୍ଜରୀ କରି ପ୍ରସିଦ୍ଧ ଅଭିନେତାରୁ ହେଲେ ଅଭିନେତ୍ରୀ, ଏହି ଫିଲ୍ମରେ ମିଳିଲା ମହିଳା ଭୂମିକା
ନେଟ୍ଫ୍ଲିକ୍ସ ସୁପରହିଟ୍ ଶୋ ‘୧୩ ରିଜିନ୍ସ ବୟ’ରୁ ଲୋକପ୍ରିୟ ଅଭିନେତା ଟମି ଡାର୍ଫମ୍ୟାନ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି, ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇସାରିଛନ୍ତି। ଏବେ ସେ କେବଳ କ୍ୟାରିୟରରେ ମହିଳା ଭୂମିକାରେ ଅଭିନୟ କରିବେ। ଟମି…
ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା: ଭୂସ୍ଖଳନରେ ୩୬ରୁ ଊର୍ଦ୍ଧ୍ୱ ମୃତ
ମୁମ୍ବାଇ,୨୩।୭: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହ ନଦୀଗୁଡ଼ିକରେ ପାଣି ଫୁଲିଯାଇଛି। ଫଳରେ ଅନେକ ଲୋକ ପାଣି ଘେରରେ ରହିଛନ୍ତି। ଅନ୍ୟପଟେ ରାୟଗଡ଼ ଜିଲା ମହାଡ ଗାଁର…
ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ସିଦ୍ଧୁ
ଚଣ୍ଡିଗଡ଼,୨୩।୭: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି ହୋଇଥିବା କନ୍ଦଳ ଏବେ କିଛି ମାତ୍ରାରେ ଦୂର ହୋଇଛି। ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ…
ଶାହାଙ୍କ ଇସ୍ତଫା ଦାବି କଲେ ରାହୁଲ
ନୂଆଦିଲ୍ଲୀ,୨୩ ।୭: ପେଗାସସ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ସେ କହିଛନ୍ତି ଏହା କେବଳ ମୋ ମାମଲା ନୁହେଁ ବରଂ ଜନତାଙ୍କ ସ୍ୱର ଉପରେ ଆକ୍ରମଣ…
୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍ ଜେଟ୍ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…
ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ…
କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ
ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଏକ ଅଦ୍ଭୁତ କଥା ଜାଣିବାକୁ ପାଇଲେ। ତାଙ୍କ ହାର୍ଟ ଭୁଲ ସ୍ଥାନରେ ଥିବା ଜଣାପଡ଼ିଥିଲା।…
ସଂସଦରେ ପଶିଗଲା ମୂଷା, ସିଟ୍ ଛାଡ଼ି ଦୌଡ଼ିଲେ ଏମ୍ପି; ଭାଇରାଲ ହେଉଛି ଭିଡିଓ
ମାଦ୍ରିଦ୍,୨୩ା୭: ସ୍ପେନ୍ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସ୍ପେନ୍ର ସେବିଲେରେ ଅଣ୍ଡାଲୁସିଆ ସଂସଦରେ ଗୁରୁବାର କାର୍ଯ୍ୟ ଚାଲିଥିଲା। ଏହି…
Archives


