Posted inଜାତୀୟ

ଲଶ୍କର ଆତଙ୍କବାଦୀ ଗିରଫ…

ଶ୍ରୀନଗର,୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ମିଳିତ ସୁରକ୍ଷାକର୍ମୀମାନେ ଲଶ୍କର ଆତଙ୍କବାଦୀ ହମିଦ୍‌ ନାଥଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ୍‌ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଲଶ୍କର-ଇ-ତୋଏବା କମାଣ୍ଡର ମହମ୍ମଦ ୟୁସୁଫ୍‌ କାନ୍ତ୍ର୍ରୋଙ୍କ ସହଯୋଗୀ ଥିଲେ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କୁ ବଡ଼ଗାମ୍‌ ଅଞ୍ଚଳର ବୀରଓ୍ବାହର ପୁଷ୍କର ଗାଁରୁ ଗିରଫ କରାଯାଇଛି। ୨୬ ବର୍ଷ ବୟସ୍କ ହମିଦ୍‌ ପେଠ୍‌-ଜନିଗାମ୍‌ର ବାସିନ୍ଦା। ସେ ବହୁ ଆତଙ୍କବାଦୀ ଘଟଣା ସହିତ ଜଡ଼ିତ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ...

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର...

କରୋନା ପାଇଁ ଔଷଧ ଆଣିଲା ପତଞ୍ଜଳି!

ନୂଆଦିଲ୍ଲୀ,୧୩।୬: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗର ଉପଶମ ଲାଗି ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏଥିପାଇଁ ଔଷଧ...

ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ

ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ...

ଧନୁତୀର ଫେରି ପାଇବାର ତିନି ଉପାୟ…

ମୁମ୍ବାଇ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳ ସୋମବାର...

‘ଭୟଭୀତ ଅଛି ଭାଜପା, ଆମେ ଭିକ ମାଗିବାକୁ ଯିବୁନାହିଁ’

ଶ୍ରୀନଗର,୧୪।୧୨: ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ...

ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଧକ ରଖିଲେ ସ୍ବାମୀ

ଭୋପାଳ,୨୫।୪: କଠିନ ପରିସ୍ଥିତିରେ, ଅନେକ ଥର ଲୋକମାନେ ଠିକ୍‌-ଭୁଲ୍‌ ବିଷୟରେ ଚିନ୍ତା ନ କରି ଚମତ୍କାର କାର୍ଯ୍ୟ କରନ୍ତି। ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏମିତି ଏକ...

ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ...

Advertisement
Archives

Model This Week