କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ଅକ୍ଷୟ
ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର ହିସାବ ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି କରୋନା । ଏହି ସମୟରେ କଳାକାରମାନେ ବି କିଛି କମ୍…
ଘରର ଆର୍ଥିକ ସ୍ଥିତି ନ ଥିଲା ସ୍ବଚ୍ଛଳ; ବାପାଭାଇଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡ଼ି ନ ଥିଲେ; ଏବେ ଭାରତ ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର
କଲମ୍ବୋ,୨୩।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ ଶୁକ୍ରବାର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ…
ତିନି ଘଣ୍ଟାରେ ୧୫ କିଲୋ ଓଜନ ବଢାଇଲେ କ୍ରିତି
ମୁମ୍ବାଇ:ବଲିଉଡ୍ର କେତେଜର ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଦମଦାର ଅନ୍ଦାଜ ପାଇଁ ରୁହନ୍ତି ଚର୍ଚ୍ଚାରେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ଖରବନ୍ଦା । ସେ ନିଜକୁ ଫିଟ୍ ରଖିବା ପାଇଁ ବେଶ୍ ମେହନତ୍ କରନ୍ତି । କେବେ କେବେ…
ରାୟଗଢ଼ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ,୨୩।୭: ପଶ୍ଚିମ ଓ ଉପକୂଳ ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରୁ ହୋଇଥିବା ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଲଗା ଅଲଗା ସ୍ଥାନରେ ଫଶିରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ସେହିପରି ଲଗାଣ ବର୍ଷା ଯୋଗୁ…
ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ
ଭବାନୀପାଟଣା,୨୩।୭(ଡି.ଏନ୍.ଏ.): ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଗୋଟିଏ ମାମଲାରେ ଜେଲରୁ ମୁକୁଳୁ ମୁକୁଳୁ ପୁଣି ଏକ ଅନ୍ୟ ମାମଲାରେ ଗିରଫ କରିଛି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଗତ ୩ ତାରିଖରେ ଏକ ମାମଲା…
ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ
ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା। ତେବେ ଏହି ରିମାଣ୍ଡ ପୂର୍ବରୁ…
ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍
ମୁମ୍ବାଇ,୨୩।୭: ପର୍ନ ଭିଡିଓ ମାମଲାରେ ଫଶିଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ। ଅଧିକ ଖୋଳତାଡ ପାଇଁ ଶୁକ୍ରବାର କ୍ରାଇମ୍ ବ୍ରାଞ୍ଚ ଟିମ୍ କୁନ୍ଦ୍ରାଙ୍କୁ ନେଇ ଜୁହୁ ସ୍ଥିତ ଶିଳ୍ପାଙ୍କ ବାସଭବନରେ…
ଟିକାକରଣ କେନ୍ଦ୍ରରେ ମହିଳାଙ୍କ ସଂଘର୍ଷ: ମାର୍ପିଟ୍ ପରେ ପରସ୍ପରର ଚୁଟି ଟାଣିଲେ; ଭିଡିଓ ଦେଖିଲେ..
ଖାର୍ଗୋନ,୨୩।୭: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ କୋଭିଡ ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଟୀକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଫଳସ୍ବରୂପ ଟୀକାଦାନ କେନ୍ଦ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଭିଡ ଜମାଉଛନ୍ତି। ଏହା ବେଳେବେଳେ…
ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ: ୨୭ ଜୁଲାଇ ପର୍ଯ୍ୟନ୍ତ ରହିବେ ପୋଲିସ ହେପାଜତରେ
ମୁମ୍ବାଇ,୨୩ ।୭: ପର୍ନ ଭିଡିଓ ମାମଲାରେ ଫଶି ଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ସେ ଏବେ ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ…
ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ମାର୍କେଟ ସିଲ୍
ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା କମିଯାଇଛି। ଏଥିପାଇଁ ରାଜ୍ୟକୁ ସରକାର ଅନ୍ଲକ୍ କରିଛନ୍ତି। ହେଲେ ଦିଲ୍ଲୀ ମାର୍କେଟରେ ଲୋକମାନେ କୋଭିଡ-୧୯ର ସମସ୍ତ ନିୟମ କଟକଣାକୁ ଫୁ କରିଦେଇଛନ୍ତି। କୌଣସି ବ୍ୟକ୍ତି କରୋନା ଗାଇଡ୍ଲାଇନ୍ସକୁ ମାନୁ ନ ଥିବା ଦେଖିବାକୁ…
୪୧ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ଏମିତି
କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ତଥା…
ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ…
Archives


