Posted inଫୁରସତ

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। ପରେ ଜଣେ ବ୍ୟକ୍ତି ରାସ୍ତାରେ ବ୍ୟାୟାମ କରୁଥିବା ଦେଖି କୁକୁର ମଧ୍ୟ ସେହିଭଳି କରୁଛି। ବ୍ୟକ୍ତି ଜଣକ ଯେପରି କରୁଛନ୍ତି କୁକୁର ମଧ୍ୟ ସେହିଭଳି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କୁନି ଝିଅକୁ ଜଳାଶୟ ମଧ୍ୟରେ ଦେଖି କୁକୁର କଲା ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଫିଟନେସ୍‌ ପାଇଁ ବିଲେଇ ବାଛିଛି ଏମିତି ଉପାୟ, କାରକୁ ମଧ୍ୟ ଛାଡ଼ିଲାନି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ନାଗୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ନାଗ, ଚର୍ଚ୍ଚାରେ ଅନନ୍ୟ ପ୍ରେମକାହାଣୀ

ମଣିଷର ପ୍ରେମକାହାଣୀ ବିଷୟରେ ଆପଣ ଶୁଣିଥିବେ, ହେଲେ ବିହାରର ଗୋପାଳଗଞ୍ଜ ଜିଲାର ଭୋରେ ବ୍ଲକ ଅଞ୍ଚଳରେ ନାଗ-ନାଗୁଣୀଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ଭୋପାଟପୁରା...

ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ

ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ...

କିଭଳି ନାଚୁଛି ପକ୍ଷୀ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୧୦ ହଜାର ଫୁଟ୍‌ ଉପରେ ସ୍କାଏ ଡାଇଭିଂରେ ମେକ୍‌ଅପ୍‌

ତାଲାହାସି: ଅଧିକାଂଶ ଲୋକ ନିଜକୁ ସଜେଇବା ପାଇଁ ମେକ୍‌ଅପ୍‌ର ସାହାଯ୍ୟ ନେଇଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ଆମେ ଅନେକ ବ୍ୟୁଟି ଏନ୍‌ଫ୍ଲ୍ୟୁଏନ୍‌ସରଙ୍କୁ ଦେଖିବାକୁ ପାଇବା। ହେଲେ...

ରେଡ଼ି ଟୁ କୁକ୍‌ ଚିକେନ୍‌

କୁକୁଡ଼ା ବିଭିନ୍ନ ରଙ୍ଗର ଓ ପ୍ରକାରର ଥାଆନ୍ତି। ତେବେ ଇସ୍ରାଇଲର ଜେନେଟିସିଷ୍ଟ ଓ ପଲଟ୍ରି ବ୍ରିଡିଂ ଏକ୍ସପର୍ଟ ଅଭିଗଦୋର କାହାନର୍‌ ତିଆରି କରିଛନ୍ତି ଏମିତି ଏକ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ବାସହରାଙ୍କ ସାହାରା ପାଲଟିଛନ୍ତି ସୁଖବିନ୍ଦର

ସିଡ୍‌ନୀ,୧୧।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେଠାରେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଥିବା ବେଳେ ଅଧିକାଂଶ ବନ୍ୟଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏହି ସମୟରେ...

Advertisement
Archives

Model This Week