ନାଟକ, ଯାତ୍ରା, ସିନେମା ଓ ଅନନ୍ତ
ଦୀର୍ଘ ଛଅ ଦଶନ୍ଧି ଧରି ରେଡିଓ, ନାଟକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ, ନିର୍ଦ୍ଦେଶନା ଓ ପ୍ରଯୋଜନା, ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ହୋଇ ରହିଛି। ଓଡ଼ିଶା ନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ମଞ୍ଚରୁ ଚଳଚ୍ଚିତ୍ର…
ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍ ସୁଇଚ୍ ଅଫ୍: ପିଲାଦିନର କୋଚ କହିଲେ…
ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ବିରାଟ ଟି -୨୦ ବିଶ୍ୱକପରୁ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲା। ଏଭଳି ପରିସ୍ଥିତିରେ…
ଜୀବିତଙ୍କ ନାଁରେ କୋଭିଡ୍ ସହାୟତା
ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍ ମୃତକଙ୍କ ରିପୋର୍ଟ ଉପରେ ପ୍ରଶ୍ନ ଉଠିଛି। ଏନେଇ ଭାପୁର ବ୍ଲକ ଭାପୁର ପଞ୍ଚାୟତର କୁବେର…
ଧାରା ୩୦୭ରେ ମାମଲା ଦାବିକଲା କଂଗ୍ରେସ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍ସାଇନ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଦର୍ଶାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ସହ ହାଇକୋର୍ଟ ଜଜ୍ଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଦାବିରେ ଶୁକ୍ରବାର ଛାତ୍ର କଂଗ୍ରେସ…
ଷ୍ଟାଇଲିଶ୍ ସହ ନିଆରା ଲୁକ୍
ଲୁକ୍କୁ ଗ୍ଲାମର୍ସ ଟଚ୍ ଦେବାରେ ସ୍କାର୍ଫର ରହିଥାଏ ବିଶେଷ ଭୂମିକା। ପ୍ଲେନ୍ ଡ୍ରେସ୍ରେ ଲୁକ୍ ଫିକାଫିକା ଲାଗିଲେ ସ୍କାର୍ଫ ବ୍ୟବହାର କରି ଏହାକୁ ଆକର୍ଷଣୀୟ କରିହୁଏ। ସେଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍କାର୍ଫ ପ୍ରତି ଥାଏ ଦୁର୍ବଳତା, ଯାହାକୁ ଲକ୍ଷ୍ୟ କରି ବଜାରରେ…
ଯନ୍ତ୍ରଣା ବଖାଣିଲେ କୋହଲି
ନୂଆଦିଲ୍ଲୀ.୧୨।୧୨: ଡିସେମ୍ବର ୧୧ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍ ବିରାଟ କୋହଲି ଚତୁର୍ଥ ବାର୍ଷିକୀ ପାଳନ କରିଛନ୍ତି। ଏହି ଦିନ କୋହଲି କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ଫଟୋରେ ଝିଅ ଭାମିକା ମଧ୍ୟ ନଜର ଆସିଥିଲେ। ଫଟୋ ଶେୟାର…
ଅଧିଆ ପଡ଼ିଲେ ଭାଜପା ବିଧାୟକ
ପୁରୀ ଅଫିସ,୧୨।୧୨: ନିର୍ଦ୍ଧାରିତ ସମୟର ୨୦ଦିନ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବା, ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିବା ପ୍ରତିବାଦରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଭାଜପାର ୧୨ ବିଧାୟକ। ଚାଷୀମାନଙ୍କ ସମସ୍ୟା…
ପକ୍ଷୀ ଆସିବାର ବେଳ
ଶୀତରେ ବଢେ ସମ୍ଭାର: ଶୀତ ଆସିଲେ ବଢେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର। ନୀଳାମ୍ବୁ ଚିଲିକା ସମଗ୍ର ବିଶ୍ୱରେ ପକ୍ଷୀତୀର୍ଥ ଭାବେ ସୁପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଓଡ଼ିଶାର ଚିଲିକା ହ୍ରଦର ନଳବଣ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ…
ଆଉ ୪ ମାସ ମିଳିବ ମାଗଣା ଚାଉଳ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆଉ ୪ ମାସ ଲାଗି ମାଗଣାରେ ଅଧିକ ୫ କିଲୋ ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହି ଘୋଷଣା କରିଛନ୍ତି। ରାଶନ କାର୍ଡ ହିତାଧିକାରୀମାନଙ୍କୁ ୨୦୨୧ ଡିସେମ୍ବରରୁ ୨୦୨୨…
ଆଜିର ଦିନରେ ବିଶ୍ୱରେକର୍ଡ କରିଥିଲେ ୟୁନିଭର୍ସ ବସ୍
ୱେଷ୍ଟଇଣ୍ଡିଜର ‘ସିକ୍ସର୍ କିଙ୍ଗ’ କ୍ରିସ ଗେଲ କ୍ରିକେଟ୍ରେ ଅନେକ ରେକର୍ଡ କରିଛନ୍ତି। ୪ ବର୍ଷ ପୂର୍ବେ, ଆଜିର ଦିନ ଅର୍ଥାତ୍ ୧୨ ଡିସେମ୍ବର (କ୍ରିକେଟ ରେ ଏହି ଦିନ) ବାଂଲାଦେଶରେ ଗେଲ ଝଡ ମିଳିଥିଲା। ଏକ ଟି -୨୦ ମ୍ୟାଚରେ ସର୍ବାଧିକ…
ଘରେ ମାଛ ରଖିବା କେତେ ଶୁଭ!
ଆକ୍ୱାରିୟମ୍ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ଏପରି କି ମାଛ ରଖିବା ଦ୍ୱାରା ଘରେ ବହୁତ…
ପାଣିରେ ପଡ଼ିଲା ଚେକ୍ଡ୍ୟାମ ଟଙ୍କା
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପୁଳାପୁଳା ଚେକ୍ଡ୍ୟାମ ନିର୍ମାଣ କରୁଛନ୍ତି। ମାତ୍ର ସେଗୁଡ଼ିକ ଚାଷୀଙ୍କ କାମରେ ଆସୁନାହିଁ। ବର୍ଷାଦିନେ ବି ପାଣି ଟୋପାଏ ରହୁନାହିଁ। ଚେକ୍ଡ୍ୟାମ ନିର୍ମାଣ କରି ବିଭାଗୀୟ ଅଧିକାରୀ, ଠିକାଦାର ମାଲାମାଲ…

