Home Left

ଲଘୁଚାପ ସତ୍ତ୍ୱେ ହାଲୁକା ବର୍ଷା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହୁଛି। ଇତିମଧ୍ୟରେ ଲଘୁଚାପ ଓ୍ବେଲ୍‌ମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମ ଦିଗକୁ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଚାଲିଗଲାଣି। ହେଲେ…

ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅପରାହ୍ନ ୨ ଟାରେ ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଅଫିସିଆଲ ୱେବସାଇଟ, cbseresults.nic.in ଏବଂ ଉମଙ୍ଗ ଆପ ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।…

ପିଏମ୍‌ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ ସ୍ଥାନରେ ଥିବାବେଳେ ଚଳିତବର୍ଷ ବହୁ ପଛରେ ପଡ଼ିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ…

୧୩ ଦଳର ୪୫୫ ବୋଲର୍‌ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍‌

କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୮୧ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ଶ୍ରୀଲଙ୍କା…

ଫେସ୍‌ବୁକ୍‌ରୁ ପ୍ରେମ ବିବାହକରି ପ୍ରତାରଣା ମାମଲା: ଯୌତୁକ ସାମଗ୍ରୀ ନେଇଗଲେ ସ୍ତ୍ରୀ

କଟକ ଅଫିସ,୩୦।୭: ଫେସ୍‌ବୁକ୍‌ରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ନୂଆ ମୋଡ ଆସିଛି। ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଷରେ ସ୍ତ୍ରୀ ବାଲେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି…

ଚିଲିକାରୁ ୪୩୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୩୦।୭(ଡି.ଏନ୍‌.ଏ.): ଚିଲିକାକୁ ନେଇ ମତ୍ସ୍ୟଜିବୀ, ପେଷାଦାର ମତ୍ସ୍ୟଜୀବୀ ଏବଂ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି ା ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ…

ଲୋଗୋ ଅସଲି, ଘଣ୍ଟା ନକଲି

କଟକ ଅଫିସ,୩୦।୭: ଘଣ୍ଟାରେ ଏକ ନିର୍ଦ୍ଦିଷ୍ଟ ନାମୀ କମ୍ପାନୀର ଅସଲି ଲୋଗୋ ରହିଛି। କିନ୍ତୁ ଘଣ୍ଟା ନକଲି। ଏହି ନକଲି ହାତଘଣ୍ଟା ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ଦୋକାନର କର୍ମଚାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ…

ଜଣେ ବ୍ୟକ୍ତି ନେଇପାରିବେ ଦୁଇ ଟିକାର ଭିନ୍ନ ଡୋଜ୍‌: ପରୀକ୍ଷଣ ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ,୩୦।୭: କରୋନା ଟିକାକରଣରେ ମିଶ୍ରିତ ମାତ୍ରାର ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହା ସହିତ, ଖୁବଶୀଘ୍ର ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଟିକା ପାଇବାକୁ ସକ୍ଷମ ହେବେ କାରଣ ଅନ୍ୟ କ୍ଲିନିକାଲ ଅଧ୍ୟୟନଗୁଡିକରେ ଏପର୍ଯ୍ୟନ୍ତ ବହୁତ ସକରାତ୍ମକ ଫଳାଫଳ…

ଚାଲିଛି ଭୂତ ପିଲାଙ୍କ ନାମଲେଖା

ଯାଜପୁର ଅଫିସ,୩୦।୭: ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଯାଜପୁର ଜିଲାର ଘରୋଇ ସ୍କୁଲଗୁଡ଼ିକରେ ଶତକଡା ୨୫ ଭାଗ ସ୍ଥାନ ସଂରକ୍ଷଣ ପ୍ରତିପୂରଣ (ରିମ୍ବର୍ସମେଣ୍ଟ) ବାବଦ ଅର୍ଥ କୌଣସି ସ୍କୁଲ ପାଇ ନାହାନ୍ତି। ସୂଚନା ଅଧିକାର ଆଇନ(ଆରଟିଇ)ରେ ୨୫ ପ୍ରତିଶତ ଆର୍ଥିକ…

ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ

ମହାକାଳପଡ଼ା,୩୦।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ବ୍ୟାପକ ଭାବେ ବ୍ୟବସାୟୀ ନିର୍ମାଣ କରିଛନ୍ତି। ଉପକୂଳ ଅଞ୍ଚଳର ସରକାରୀ ଜଙ୍ଗଲ ଜମିରେ ନିର୍ଭୟ ଭାବେ ଚିଙ୍ଗୁଡି ଚାଷ ହେଉଛି। ଚିଙ୍ଗୁଡି ଘେରି ନିର୍ମାଣ ଯୋଗୁ ଉପକୂଳବର୍ତ୍ତୀ…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୫୫ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

ଯାଜପୁର ମ୍ୟୁନିସିପାଲିଟି: ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍‌

ଯାଜପୁର ଅଫିସ,୩୦।୭: ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍‌ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ୨୦୧୯-୨୦ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri