Home Left

କେସିଙ୍ଗା କଲେଜ ସମ୍ମୁଖରେ ଆଣ୍ଠୁଏ ଗାତ, ପିଡବ୍ଲ୍ୟୁଡି ବିଭାଗ ନିରବ: ଦୁର୍ଘଟଣା ଆଶଙ୍କା

କେସିଙ୍ଗା, ୧୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଦେଇ ଜୋରାଡବ୍ରା ଓ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ଏକ ବଡ଼ ଗାତ ସୃଷ୍ଟି ହୋଇଛି। ରାସ୍ତାର ଏହି…

ବରଜ ଗାଁରେ ଦୁଇ ଶହ ବର୍ଷ ଧରି ପୂଜା ପାଉଛନ୍ତି ମା’ ବନଦୁର୍ଗା ,ପ୍ରଭୁ ନୀଳମାଧବ

ମହାକାଳପଡ଼ା, ୧୭।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କାହିଁ କେଉଁ ଅନାଦି କାଳରୁ ଜରାଶବର ବଂଶଜମାନେ ମା’ ବନଦୁର୍ଗା ଓ ପ୍ରଭୁ ନୀଳମାଧବଙ୍କୁ ପୂଜା କରି ଆସୁଛନ୍ତି। ଏଥିସହ ଶବରୁଣୀ, ଶବର ଲଳିତା, ବିଦ୍ୟାପତି ଓ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି…

ନିଜସ୍ୱ ପକ୍କା କୋଠା ଥାଇ ଭଙ୍ଗାଦଦରା ଘରେ ଚାଲିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ: ଛାତ ଉପରେ ପାଲ ପକାଇ ଚାଲୁଛି କାମ

ଦାରିଙ୍ଗବାଡ଼ି, ୧୮।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ପାଇଁ ଏକ ନୂତନ ପକ୍କା କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। କୋଠା ଓ ପାଚେରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ଝାଡ଼ଭୂମି ଅଞ୍ଚଳରେ କାଳ ସାଜିଲା ଶନିବାର ରାତି: ଦୁଇଟି ପୃଥକ ଦୁର୍ଘଟଣାରେ କନଷ୍ଟେବଳ, ଯୁବକଙ୍କ ଜୀବନଗଲା

ଜଗନ୍ନାଥପ୍ରସାଦ,୧୮।୧୦(ବିଭୁ ପ୍ରସାଦ ପଟ୍ଟନାୟକ ): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଝାଡ଼ଭୂମି ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ମାତ୍ର ଦୁଇରୁ ତିନି ଘଣ୍ଟାର ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଦୁର୍ଘଟଣାରେ ଜଣେ ଯୁବକ ଓ ବେଲଗୁଣ୍ଠା…

ଓଡ଼ାପଡ଼ା ତହସିଲଦାର ନିଲମ୍ବିତ: କମିଶନରଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ

ଢେଙ୍କାନାଳ,୧୮ା୧୦(ରତନ ନାୟାର): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା କନିଷ୍ଠ ବ୍ୟାଚ୍‌ର ଅଧିକାରୀ ତଥା ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ଏହି ଦେବୀପୀଠରେ କେବଳ ପୂଜକ ଭାବେ ପୂଜା କରନ୍ତି ଦଳିତ ମହିଳା, ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ମା’ପଞ୍ଚୁବରାହୀଙ୍କ ପୀଠ ଦୁର୍ଗା ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି। ଏହି ପୀଠରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ସହସ୍ରଧିକ ଶ୍ରଦ୍ଧାଳୁ ଏଠାକୁ ଦୈନିକ ଆସୁଥିବା…

ବେଣ୍ଟକାରରେ ପୂର୍ବତନ ବିଧାୟକଙ୍କ ‘ଚାଏ ପେ ଚର୍ଚ୍ଚା’, ସରପଞ୍ଚଙ୍କ ମିଳିଲାନି ଦେଖା

କଟକ ସଦର, ୧୧୦ (ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ଶନିବାର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାରଠାରେ ଆୟୋଜିତ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ସହ ମିଶି ଭାବ ବିନିମୟ କରିଥିଲେ। କଲେଜ…

ମୋଦି ସରକାରଙ୍କ ବଡ଼ ଭେଟି, ଯୁବିପିଢିଙ୍କୁ ଦେବେ ୧୫ହଜାର ଟଙ୍କା! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୧୦: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ରେ ସାମିଲ ହେଉଥିବା ନୂଆ ଯୋଗ୍ୟ କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ) ପ୍ରଦାନ କରାଯାଏ। ଅର୍ଥାତ ସରକାର ପ୍ରଥମ…

ଗ୍ରୀନ୍‌ବାଡ଼ିକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍‌, ଚଳାଚଳ ପାଇଁ ଦାବି କରି ଅଞ୍ଚଳବାସୀ…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ଗତ ସରକାରରେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ ତଥା ଯାତାୟାତ ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ ହୋଇଥିଲା। ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଏହି ବସ୍‌ ସେବା ମିଳୁଛି କିନ୍ତୁ…

୧୯-୨୫ ଅକ୍ଟୋବର ଦଶ’ରା ରାଶିଫଳ: କାହା ଉପରେ ବର୍ଷିବ ଧନ, କାହାର ବଢ଼ିବ ଅଡୁଆ? ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ?

୧୯ ରୁ ୨୫ ଅକ୍ଟୋବର ୨୦୨୬ ର ସପ୍ତାହ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ଗ୍ରହମାନଙ୍କ ସ୍ଥିତି ଏବଂ ଚଳନରେ ଆସୁଥିବା ପରିବର୍ତ୍ତନର ପ୍ରଭାବ କ୍ୟାରିୟର, ବ୍ୟବସାୟ, ଆର୍ଥିକ କାରବାର ତଥା ପାରିବାରିକ ସମ୍ପର୍କ ଉପରେ ପଡ଼ିପାରେ।…

ବାପାଙ୍କୁ ହତ୍ୟା ଧମକ ଦେଇ ନାବାଳିକାଙ୍କୁ ମନ୍ଦିରରେ ବିବାହ, ମା’ ପୋଲିସକୁ ଖବର ଦେବାରୁ ଘଟିଲା ଏମିତି…

କୁଜଙ୍ଗ,୧୮।୧୦(ମନୋଜ ପ୍ରଧାନ): ନାବାଳିକା ଝିଅଙ୍କୁ ମନ୍ଦିରକୁ ଆଣିବା ପାଇଁ ମଦ ଦେଇ ପ୍ରଲୋଭିତ କରିବା ସହ ନ ଶୁଣିଲେ ହତ୍ୟା କରିବାକୁ ବାପାଙ୍କୁ ଧମକ ଦିଆଯାଇଥିଲା। ଏଥିରେ ଭୟଭୀତ ହୋଇ ବାପା ଝିଅଙ୍କୁ ନେଇ ମନ୍ଦିରରେ ପହଁଚିବା ପରେ ସେଠାରେ ନାବାଳିକାଙ୍କୁ…

କୁକୁର ଖାଦ୍ୟ ପ୍ୟାକେଟ୍‌ରୁ ୧.୮୫କୋଟି ବିଦେଶୀ ଗଞ୍ଜେଇ ଜବତ

ଭୁବନେଶ୍ୱର,୧୮।୧୦(ତ୍ରିନାଥ ମହାନ୍ତି): ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ନିଶା ଚାଲାଣକାରୀମାନେ ଏକ ସୁରକ୍ଷିତ ଗଳାବାଟ ବାଛି ନେଇଛନ୍ତି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଥିବା ୪ଜଣ ଯାତ୍ରୀଙ୍କ ବ୍ୟାଗ୍‌ରୁ ୫.୨୯୧ କେଜିର ହାଇଡ୍ରୋପୋନିକ୍‌ ଗଞ୍ଜେଇ କଷ୍ଟମ ଏବଂ ଡିଆର୍‌ଆଇ ବିଭାଗ ଜବତ କରିଛି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?