ମଲମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ବଲାଙ୍ଗୀର, ୧୭/୧୦: ପୁଇଁତଲା ବ୍ଲକ୍ ଅନ୍ତର୍ଗତ ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଲମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ମଲମୁଣ୍ଡା ସିଆରସିସି ପ୍ରମୋଦ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ, ନୀତା ଅମ୍ବାନି କହିଲେ…
ମୁମ୍ବାଇ,୧୭ା୧୦: ଶ୍ରୀଲଙ୍କାର କିମ୍ବଦନ୍ତୀ ମାହେଲା ଜୟବର୍ଦ୍ଧନେ ପାଞ୍ଚ ଥରର ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଦଳର ମୁଖ୍ୟ କୋଚ୍ ପଦରୁ ଶନିବାର ଓହରି ଯାଇଛନ୍ତି। ମୁଖ୍ୟ କୋଚ୍ ଭାବେ ପ୍ରଥମ କାର୍ଯ୍ୟକାଳରେ ଏମ୍ଆଇକୁ ୩ ଟାଇଟଲ ଜିତାଇଥିବା ୪୯ ବର୍ଷୀୟ…
ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ନବରଙ୍ଗପୁର, ୧୭।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରର ର୍ହିଲି ଛକ ନିକଟ ପେଟ୍ରୋଲ ପମ୍ପ ପାଖରୁ ଶନିବାର ଜଣେ ନବଜାତକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ପିଲାଟିକୁ କପଡ଼ାରେ ଗୁଡ଼ାଇ କେହି ରଖି ଦେଇଥିଲେ। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି…
ପ୍ରସିଦ୍ଧ ଶକ୍ତିପୀଠ ମା’ ବୀରସିଂହିରେ ଶାରଦୀୟ ପୂଜା
ଛତ୍ରପୁର,୧୭ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରସିଂହିଠାରେ ୩ ଦିନ ବ୍ୟାପୀ ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ପୂଜକ ପଣ୍ଡିତ ଶ୍ରୀ ନରସିଂହ ଦାଶ ଶର୍ମାଙ୍କ ଦ୍ୱାରା…
କଲେଜ ନିର୍ବାଚନ ପରେ ସୁଜାତାଙ୍କ ବଡ଼ ବୟାନ, ରମାଦେବୀରେ…
ଭୁବନେଶ୍ୱର,୧୭।୧୦: ଭାରତରେ ତ୍ରିରଙ୍ଗା ଉଡ଼ାଇବା ଏକ ଗଣତାନ୍ତ୍ରିକ ଅଧିକାର ଏବଂ ଏହା କୌଣସି ଅପରାଧ ନୁହେଁ ବୋଲି ବିଜୁ ଜନତା ଦଳ (BJD) ନେତ୍ରୀ ସୁଜାତା ରାଉତ ଆଜି ଗଣମାଧ୍ୟମକୁ କହିଛନ୍ତି। ଏହାସହ ସାରା ଭାରତରେ ଚାଲିଥିବା ଅହିଂସା ତଥା ଶାନ୍ତିପୂର୍ଣ୍ଣ…
କୋରମ୍ ନ ଥାଇ ଶିକ୍ଷା କମିଟି ଗଠନକୁ ନେଇ ତୀବ୍ର ବିରୋଧ
କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଉଚ୍ଚ ବିଦ୍ୟା ମନ୍ଦିରର କାର୍ଯ୍ୟକାଳ ସମାପ୍ତି ପରେ ନୂତନ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ କେବଳ ମାତ୍ର ୨୩ ଜଣ…
ହ୍ବାଟ୍ସଆପ୍ରେ ମିଳିବ PFର ପ୍ରତିଟି ଅପଡେଟ୍: EPFO ଆରମ୍ଭ କଲା ନୂଆ ଚ୍ୟାନେଲ୍, ଜାଣନ୍ତୁ କେମିତି ହେବେ ସାମିଲ…
ନୂଆଦିଲ୍ଲୀ, ୧୭ ଅକ୍ଟୋବର: ନିଯୁକ୍ତିପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖବର! ନିଜର ପିଏଫ୍ (PF) ଆକାଉଣ୍ଟ, ପେନ୍ସନ୍ ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଜାଣିବା ପାଇଁ ଆଉ ଭିନ୍ନ ଭିନ୍ନ ପ୍ଲାଟଫର୍ମ ବୁଲିବାକୁ ପଡ଼ିବ ନାହିଁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି…
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା, ଜାଣନ୍ତୁ କେଉଁ କର୍ମଚାରୀଙ୍କୁ ମିଳିବ କେତେ ଟଙ୍କା
ନୂଆଦିଲ୍ଲୀ,୧୭।୧୦: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଯାହାକୁ ଅପେକ୍ଷା କରିଥିଲେ, ତାହାର ଘୋଷଣା ସରକାର କରିଦେଇଛନ୍ତି। କେନ୍ଦ୍ର ସରକାର ବର୍ଷ ୨୦୨୫-୨୬ ପାଇଁ ଆଡ-ହକ ବୋନସ (ଦିୱାଲୀ ବୋନସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଆନୁଷ୍ଠାନିକ…
ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଚାଣକ୍ୟଙ୍କ ଏହି ୩ କଥା, ବଦଳାଇଦେବ ପୂରା ଜୀବନ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏକ ସଫଳ ଜୀବନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରେ। ଚାଣକ୍ୟଙ୍କ ଅନୁସାରେ, ସଫଳତା ଏବଂ ସଠିକ ଦିଗ ପାଇଁ ତିନୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଶୃଙ୍ଖଳା: ପ୍ରଥମତଃ ଶୃଙ୍ଖଳା।…
ଯୋଦ୍ଧା ଅବତାରରେ ସାଇ ପଲ୍ଲବୀ
ମୁମ୍ବାଇ: ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ମହାଗାଥା ‘ରାମାୟଣ: ରାଇଜ ଅଫ ଏ ଲିଜେଣ୍ଡ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ…
ବନ୍ଧୁକ ଦେଖାଇ ୪୫ ହଜାର ଟଙ୍କା ଲୁଟ୍, ଛାନ୍ଭିନ୍
ଖଇରା, ୧୭/୧୦ (ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତର ବଡ଼ବାହାଦୁଲପୁର ଗ୍ରାମର ସନ୍ତୋଷ ଗାହାଣ ବନ୍ଧୁକ ମୁନରେ ଲୁଟ୍ର ଶିକାର ହୋଇଛନ୍ତି। ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ…
ଆଜି ରାତି ୮ଟାରେ ଶୁଭ ସମୟ, ତ୍ରିଗ୍ରହୀ ଯୋଗରେ ମାଲାମାଲ୍ ହେବେ ୩ ରାଶି, ପୁଳାପୁଳା ମିଳିବ ଟଙ୍କା
ତୁଳା ରାଶିରେ ପୂର୍ୱରୁ ହିଁ ବୁଧ ଏବଂ ଶୁକ୍ର ଗ୍ରହ ବିଦ୍ୟମାନ ଅଛନ୍ତି। ଏପରି ସ୍ଥିତିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି (ସଂଯୋଗ) ସୃଷ୍ଟି ହେବ। ଏହି ତିନୋଟି ଗ୍ରହଙ୍କ ଯୁତି ଯୋଗୁଁ ତ୍ରିଗ୍ରହୀ ଯୋଗ ର୍ନିମାଣ ହେବ। ଏହାର…

