Home Left

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୭୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୦୦ ରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି।…

ଭାରତୀୟ କ୍ରିକେଟ୍‌ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା

ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ରୋହିତ ଶର୍ମା ନିଜ…

ବାବୁଲ ସୁପ୍ରିୟୋଙ୍କୁ ମନାଇବାକୁ ଚାଲିଛି ଉଦ୍ୟମ!

ନୂଆଦିଲ୍ଲୀ,୧ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ଥିବା ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ । ଏବେ କିନ୍ତୁ ଦଳ ପକ୍ଷରୁ ତାଙ୍କୁ ମନାଇବା ଉଦ୍ୟମ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡିଛି…

କଏନ୍‌-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…

ବର୍ଲିନ୍‌,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ…

ଯୋଗୀ ସଫଳ ମୁଖ୍ୟମନ୍ତ୍ରୀ: ଶାହା

ଲକ୍ଷ୍ନୌ,୧ ।୮: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଫରେନସିକ୍ ସାଇନ୍ସ ଇନଷ୍ଟିଚ୍ୟୁଟର ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ୪ ବର୍ଷ ଶାସନ ମଧ୍ୟରେ ଉତ୍ତର ପ୍ରଦେଶରେ ରାମ ରାଜ୍ୟ ହୋଇଛି ।…

ହସ୍ପିଟାଲ ବାହାରେ ନଜର ଆସିଲେ ଦୀପିକା: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରାୟତଃ କିଛି ନା କିଛି ଘଟଣା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଯିଏ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିଛନ୍ତି । ତେବେ ବିବାହ ପରେ, ଏହା ଏକ…

କଂଗ୍ରେସକୁ ଝଟ୍‌କା: ମଣିପୁରର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧ ।୮: ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍‌ପିସିସି)ର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥଉଜମ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହାପରେ…

ପ୍ରଥମ ଦରମାରେ ସାଙ୍ଗକୁ ସାହାଯ୍ୟ କରିଥିଲି: କବି ସୁଶାନ୍ତ ଦାସ

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡଳ ଗ୍ରାମରେ ୧୯୭୫ ମସିହାରେ। ପିତା ପ୍ରଫୁଲ୍ଲ କୁମାର ଦାସ, ମାତା ମେନକା ଦାସ ଓ ଆମ ଚାରି ଭାଇଭଉଣୀକୁ ନେଇ ହସଖୁସିର ପରିବାର। ଆଧୁନିକ ଚାକଚକ୍ୟଠୁ ଖୁବ୍‌ ଦୂରରେ, ଏକ ସରଳ ଗ୍ରାମ୍ୟ ଜୀବନ…

ଲଣ୍ଡନରେ ଲଞ୍ଚ ଡେଟ୍‌ ଉପଭୋଗ କରୁଛନ୍ତି ବିରାଟ-ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଇଂଲଣ୍ଡରେ ଯାଇଛନ୍ତି। ଅନୁଷ୍କା ସେଠାରୁ ଅନେକ କିଛି ଫଟୋ ଶେୟାର କରିଛନ୍ତି। ଅନୁଷ୍କା…

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହି, ଦେହ ଧରି କିଏ ପାରିବ ସହି

ବନ୍ଧୁତ୍ୱ ଏକ ମିଠା ଅନୁଭବର କଥା। ଆତ୍ମୀୟତାର କଥା। ବନ୍ଧୁତ୍ୱ ସାହସ ଦିଏ, ବନ୍ଧୁତ୍ୱ ଜୀବନକୁ ସଜାଡ଼ି ଦିଏ। କେବେ କାହା ସହିତ କେତେବେଳେ ମଣିଷ ବନ୍ଧୁତ୍ୱ ସୂତ୍ରରେ ଯୋଡ଼ି ହୁଏ ତା’ର କ’ଣ କିଛି ହିସାବ ଥାଏ ? ଟିକିଏ…

ଏରିଆ କମାଣ୍ଡର ମାଓବାଦୀଙ୍କ ଆତ୍ମସମର୍ପଣ

ବଲାଙ୍ଗୀର ଅଫିସ,୧ା୮: କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ୍ (୨୩) ବଲାଙ୍ଗୀର ଏସ୍‌ପି ଅଫିସରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ…

କରୋନାରୁ ସୁସ୍ଥ ହେବାର ୬ ମାସ ପରେ ବି ଗନ୍ଧ କି ସ୍ବାଦ ବାରି ପାରୁନାହାନ୍ତି ଏହି ଯୁବତୀ

ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏହି ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ଅନେକ ଲୋକ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri