Home Left

ବନ୍ଧୁ ପାଇଁ ଦିନଟିଏ…

ଭୁବନେଶ୍ୱର,୧।୮(ବ୍ୟୁରୋ)- ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ସୁଖ, ଦୁଃଖ ଭଲମନ୍ଦ ସବୁଥିରେ ପାଖରେ ଛିଡ଼ା ହେଉଥିବା ବ୍ୟକ୍ତି ଜଣଙ୍କ ହେଉଛି ପ୍ରକୃତ ବନ୍ଧୁ। ବନ୍ଧୁତାର ପରିଭାଷା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଏହା ଏପରି ଏକ…

୩ରୁ ପୁଣି ବର୍ଷା

ଭୁବନେଶ୍ୱର, ୧।୮(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି। ଆସନ୍ତା ୨ ଦିନରେ ଏହା ଉତ୍ତର ପ୍ରଦେଶ ଆଡ଼କୁ ଗତି କରି କ୍ରମଶଃ ଦୁର୍ବଳ ହୋଇଯିବ। ଫଳରେ ଓଡ଼ିଶାରେ…

ରାଜଧାନୀରେ ଟିକାକରଣ: ୧୦୦% ଦାବିକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୮ (ବ୍ୟୁରୋ): ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତେବେ ବିଏମ୍‌ସିର ଏହି ଶତପ୍ରତିଶତ…

କାନ୍ଧାହାର ବିମାନ ବନ୍ଦର ଉପରେ ରକେଟ ମାଡ଼…

କାବୁଲ,୧।୮: ଆଫଗାନିସ୍ତାନରେ ସରକାରୀ ସୈନ୍ୟ ବାହିନୀ ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି। କାନ୍ଧାହାର ବିମାନବନ୍ଦର ଉପରେ ରକେଟ ମାଡ଼ କରାଯାଇଥିବା ସ୍ଥାନୀୟ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ବନ୍ଦର ଉପରେ ୩ଟି…

ଆଉ ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣ କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ ବୃଦ୍ଧି…

ଏହି ୩ ରାଶିର ଯୁବକ ହୋଇଥାନ୍ତି ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ ରାଶିର ନିଜର ସ୍ବାମୀ ଗ୍ରହ ରହିଛି। ଆଜି ଆମେ ଏପରି ୩ ରାଶି ବିଷୟରେ…

ରଶଦ୍‌ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରାଷ୍ଟ୍ରଦୂତ ମନୋନୀତ

ଓ୍ବାଶିଂଟନ୍‌, ୧ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଶଦ୍‌ ହୁସେନଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମ୍ବାସଡର-ଆଟ୍‌-ଲାର୍ଜ ମନୋନୀତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ରଶଦ ପ୍ରଥମ ମୁସଲମାନ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି।…

ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ

ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍‌ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା ପଣବନ୍ଦୀ ରଖିଥିଲେ। ସେମାନେ ଷ୍ଟେଶନ ବିଲ୍ଡିଂକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ମାଓବାଦୀ ପ୍ରବଣ ଜାମୁଇ…

ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ

ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ସେହି ରାସ୍ତା ଦେଇ ଟ୍ରାଫିକ୍‌ ପୋଲିସ ଚଳାଚଳ…

ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ

ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ। ଅଗଷ୍ଟ ୧୫ ଉପଲକ୍ଷେ ନାଟକ ପାଇଁ ରିହର୍ସଲ କରିବା ସମୟରେ ଉତ୍ତରପ୍ରଦେଶ ବଦାୟୁଁ ବାବତ…

ଏମିତି ଦେଶ, ଯେଉଁଠି ୩୦ ସେକେଣ୍ଡ୍‌ରୁ ଅଧିକ ବିଳମ୍ବ ହୁଏନି ଟ୍ରେନ୍‌

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶରେ ନୀତି ନିୟମ ଭିନ୍ନ ଭିନ୍ନ। ଏମିତି ଏକ ଦେଶ ହେଉଛି ଜାପାନ। ନିଜର ସଂସ୍କୃତିଠାରୁ ଆରମ୍ଭ କରି ଖାଇବା, ପିଇବା, ଟେକ୍ନୋଲୋଜିକୁ ନେଇ ସାରା ଦୁନିଆରେ ବେଶ୍‌ ପରିଚିତ ଏହି ଦେଶ। ଜାପାନ…

ଶିଳ୍ପାଙ୍କ ବିବାଦ ହିଷ୍ଟ୍ରି: କେବଳ ସ୍ବାମୀଙ୍କ ପାଇଁ ନୁହେଁ ପୂର୍ବରୁ ବି ଚୁମ୍ବନ, ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ଥିଲେ ଚର୍ଚ୍ଚାରେ….

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ କେବଳ ସ୍ବାମୀଙ୍କ ଅଶ୍ଳୀଳତା ମାମଲାରେ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ ପୂର୍ବରୁ ଶିଳ୍ପା ଅନେକ ଥର ବିବାଦରେ ଫସିଛନ୍ତି। କୁହାଯାଏ ଶିଳ୍ପା ଏବଂ ବିବାଦ ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କେତେବେଳେ ତାଙ୍କର ବିବାଦୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri