Home Left

ବୁଧବାର ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର ୩ ଦିନିଆ ଓଡ଼ିଶା ଆସିବେ। ତେବେ କାଲି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହେବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ। ବୈଠକରେ ରାଜ୍ୟ…

ପାଳଙ୍ଗ ତଡ଼କା

ରୋଷେଇ ସାମଗ୍ରୀ:-ପାଳଙ୍ଗ ଶାଗ- ୧ବିଡା, ବିରି ଡାଲି- ୧୦୦ଗ୍ରାମ୍‌, ଆଳୁ- ୨ଟି, ରସୁଣ- ୪କୋଲା, ଶୁଖିଲା ଲଙ୍କା- ୪ଟି, ଚାଟ୍‌ ମସଲା- ୧ଚାମଚ, ତେଲ- ୨ଚାମଚ, ଲୁଣ ଓ ହଳଦୀ ସ୍ବାଦ ଅନୁସାରେ। ପ୍ରଣାଳୀ:-ପ୍ରଥମେ ବିରି ଡାଲିକୁ ଭାଜି ପାଣି, ଲୁଣ,…

ଫ୍ଲୋରାଲ୍‌ ଆଉଟ୍‌ ଫିଟ୍‌

ଯେକୌଣସି ସିଜନ୍‌ରେ ବି ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ ଏଭରଗ୍ରୀନ ଲୁକ୍‌ ଦେଇଥାଏ। ପ୍ରତିଟି ଇଭେଣ୍ଟରେ ଏହାକୁ କ୍ୟାରି କରିବା ସହଜ । ଏଥିପାଇଁ ତ ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର ଚାହିଦା ଏବେ ବଢ଼ିବାରେ ଲାଗିଛି… ବଜାରରେ ଏବେ ଫ୍ଲୋରାଲ ବ୍ଲାଉଜ୍‌ର ଚାହିଦା ଅଧିକ। ଏହାକୁ…

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୭୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୪ ଜଣ ଲୋକାଲ…

ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ। ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ… କଦଳୀ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଶୀତ…

ହରନାଜ୍‌ ପିନ୍ଧିଥିବା ମୁକୁଟର ଦାମ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୪।୧୨:ଭାରତର ହରନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ର ମୁକୁଟ ଜିତିଛନ୍ତି। ୨ଲାମିଟ ବର୍ଷ ବୟସରେ ହରନାଜ୍‌ ଟାଇଟେଲ୍‌ ହାତେଇଛନ୍ତି। ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ରେ ଇସ୍ରାଏଲରେ ହୋଇଥିଲା। ତୃତୀୟ ଥର ପାଇଁ ମିସ ୟୁନିଭର୍ସ…

ଅନ୍‌ଲାଇନ ଗେମ ହେଲା କାଳ; ସାନ ଭାଇଙ୍କୁ ହତ୍ୟା କଲେ ବଡ ଭାଇ

ଜୟପୁର,୧୪।୧୨: ଅନ୍‌ଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ହତ୍ୟା କରିଛି। ରାଜସ୍ଥାନର ନାଗୁର ଜିଲା ଲାଡନୁରେ ଏଭଳି ଘଟଣା ଘଟିଛି। ହତ୍ୟା କରିବା ପରେ ସେ ମୃତଦେହକୁ ନିକଟସ୍ଥ ପଡିଆରେ ପୋତି…

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା: ସୁନାମୀ ଚେତାବନୀ ଜାରି

ଜାକର୍ତ୍ତା,୧୪।୧୨: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ୭.୭ ତୀବ୍ରତା ରହିଛି। ଭୂକମ୍ପ ଝଟ୍‌କା ପରେ ସହରରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଭୋର ପ୍ରାୟ ୩:୨୦ରେ ମୌମେର…

ସହଜରେ ଛଡ଼ାନ୍ତୁ ଟାଟୁ ଦାଗ

ଟେମ୍ପରାରୀ ଟାଟୁ ସାଧାରଣତଃ କିଛି ଦିନ ପରେ ଆପେ ଆପେ ଛାଡ଼ି ଯାଇଥାଏ। କିନ୍ତୁ ଏହାକୁ ଅତିଶୀଘ୍ର ଛଡ଼ାଇବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ବଡି ସ୍କ୍ରବ ମାଧ୍ୟମରେ ଟେମ୍ପରାରୀ ଟାଟୁକୁ ସହଜରେ ଛଡାଇ ହେବ। ତେଣୁ…

ପିକ୍‌ନିକ୍‌ ଟାଇମ୍‌

ଫ୍ୟାମିଲି ପିକ୍‌ନିକ୍‌। ମାନେ ଖୁସି, ମଜା, ମସ୍ତି। ଧରାବନ୍ଧା ନିୟମରୁ ବାହାରି ଭିନ୍ନ ଏକ ପରିବେଶରେ କିଛି ମୁହୂର୍ତ୍ତ। ଯାହା ସମସ୍ତଙ୍କ ପାଇଁ ଏକ ସୁନ୍ଦର ଅବସର। ହେଲେ ପିକ୍‌ନିକ୍‌ର ପ୍ରକୃତ ମଜା ନେବା ପାଇଁ ଯିବା ପୂର୍ବରୁ ଠିକ୍‌ ଭାବରେ…

ବିଶ୍ୱରେକର୍ଡ କଲେ ଏହି କ୍ରିକେଟର୍‌

କରାଚି,୧୪।୧୨: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ରିଜୱାନ ମଧ୍ୟ ଟି -୨୦ ବିଶ୍ୱକପ ୨୦୨୧ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ସୋମବାର ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ…

ପେଗାସସ୍‌ ବନ୍ଦ କରିବାକୁ ଯୋଜନା…

ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍‌ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର ଯୋଗୁ ବିପଦରେ ଥିବା ଏହି କମ୍ପାନୀ ଏକ ଭିନ୍ନ ବିକଳ୍ପ ଖୋଜୁଛି ବୋଲି କୁହାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?