Home Left

କାଦୁଅରେ ଫସିଲା ଆମ୍ବୁଲାନ୍ସ

ପାଟଣା, ୧।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଧୀନ ବାଲିବନ୍ଧ ଗ୍ରାମ ରାସ୍ତା ଶୋଚନୀୟ ଯୋଗୁ ରବିବାର ଏକ ଆମ୍ବୁଲାନ୍ସ କାଦୁଅରେ ଫସିି ରହିଥିଲା। ଫଳରେ ରୋଗୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସୂଚନା ଅନୁଯାୟୀ, ବାଲିବନ୍ଧ ଗ୍ରାମର…

ପଲିଥିନରୁ ବାହାରୁଥିଲା ପଚା ଦୁର୍ଗନ୍ଧ, ଲୋକେ ଡକାଇଲେ ପୋଲିସ

ବାସୁଦେବପୁର,୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ଭୈରବପୁର ଛକ ନିକଟସ୍ଥ ରାସ୍ତାପାର୍ଶ୍ୱରେ ପଡିରହିଥିଲା ପଲିଥିନ ଭିତରେ ଏକ ମୃତଦେହ। ଏଥିରୁ ବାହାରୁଥିଲା ପଚା ଦୁର୍ଗନ୍ଧ। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼। ପଲିଥିନ…

ପାର୍କିଂ ଫି ନ ଦେବାରୁ ପୋଲିସକୁ ମାଡ଼

ଭୋପାଳ,୧।୮: ପାର୍କିଂ ଫି ନ ଦେବାରୁ ଦୁଇ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ପାର୍କିଂ କଣ୍ଟ୍ରାକ୍ଟର ଓ ତାଙ୍କ ସହଯୋଗୀମାନେ। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ରାତଲାମ ରେଲଓ୍ବେ ଷ୍ଟେଶନ ବାହାରେ। ଆତଙ୍କବାଦୀ ନିରୋଧି ସ୍କ୍ବାଡର ଦୁଇ ସଦସ୍ୟଙ୍କୁ ଆକ୍ରମଣର ସମ୍ପୂର୍ଣ୍ଣ…

ଘାଇ ପଛର କାରଣ ଜାଣିବା ପାଇଁ ଆରମ୍ଭ ହେଲା ତନାଘନା

ଭବାନୀପାଟଣା/କୋକସରା,୧ା୮(ସ୍ବ.ପ୍ର/ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ରବିବାର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କ ସମେତ ଇନ୍ଦ୍ରାବତୀ ଓ ଏଲ୍‌ଏଣ୍ଡଟି ଠିକା…

ଅଲିମ୍ପିକ୍‌ ରିଙ୍ଗରେ ଅନଶନ

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସରେ ରବିବାର ଆୟୋଜିତ ଏକ ସୁପର ହେବିଓ୍ବେଟ ବକ୍ସିଂ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଣିଶୁଣି ମୁଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଆଘାତ ଦେବା କାରଣରୁ ଫ୍ରାନ୍ସ ବକ୍ସର ମୌରାଦ ଆଲିଭଙ୍କୁ ରେଫରି ଡିସ୍‌କ୍ୱାଲିଫାଏ ଘୋଷଣା କରିଥିଲେ। ରେଫରିଙ୍କ…

ଦିଲ୍ଲୀ ଉପରେ ବନ୍ୟା ସଙ୍କଟ

ନୂଆଦିଲ୍ଲୀ,୧।୮: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଯମୁନାରେ ବିପଦ ସଂକେତ ୨୦୫.୩୩ ମିଟର ଥିବା ବେଳେ ରବିବାର ପୂର୍ବାହ୍ନ ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି।…

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଚାମ୍ପିଅନ ଷଷ୍ଠ ସିଡ୍‌ ପିଭି ସିନ୍ଧୁ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟୋକିଓରେ ଚାଇନାର ଅଷ୍ଟମ ସିଡ୍‌ ହେ ବିଙ୍ଗ…

ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ ଯୋଗେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏକ ଟୁଇଟର ଉତ୍ତରରେ ସେ ଏହି ଟୁଇଟ କରିଛନ୍ତି।…

୨୦୨୨ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଅମିତ ଶାହା

ଲକ୍ଷ୍ନୌ,୧।୮: ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଅମିତ ଶାହା ମିର୍ଜାପୁରରେ କରିଡରର ଶିଳାନ୍ୟାସ କରିଛନ୍ତି। ଏହା ପରେ ଅମିତ ଶାହା…

ବନ୍ଧୁତ୍ୱ ଦିବସରେ ମୋଦିଙ୍କ ପାଇଁ ଏମିତି ପୋଷ୍ଟ କଲେ ରାହୁଲ

ନୂଆଦିଲ୍ଲୀ,୧।୮: ବନ୍ଧୁତ୍ୱ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ ରାହୁଲ ମୋଦି ସରକାରଙ୍କ ବ୍ୟବସାୟୀ ସମ୍ପର୍କକୁ ଟାର୍ଗେଟ କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସାୟୀ…

୪୯ ବର୍ଷରେ ପ୍ରଥମ ଥର

ଟୋକିଓ,୧।୮: ୪୯ ବର୍ଷରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ। ରବିବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଟିମ୍‌ ଇଣ୍ଡିଆ ୩-୧ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ଏହି ସଫଳତା ହାସଲ କରିଛି। ଭାରତ…

ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ସୌମ୍ୟଙ୍କ ମୃତ୍ୟୁ ପଛର ରହସ୍ୟ

ସୋର,୧।୮: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସର ତଦନ୍ତକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ତଦନ୍ତ ଉପରୁ ଭରସା ତୁଟି ଗଲାଣି । ଘଟଣାକୁ ୨୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri