Posted inଜାତୀୟ

ଗୃହରେ ଖୁସି ନାହାନ୍ତି ବାଚସ୍ପତି

ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ଏ ବିଷୟରେ କହିଛନ୍ତି ଯେ, ମନ୍ତ୍ରୀମାନେ ଲୋକ ସଭାରୁ ସେମାନଙ୍କ କାର୍ଯ୍ୟାଳୟ ଚଳାଇବା ଉଚିତ୍‌ ନୁହେଁ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଜଣେ ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ସଦସ୍ୟ ଜଣଙ୍କ ପ୍ରଶ୍ନକାଳ ଶେଷ ହେବା ପରେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସିଂଙ୍କ ଆସନ ନିକଟକୁ ଆସିଥିଲେ।
ଏହା ଦେଖି ବାଚସ୍ପତି ଦୁହିଁଙ୍କ ବାର୍ତ୍ତାଳାପରେ ହସ୍ତକ୍ଷେପ କରି କହିଥିଲେ, ମାନ୍ୟବର ସଦସ୍ୟ, ମନ୍ତ୍ରୀମାନେ ଏଠାରୁ ନିଜ କାର୍ଯ୍ୟାଳୟ ଚଳାଇବା ଉଚିତ୍‌ ନୁହେଁ। ସେ ସଦସ୍ୟମାନଙ୍କୁ ଗୃହର ସମ୍ମାନ ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ବାଚସ୍ପତି ପ୍ରଶ୍ନ କାଳ ଶେଷ ଘୋଷଣା ପରେ ମଧ୍ୟ ଏକ ପ୍ରଶ୍ନର ଉତ୍ତର ଜାରି ରଖିଥିବାରୁ କେନ୍ଦ୍ର ମନ୍ତ୍ରୀ କୈଳାଶ ଚୌଧୁରୀଙ୍କୁ ମଧ୍ୟ ତାଗିଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ସିଏଏ ବିରୋଧରେ ପାସ୍‌ ହେଲା ପ୍ରସ୍ତାବ

କୋଲକାତା,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍‌ ହୋଇଛି। ଏଭଳି ବିରୋଧକୁ ନେଇ ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ...

ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା

ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର...

ଶିବ କୁମାରଙ୍କ ଗିରଫ ନେଇ କର୍ନାଟକରେ ହିଂସାକାଣ୍ଡ: ଜଳିଲା ୨ ବସ୍‌, ସ୍କୁଲ-କଲେଜ ବନ୍ଦ

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାରଙ୍କ ଗିରଫ ପରେ ସ୍ଥିତି ଅଣାୟତ୍ତ ହୋଇଛି। ଏଠାରେ କଂଗ୍ରେସ ସମର୍ଥକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ରାମନଗରରେ...

ସିଏଏ ହିଂସା: ଶିଲଂରେ କର୍ଫ୍ୟୁ, ୬ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶିଲଂ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ସମର୍ଥନ ମଧ୍ୟ କରାଯାଉଛି। ଶନିବାର ମେଘାଳୟରେ...

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର

ପୁଣେ,୪।୧୨: ମହାରାଷ୍ଟ୍ରର ସୋଲାପୁର ଜିଲା ପରିଷଦ ବିଦ୍ୟାଳୟର ଜଣେ ପ୍ରାଥମିକ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର ମିଳିଛି। ଶିକ୍ଷକ ରଞ୍ଜିତ ସିଂ ଡିସଲେ ଗ୍ଲୋବାଲ...

ମନ୍ଦିରର ମାଲିକ କିଏ, ଭଗବାନ ନା ପୁରୋହିତ, ଏସ୍‌ସିଙ୍କ ଫଇସଲା…

ନୂଆଦିଲ୍ଲୀ,୭।୯: ମନ୍ଦିରରେ ପ୍ରତିଷ୍ଠିତ ଦେବତା ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ। ପୁରୋହିତ କେବଳ ପୂଜା କରିବା ଏବଂ ଦେବତାଙ୍କର ସମ୍ପତ୍ତିର ଜଗାରଖା...

ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଗରେ, ଶିଗଗାଓଁ ହଟ ସିଟ୍‌ରେ କଂଗ୍ରେସ କେତେ ଭୋଟ ପଛରେ ଅଛି ଜାଣନ୍ତୁ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣନା ଚାଲିଛି। କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଥିବାବେଳେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ...

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ...

Advertisement
Archives

Model This Week