ରିଲିଜ୍ ପୂର୍ବରୁ ଅଡୁଆରେ ‘ପୁଷ୍ପା’!

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଇଛି କି ମେକର୍ସଙ୍କ ଯୋଗୁ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଜନ ସାଧାରଣ ବି କହିଛନ୍ତି ଫିଲ୍ମ ରିଲିଜ୍ ହେଲେ ଅସୁବିଧା ଉପୁଜିପାରେ ।
ସୂଚନାଯୋଗ୍ୟ, ରବିବାର ଫିଲ୍ମର ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ପାଇଁ ନିର୍ମାତା କେବଳ ୫ହଜାର ଲୋକଙ୍କୁ ଅନୁମତି ଦେଇଥିଲେ । ହେଲେ ପୋଲିସ ଅଭିଯୋଗ କରିଛି କି ମେକର୍ସ ପ୍ରି-ରିଲିଜ କାର୍ଯ୍ୟକ୍ରମ ପାଇଁ ୧୫ ହଜାରରୁ ଅଧିକ ପାସ୍ ବାଣ୍ଟିଥିଲେ । ଏହାଦ୍ୱାରା କରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି । ତେଣୁ କୁହାଯାଇଛି କି ମେକର୍ସଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଆଗକୁ ଫିଲ୍ମ ରିଲିଜ୍ ହେଲେ ଏହି ଅସୁବିଧା ଦେଖାଯିବା ସହ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ରିଲିଜ୍‌ ହେବ ‘ଆଚାର୍ଯ୍ୟ’!

ସାଉଥ୍‌ ଅଭିନେତା ଚିରଞ୍ଜୀବୀ ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ‘ଆଚାର୍ଯ୍ୟ’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମଟି ଆଗାମୀ କିଛି ସପ୍ତାହ ମଧ୍ୟରେ...

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ...

ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର...

ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ...

କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’...

ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ...

ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା ।...

ବୋଲ୍ଡ ଫଟୋ ଶେୟାର କଲେ କାଜଲଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନିସା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ...

Advertisement
Archives

Model This Week