ମିଳିଲା ଜାମିନ, ହେଲେ ଜେଲ୍ରେ ମୁକୁଳି ପାରିବେନି
କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ତିନୋଟି ପୃଥକ…
ଆସନ୍ତା ୪ରୁ ଚିଲିକାରେ ପକ୍ଷୀ ଗଣନା
ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ୪ ତାରିଖରୁ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଗଣନା କାର୍ଯ୍ୟରେ ମୋଟ…
ବିରଳ ଜୀବ: ଯାହାର ଅଛି ୧୩୦୬ ଗୋଡ଼, ୨୦୦ ଫୁଟ ଗଭୀରରେ ବାସ କରେ
ଦୁନିଆରେ ଅନେକ ବିରଳ ଜୀବ ଅଛନ୍ତି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି। ବର୍ତ୍ତମାନ ଏମିତି ଏକ ଜୀବର ସନ୍ଧାନ ମିଳିଛି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଜୀବଟିର ୧୩୦୬ଟି ଗୋଡ଼ ରହିଛି। ଯାହା ୨୦୦ ଫୁଟ…
ବୋଲ୍ଡ ଲୁକ୍ରେ ନଜର ଆସିଲେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ
ବମ୍ବେ: ଚର୍ଚ୍ଚାରେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା। ବମ୍ବେର ରାସ୍ତାରେ ଗୋଲାପୀ ରଙ୍ଗର ହଟ୍ ପୋଷାକ ପିନ୍ଧିଥିବା ନଜର ଆସିଥିଲେ ସେ। ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି। ସାକ୍ଷୀ ଓ୍ବାନ୍ ସୋଲ୍ଡର ଷ୍ଟ୍ରେଟ୍ ଟପ୍ ସହ ଥାଇ…
ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦି: ଡବଲ ଇଞ୍ଜିନ ସରକାରଙ୍କର ବିକାଶ ଉପରେ ଧ୍ୟାନ
ଶାହାଜହନପୁର,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ଶାହଜହାନପୁରରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବା ଏହା ୬ ଲେନ ବିଶିଷ୍ଟ ହେବ । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ଅବସରରେ…
୭ କୋଟିର ସାଇବର ଠକେଇ
ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ବର୍ଷକ ମଧ୍ୟରେ ସାଇବର ଲୁଟେରା ପ୍ରାୟ ୭ କୋଟି ଟଙ୍କା ଲୁଟିଛନ୍ତି। ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ମଧ୍ୟରୁ ଗୋଲଡେନ୍ ପିରିୟଡ଼ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧…
କୋହଲିଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୮।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳିବ ଭାରତ। ଏହି ଗସ୍ତରେ ଟେଷ୍ଟ ଦଳର ନେତୃତ୍ୱ ନେବେ ବିରାଟ କୋହଲି। ଏଥିସହ ଟି-୨୦ ଫର୍ମାଟର ପରିଚାଳନା କରିବେ ରୋହିତ ଶର୍ମା। ଏହି ଗସ୍ତ ପୂର୍ବରୁ…
କରାଚିରେ ବଡ ଧରଣର ବିସ୍ଫୋରଣ: ୧୦ ମୃତ, ଆହତଙ୍କ ମଧ୍ୟରେ ୪ ଗୁରୁତର
କରାଚି,୧୮ ।୧୨: ପାକିସ୍ତାନ କରାଚିରେ ଶେରଶାହ ପାରାଚା ଚୌକ ଅଞ୍ଚଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଶନିବାର ଦ୍ୱିପ୍ରହରରେ ଏକ ଅଟ୍ଟାଳିକାରେ ହୋଇଥିବା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକେ…
ଟିଭି ଦେଖୁଥିଲା ବିଲେଇ, ସାମ୍ନାରେ ଚଢ଼େଇ ଦେଖି କଲା ଏମିତି; ଭିଡିଓ ଦେଖିଲେ…
ଅନେକ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ବିଲେଇଟି…
ଟୁଇଟ୍ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…
ନୂଆଦିଲ୍ଲୀ,୧୮।୧୧: ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ ରୋହିତଙ୍କୁ…
ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା
ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ କରୀନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ…
ଆମେ କେବେ ବାହା ହେବା?
ମୁମ୍ବାଇ: ଯେବେ ବି-ଟାଉନ୍ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ ଆସିଥାଏ। ଗତ ବର୍ଷ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର…

