ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା

ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ପୁଅ ତୈମୁର ଏବଂ ଜେହ୍‌ଙ୍କୁ ମନେ ପକାଇଛନ୍ତି।

କରୀନା ଇନ୍‌ଷ୍ଟାଗ୍ରାମରେ କ୍ୟାପଶନ ଲେଖିଛନ୍ତି, କରୋନାକୁ ମୁଁ ଘୃଣା କରେ। କରୋନା ଯୋଗୁ ମୁଁ ପିଲାମାନଙ୍କଠାରୁ ଦୂରେଇ ରହୁଛି। କିନ୍ତୁ ସୁସ୍ଥ ହେବା ପରେ ମୁଁ ଶୀଘ୍ର ଫେରି ଆସିବି।

ସ୍ମରଣଯୋଗ୍ୟ, ଗତ ୮ ତାରିଖରେ କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ପାର୍ଟି ପରେ ଅଭିନେତା ସୋହେଲ ଖାନ୍‌ଙ୍କ ସ୍ତ୍ରୀ ସୀମା ଖାନ୍‌ ପ୍ରଥମେ କରୋନା ପଜିଟିଭ୍‌ ବୋଲି ଜଣାପଡିଛି। ଏହା ପରେ କରୀନା, ଅମୃତା ଆରୋରା, ମହୀପ କପୁର ମଧ୍ୟ କରୋନା ପରୀକ୍ଷା କରାଇଥିଲେ। ସେମାନଙ୍କର ମଧ୍ୟ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏହା ପରେ ବିଏମ୍‌ସି ସମସ୍ତଙ୍କ ଘରକୁ ସିଲ୍‌ କରି ସାନିଟାଇଜ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ମା’ଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ

ବମ୍ବେ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା। ଏକ ଠକେଇ ମାମଲାରେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଛି। ପୂର୍ବରୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌(ଅନ୍ଧେରୀ...

କରୀନା କପୁରଙ୍କ ଉପରକୁ କଫି ମଗ୍‌ ଫୋପାଡିଲେ ଏହି ଅଭିନେତା, ଆଉ ତା’ପରେ

ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର...

ପ୍ରେମ କରୁଛି ମାନେ ତୁମ ସହ ତୁମ ଅତୀତ ବି ମୋର…

ବମ୍ବେ: ମଡେଲିଂ ହେଉ ଅଥବା ଫିଟନେସ୍‌, ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଦେଇ ଆସୁଛନ୍ତି ଅଭିନେତା ମିଲିନ୍ଦ ସୋମେନ। ଆଜି ଅର୍ଥାତ ନଭେମ୍ବର ୪ରେ ସେ ନିଜର...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ଏହି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଅମୀରଙ୍କ ଝିଅ ଇରା

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଏହି...

ରାଜସ୍ଥାନର ସୁମନ ରାଓ ପିନ୍ଧିଲେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ

ମୁମ୍ବାଇ,୧୬।୬: ଚଳିତ ବର୍ଷର ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ବିଜୟିନୀ ହୋଇଛନ୍ତି ରାଜସ୍ଥାନର ସୁମର ରାଓ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ...

ଉର୍ମିଳା କିଣିଲେ ୩ କୋଟି ଟଙ୍କାର ଅଫିସ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା...

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ...

Advertisement
Archives

Model This Week