‘ରାୱଡି ରାଠୋର’ ସିକ୍ୱିଏଲ ସହ ଫେରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରହିଟ୍ ମୁଭି ମଧ୍ୟରେ ଅନ୍ୟତମ ହେଉଛି ‘ରାୱଠି ରାଠୋର’ । ୨୦୧୨ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ ବି କରିଥିଲା । ପ୍ରଭୁ ଦେବା ଏହାର ନିର୍ଦ୍ଦେଶକ ଥିବା ବେଳେ ସଞ୍ଜୟ ଲିଲା ଭଂସାଲି ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ । ଏହାର ସିକ୍ୱିଏଲ ପାଇଁ ଯୋଜନା କରାଯାଇଛି । ଏଥର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଳଙ୍କ ପିତା କେଭି ବିଜେନ୍ଦ୍ର ପ୍ରସାଦ ‘ରାୱଡି ରାଠୋର ୨’ର ସ୍କ୍ରିପ୍ଟ କାମ ଆରମ୍ଭ କଲେଣି । ବିଜେନ୍ଦ୍ର ପ୍ରସାଦ ନିଜେ ଏହି ସୂଚନା ଦେଇଛନ୍ତି । ତେବେ ୨୦୨୦ରୁ ଏହି ସିକ୍ୟୁଏଲ ଫିଲ୍ମ ନିର୍ମାଣ କରିବାର ଯୋଜନା ଥିବା କୋ-ପ୍ରଡ୍ୟୁସର ରବିନା ଖାଁ ଘୋଷଣା କରିଥିଲେ । ହେଲେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସମ୍ପୂର୍ଣ୍ଣ କରାଯାଇ ପାରି ନ ଥିଲା । ଏହି ସିକ୍ୟୁଏଲ ମୁଭିରେ ବଲିଉଡ୍ ସୁପିଷ୍ଟାର ଅକ୍ଷୟ କୁମାର ଅଭିନୟ କରିବେ ବୋଲି ଜଣାପଡିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ...

ଲଣ୍ଡନରେ ଘର ପୋଛୁଛନ୍ତି ସୋନମ!

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଆଜିକାଲି ଲଣ୍ଡନରେ ରହୁଛନ୍ତି । ୨୦୧୮ରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଲଣ୍ଡନ ସିପ୍ଟ ହୋଇ...

ବଲିଉଡ୍‌ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍‌ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର

ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ...

‘ରାମ ସେତୁ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମ ସେତୁ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ଅକ୍ଷୟଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଜ୍ୟାକ୍‌ଲିନ୍‌...

ଏତିକି ଟଙ୍କା ଫିସ୍‌ ନିଅନ୍ତି ସଲମାନଙ୍କ ଅଙ୍ଗରକ୍ଷୀ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହିତ ଛାଇ ଭଳି ରହୁଥାନ୍ତି ତାଙ୍କ ଅଙ୍ଗରକ୍ଷୀ ଶେରା। ସଲ୍ଲୁଙ୍କ ପରି ଶେରା ମଧ୍ୟ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ସଲମାନଙ୍କ...

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା...

କରୋନା ପରେ ଝଡ଼ୁଥିବା କେଶରୁ ନିସ୍ତାର ପାଇବା ପାଇଁ ଟିପ୍ସ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମଲାଇକା ଅରୋରା ନିଜର ଫିଟ୍‌ନେସ୍‌ ଓ ଫେସେନେବୁଲ ପାଇଁ ବେଶ୍‌ ପରିଚିତ। ସୋସିଆଲ ମିଡିଆରେ ସବୁବେଳେ ସେ ବେଶ୍‌ ଆକ୍ଟିଭ୍‌...

ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ,୧୪ ।୯: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ...

Advertisement
Archives

Model This Week