ଆହତ ହେଲେ ଟାଇଗର!

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ପରିବର୍ତ୍ତେ ଦୁଃଖି ହୋଇଯାଇଛନ୍ତି । କାରଣ ଫଟୋରେ ଅଭିନେତାଙ୍କ ଆଖିତଳେ ଏକ କଳା ଦାଗ ଦେଖାଯାଉଛି । ଏହି କଳାଦାଗର କାରଣ ବି ସ୍ପଷ୍ଟ ହେଉଛି ଯେ କୌଣସି ଆଘାତ ଯୋଗୁ ଏଭଳି ହୋଇଛି । ତେବେ ମୁଭି ‘ଗଣପତ’ର ଶୁଟିଂ ସେଟ୍‌ରେ କୁଆଡେ ଟାଇଗର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଟାଇଗର ଏବେ ଲଣ୍ଡନରେ ‘ଗଣପତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ସେ ଅପଡେଟ୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଦେଉଛନ୍ତି । ଏବେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ସେ ଆହତ ହୋଇଥିବା ତାଙ୍କ କ୍ୟାପଶନରୁ ଜଣାପଡୁଛି । ହୁଏତ ଶୁଟିଂ ସମୟରେ ତାଙ୍କ ଆଖତଳେ କିଛି ଆଘାତ ହେବାରୁ ସେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ମୁଭି ‘ଗଣପତ’ ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ...

ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି...

ବ୍ରିଟିଶ ଖବରଦାତାଙ୍କ ପ୍ରେମରେ ପଡ଼ି ଲିଭ୍‌ଇନ୍‌ରେ ରହୁଥିଲେ ଆମିର, ଏବେ ଲୁଚାଛପାରେ ରହିଛି ପୁଅ !

ବମ୍ବେ: ଚାକଚକ୍ୟ ଏବଂ ଗ୍ଲାମର ଜଗତ ବାହାରୁ ଯେତିକି ସୁନ୍ଦର, ସେତିକି ବିବାଦୀୟ ମଧ୍ୟ। ଅନେକ ଗୁଜବକୁ ନେଇ ମଧ୍ୟ ବଲିଉଡର ପରିବେଶ ସରଗରମ ରହିଥାଏ।...

ଓଜନ ବଢିବା ନେଇ ମୁହଁ ଖୋଲିଲେ ମିସ୍‌ ୟୁନିଭର୍ସ

୨୦୨୧ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ହରନାଜ୍‌ ସାନ୍ଧୁ ଏବେ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଭାରତର ଝିଅ ହରନାଜ୍‌ ମିସ...

ଆସିପାରେ ବାହୁବଳୀ-୩

ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଅର୍‌ଆର୍‌ଆର୍‌ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ରେସ୍ପନ୍ସ ମିଳିଥିବା ବେଳେ ଫିଲ୍ମଟି ରେକର୍ଡ ସୃଷ୍ଟି...

ନିଜ ଅସୁସ୍ଥତା ବିଷୟରେ ଖୋଲାଖୋଲି କଥା ହେଲେ କାଜଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ନା କିଛି କାରଣ ପାଇଁ ଗତ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । ଅଳ୍ପଦିନ ପୂର୍ବେ ବିବାହ...

Advertisement
Archives

Model This Week