ପ୍ରତ୍ୟେକ ଜିଲାରୁ ମଗାଗଲା ପିଲାଙ୍କ ତଥ୍ୟ
ଭୁବନେଶ୍ୱର,୨୬।୧୨ (ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ ଏବଂ ଗାଇଡ୍ଲାଇନ୍ ପାଳନକୁ ଗୁରୁତ୍ୱ ଦିଆଯାଉଛି। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଓ ବୁଷ୍ଟର ଡୋଜ୍ ଟିକା ଦେବାପାଇଁ ପ୍ରଧାନମନ୍ତ୍ରୀ…
ବିମୁଦ୍ରିକରଣ ସମୟରେ ଦୁର୍ନୀତି କରିଥିଲେ ସେନା ଅଧିକାରୀ
ନୂଆଦିଲ୍ଲୀ,୨୬।୧୨: ୨୦୧୬ ନଭେମ୍ବରରେ ବିମୁଦ୍ରିକରଣ ସମୟରେ ବିଭିନ୍ନ ଦୁର୍ନୀତି ସହ ଜଡ଼ିତ ଥିବା ଜଣେ ଭାରତୀୟ ସେନା କ୍ୟାପଟେନ ଜେନେରାଲ କୋର୍ଟ ମାର୍ସଲ (ଜିସିଏମ୍)ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସେନାର ପଶ୍ଚିମାଞ୍ଚଳ କମାଣ୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତା ବର୍ଷ ଜାନୁୟାରୀ ୧୦ରୁ…
ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି
ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨…
ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା
ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ…
ସେଞ୍ଚୁରିଆନରେ ସେଞ୍ଚୁରି
ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଟେଷ୍ଟ ଶତକ। ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଓପନର।…
ସିଆରପିଏଫ୍ କ୍ୟାମ୍ପରେ ଏସ୍ଆଇଙ୍କୁ ପିଟିପିଟି ମାରିଦେଲେ
ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଏସ୍ଆଇ ରମେଶ ଚନ୍ଦ୍ର। ଅନ୍ୟ…
ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର
ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି। ଅଭିଯୋଗ…
୫ ମାସର ପୁଅକୁ ହତ୍ୟା କରି ଲୁଚାଇଥିଲେ ପାଣି ଭର୍ତ୍ତି ଡ୍ରମ ଭିତରେ
ଥାଣେ,୨୬।୧୨: ମହାରାଷ୍ଟ୍ରର ଥାଣେ ଜିଲାର କାଲଓ୍ବା ଅଞ୍ଚଳରେ ପାଣି ଭର୍ତ୍ତି ଡ୍ରମ ଭିତରୁ ମିଳିଛି ୫ ମାସର ପୁଅର ମୃତଦେହ। ଏହି ଘଟଣାରେ ରବିବାର ଶିଶୁପୁତ୍ରର ମା’ଙ୍କୁ ହତ୍ୟା ଓ ପ୍ରମାଣ ଲୁଚାଇବା ଅପରାଧରେ ଗିରଫ କରାଯାଇଛି। ମହାତ୍ମା ଫୁଲେ ନଗର…
ଦାରିଙ୍ଗବାଡ଼ିରେ କୋହଲା ପାଗ
ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ କମିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏପରିକି ଶନିବାର ଏବଂ ରବିବାର ଛୁଟିଦିନ…
ଇତିହାସ ରଚିଲା ହିମାଚଳ ପ୍ରଦେଶ
ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ ହଜାରେ ଟ୍ରଫି। ଏହା ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଘରୋଇ ଟାଇଟଲ। ଆଲୋକ ଅଭାବ…
ଏହି ଦୁଇ ଖେଳାଳି ଭବିଷ୍ୟତରେ ହୋଇପାରନ୍ତି ଭାରତର ଅଧିନାୟକ: ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୨୬।୧୨: ଗତ ଦୁଇ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ…
ଚର୍ଚ୍ଚରେ ଭାଙ୍ଗିଦେଲେ ଯୀଶୁଙ୍କ ପ୍ରତିମୂର୍ତ୍ତି
ଅମ୍ବାଲା(ହରିୟାଣା),୨୬।୧୨: ହରିୟାଣା ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିପାରି ନାହିଁ। ଦୁଇ ଜଣ ଯୁବକ ଶନିବାର ରାତି ପ୍ରାୟ ସାଢେ…

