୩ ବର୍ଷର ପୁଅଙ୍କୁ ମାରି ଫାଶି ଲଗାଇଲେ ବାପା
ଝରିଗାଁ,୧୨।୮(ସ୍ବ.ପ୍ର.): ନିଶାଗ୍ରସ୍ତ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ। ନିଶାର ବଶବର୍ତ୍ତୀ ହୋଇ ମଣିଷ ବଡ଼ବଡ଼ ଭୁଲ୍ କରିବସେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅର୍ଜ୍ଜୁନଗୁଡ଼ା ଗାଁରେ। ନିଶାଶକ୍ତ ଜଣେ ବାପା…
ମିରାବାଇ ଚାନୁଙ୍କୁ ଭେଟିଲେ ସଲମାନ
ମୁମ୍ବାଇ: ବଲିଉଡ୍ ଭାଇଜାନ ସଲମାନ ଖାଁ ଏବେ ଖୁବ୍ ବ୍ୟସ୍ତ । ଖୁବଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ଟାଇଗର-୩ ଦର୍ଶକଙ୍କ ନିକଟରେ ପହଞ୍ଚିବ । ଏବେ କିନ୍ତୁ ସେ ଅଲିମ୍ପିକ୍ସ ସିଲଭର ମେଡାଲିଷ୍ଟ ମିରାବାଇ ଚାନୁଙ୍କୁ ଭେଟିଛନ୍ତି । ଏହାର କିଛି…
ନିଶାସକ୍ତ ଯୁବକଙ୍କ ଠାରୁ ଉଦ୍ଧାର ହେଲେ ୫ ବର୍ଷୀୟା ଝିଅ
ଗୁଆହାଟି, ୧୨।୮: ଆସାମର ଧେମାଜି ଜିଲାରେ ଘର ପାଖରେ ଖେଳୁଥିବା ବେଳେ ୫ ବର୍ଷୀୟା ଝିଅକୁ ଅପହରଣ କରି ନେଇଥିଲେ ଜଣେ ନିଶାଶକ୍ତ ଯୁବକ। ଉକ୍ତ ନାବାଳିକାଙ୍କୁ ଅରୁଣାଞ୍ଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲାର ଏକ ଗାଁରୁ ଉଦ୍ଧାର କରାଯାଇଥିବା ଆସାମ…
୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ
ବରଗଡ଼ ଅଫିସ୍,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ କ୍ୟାନସର କେୟାର ସେଣ୍ଟର ୫ ମହଲା ବିଶିଷ୍ଟ ହେବ। ଏନେଇ ୯୦କୋଟି ୨୭ଲକ୍ଷ ଟଙ୍କା…
ଶକ୍ତି ମିଶ୍ରଙ୍କ ପାଇଁ ଆଗେଇ ଆସିଲେ
ଭୁବନେଶ୍ୱର,୧୨।୮(ବ୍ୟୁରୋ): କଣ୍ଠଶିଳ୍ପୀ ଶକ୍ତ ମିଶ୍ରଙ୍କ ଆରୋଗ୍ୟ ପାଇଁ ସହଯୋଗର ହାତ ବଢାଇଛି ସଂଗୀତ ଅନୁଷ୍ଠାନ ଗୋଲ୍ଡେନ୍ ଗୀତ ଗଜଲ ଟ୍ରଷ୍ଟ ଓ ମ୍ୟୁଜିକ୍ ସିଜଲର୍ସ। ଏହି ଦୁଇ ଅନୁଷ୍ଠାନ ପକ୍ଷରୁ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…
ଶତକୀୟ ଓପନିଂ ଭାଗୀଦାରି
ଲଡର୍ସ, ୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନର। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି ଶତକୀୟ ଭାଗୀଦାରିତା କରିଛି। ଗତ…
ଇନଷ୍ଟାଗ୍ରାମରେ ନିଜକୁ ଅପରାଧି ବୋଲି କହିଲେ ରାହୁଲ
ନୂଆଦିଲ୍ଲୀ,୧୨ ।୮: ଟୁଇଟରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କେତେଜଣ ନେତାଙ୍କ ଆକାଉଣ୍ଟ ଲକ୍ ହେବା ପରେ ବି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାର କରି…
ବଡ଼ ପ୍ରଶଂସକଙ୍କ ସହ ଲର୍ଡ୍ସରେ ଗାଙ୍ଗୁଲି
ଲଡର୍ସ,୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍ର ପ୍ରଥମ ଦିନ ଷ୍ଟାଣ୍ଡ୍ସରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ବିସିସିଆଇ…
ପିଲା, ଗର୍ଭବତୀଙ୍କୁ ଦିଆଯାଉଛି ଆଉଟ୍ଡେଟେଡ୍ ଖାଦ୍ୟ
ସାରସକଣା,୧୨।୮(ଡି.ଏନ୍.ଏ.): ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ସୁଜି ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଉଛନ୍ତି। ତେବେ ମୟୂରଭଞ୍ଜ ଜିଲା ଉପାନ୍ତ ସାରସକଣା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…
ଆଇପିଏଲ ପାଇଁ ଆଇସିସିକୁ ଇଞ୍ଜିମାମଙ୍କ ସମାଲୋଚନା
କରାଚୀ, ୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ ବେଳେ ପାକିସ୍ତାନ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ। ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡର ୮ ପ୍ରମୁଖ ଖେଳାଳି। ଏଥି ଯୋଗୁ ଅନ୍ତର୍ଜାତୀୟ…
ଟୁଇଟର ୱାର: ପ୍ରିୟଙ୍କା ଗାନ୍ଧୀ ଟୁଇଟର ପ୍ରୋଫାଇଲରେ ଲଗାଇଲେ ରାହୁଲଙ୍କ ଫଟୋ
ନୂଆଦିଲ୍ଲୀ,୧୨ ।୮: ଟୁଇଟର ଓ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଲକ୍ ହେବା ପରେ ଏହାକୁ ସମସ୍ତେ ବିରୋଧ କରିଛନ୍ତି । ଗୁରୁବାର ଯୁବ କଂଗ୍ରେର ଅଧ୍ୟକ୍ଷ ଶ୍ରୀନିବାସ…
ମାସେ ପରେ ମଧ୍ୟ ମୃତ୍ୟୁ ଉପରୁ ହଟିନି ରହସ୍ୟ
ପାରଳାଖେମୁଣ୍ଡି,୧୨ା୮(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଶୁକ୍ରବାର ମାସେ ପୂରିବ। ହେଲେ ଏ ଯାଏ ପୋଲିସ ସୌମ୍ୟଙ୍କ ଦେହରେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ କରିପାରି ନାହିଁ। ଅନ୍ୟପକ୍ଷେ ନ୍ୟାୟ ପାଇଁ…
Archives


