Posted inଜାତୀୟ

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ଓମିକ୍ରନ୍‌ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ ରବିବାର ୨୯୦ରେ ପହଞ୍ଚତ୍ଛି, ଯାହାକି ଗତ ୬ ମାସ ମଧ୍ୟରେ ସର୍ବାଧିକ। ସେହିପରି ପଜିଟିଭିଟି ହାର ୦.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ନୂଆ ସଂକ୍ରମଣକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୪୩,୩୫୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୫,୧୦୫ ହୋଇଛି। ସକ୍ରିୟ ମାମଳା ସଂଖ୍ୟା ୧,୧୦୩ ଥିବା ବେଳେ ୫୮୩ ରୋଗୀ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ସେହିପରି ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୯୨୨ ନୂଆ ମାମଲା ଚିହ୍ନଟ ହେବା ସହ ୨ ଜଣଙ୍କ ଜୀବନ ଯାଇଛି।

ଦିଲ୍ଲୀକୁ ମିଶାଇ ୮ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଲାଣି। ପୂର୍ବରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଆସାମ, ହରିୟାଣାରେ କର୍ଫ୍ୟୁ ଲାଗୁ ହୋଇଥିଲା। କର୍ନାଟକ ସହକାର ମଙ୍ଗଳବାରଠାରୁ ୧- ଦିନ ରାତ୍ର କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି।...

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌...

କନ୍ୟାକୁମାରୀରୁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ

ଚେନ୍ନାଇ,୭।୯: ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଉଚ୍ଚାଭିଳାଷୀ ଯାତ୍ରା ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହୋଇଛି। ୩୫୭୦ କିଲୋମିଟରର ଏହି ଦୀର୍ଘ ଯାତ୍ରା ପାଞ୍ଚ ମାସ ମଧ୍ୟରେ...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ଭାଜପାର‘ପେଡ୍‌ ନ୍ୟୁଜ୍‌’ ଉପରେ ପ୍ରତିକ୍ରିୟା ରଖିଲା ନ୍ୟୁୟର୍କ ଟାଇମ୍ସ

ନୂଆଦିଲ୍ଲୀ,୧୯ା୮: ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଅଗଷ୍ଟ ୧୮ ଗୁରୁବାର ସଂସ୍କରଣରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନେଇ ଏକ ଆର୍ଟିକଲ ପ୍ରକାଶ ପାଇଛି।...

ମୃତ ଏବଂ ଜେଲ୍‌ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ

ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍‌ ବନ୍ଧୁମାନେ ବିଭିନ୍ନ ସମୟରେ ନାନା...

ଚନ୍ଦ୍ରୟାନ-୩ ଅବତରଣ କରିଥିବା ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରୟାନ-୨ ଅବତରଣ କରିଥିବା ସ୍ଥାନକୁ ‘ତ୍ରିରଙ୍ଗା’ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରୋ ଗସ୍ତରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଭେଟି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରରେ...

ଜୁଲାଇ ତୃତୀୟ ସପ୍ତାହରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ

ନୂଆଦିଲ୍ଳୀ,୨୮ା୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ। ଅଧିବେଶନ ପ୍ରଥମେ ପୁରୁଣା ଭବନରେ ଆରମ୍ଭ ହୋଇ ମଧ୍ୟଭାଗରୁ ନୂଆ ବିଲ୍ଡିଂରେ ହେବ...

Advertisement
Archives

Model This Week