ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍ ଆସେସମେଣ୍ଟ ସ୍କିମ୍ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ଛାତ୍ରୀଛାତ୍ରମାନେ ଜଣାଇପାରିବେ। ସେମାନେ ଏ ସମ୍ପର୍କରେ ଆସନ୍ତା ୨୩…
ପୋଲିସ ଅଧିକାରୀଙ୍କୁ ଘୋଷାଡ଼ି ନେଲା କାର୍
ପଟିଆଲା,୧୪।୮: ପଞ୍ଜାବର ପଟିଆଲାରେ ଗାଡ଼ି ଚେକିଂ ବେଳେ ଏକ କାର୍ ଜଣେ ପୋଲିସ କର୍ମୀଙ୍କୁ ଘୋଷାଡ଼ି ନେଇଥିଲା। ଏହି ଘଟଣାରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ଘଟଣାର ଭିଡିଓରେ ଜଣେ ପୋଲିସ କର୍ମୀ ଏକ ଧଳା କାରକୁ ରୋକିବାକୁ ଉଦ୍ୟମ…
ଭାରତୀୟ ହକି ଖେଳାଳିଙ୍କୁ ଦିଆଯିବ ସମ୍ବଲପୁରୀ ହକି ଷ୍ଟୋଲ
ବରଗଡ଼ ଅଫିସ୍,୧୪।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ସହ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳକୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ଏହି ସମାରୋହରେ ହକି ଖେଳାଳିଙ୍କୁ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ…
ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ରୋମାଣ୍ଟିକ ଭିଡିଓ
ମୁମ୍ବାଇ: ବଲିଉଡ୍ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପତି ନିକ୍ ଜୋନସଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇଥିବା ପିସି ଏବେ ଅଧିକାଂଶ ସମୟ ଶାଶୁ ଘରେ ଅର୍ଥାତ୍ ଆମେରିକାରେ କଟାଉଛନ୍ତି ।…
ରାହୁଲଙ୍କ ଉପରେ ଦର୍ଶକ ପକାଇଲେ ସାମ୍ପେନ ଠିପି
ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ବିଶୃଙ୍ଖଳିତ ଦର୍ଶକମାନେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ଉପରେ ସାମ୍ପେନ କର୍କସ (ଠିପି) ପକାଇଛନ୍ତି। ଏହି ଘଟଣା ୬୯ତମ ଓଭରରେ…
୨ ଓଡ଼ିଆ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର
ଭୁବନେଶ୍ୱର,୧୪।୮(ବ୍ୟୁରୋ): ଓଡ଼ିଶାର ଶହୀଦ ୨ ଏସ୍ଓଜି କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ପୋଲିସ ଡିଜି ଅଭୟ ଶନିବାର ଏହି ସୂଚନା ଦେଇଛନ୍ତି। ୨୦୨୦ ସେପ୍ଟେମ୍ବର ୯ତାରିଖରେ କଳାହାଣ୍ଡି ଜିଲା ସିକ୍ରି ଗାଁ ନିକଟ ଜଙ୍ଗଳରେ ମାଓବାଦୀ ଏବଂ…
ଶୈଫ ଅଲି ଖାଁଙ୍କ ଜନ୍ମଦିନ ପାଳନ ପାଇଁ ବିଦେଶ ଗସ୍ତ କଲେ କରିନା, ଜେହଙ୍କ ସହ ପ୍ରଥମ ଭ୍ୟାକେଶନ
ମୁ୍ମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ଏବେ ବାହାରିଛନ୍ତି ଭ୍ୟାକେଶନରେ । ଶନିବାର ତାଙ୍କୁ ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଶୈଫ ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିବାକୁ ଚାହୁଁଥିବା…
ଦୂର ହେଲା ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା
ମୁମ୍ବାଇ,୧୪।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୪’ର ବଳକା ମ୍ୟାଚ୍ ଲାଗି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ଉପଲବ୍ଧ ରହିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)…
ଗାଙ୍ଗୁଲିଙ୍କ ବଡ଼ ଭାଇ ଅସୁସ୍ଥ
କୋଲକାତା,୧୪।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାକସ୍ଥଳୀରେ ସଂକ୍ରମଣ କାରଣରୁ ତାଙ୍କୁ ଶନିବାର ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ତାଙ୍କ କୋଭିଡ-୧୯ ରିପୋର୍ଟ…
ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍-ବେଆରଷ୍ଟୋ
ଲଡର୍ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍ କରିବା କଷ୍ଟକର ହୋଇଥିଲା। କିନ୍ତୁ ତୃତୀୟ ଦିନ ସେଭଳି କିଛି ଦେଖିବାକୁ ମିଳିନାହିଁ। ଭାରତୀୟ ବୋଲରଙ୍କ…
ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ
ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…
ନୀରଜ ଚୋପ୍ରା ଅସୁସ୍ଥ
ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ତାର ରିପୋର୍ଟ ନେଗେଟିଭ୍ ଆସିଛି। ସେ ଅସୁସ୍ଥ ଥିବା…
Archives


