ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ
ଇସଲାମାବାଦ,୧୮।୮ : ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍ରେ ୧୫୧ ରନ୍ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି। ପ୍ରଶଂସକଙ୍କ ତାଲିକାରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍।…
ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…
ଭୁଲରେ ବି ପ୍ରଥମ ଡେଟ୍ରେ କରନ୍ତୁ ନାହିଁ ଏ ଭଳି ଭୁଲ
ସମସ୍ତେ ପ୍ରଥମ ଡେଟ୍ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ କରନ୍ତି । ଯାହା ଦ୍ୱାରା ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ବହୁତ ସାଧାରଣ…
ଆମ ପଦକ ଦେଶକୁ ନବୀନଙ୍କ ଉପହାର: ମନପ୍ରୀତ୍
ଭୁବନେଶ୍ୱର,୧୭।୮: ଭାରତୀୟ ଅଧିନାୟକ ମନପ୍ରୀତ୍ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୁଷ ଦଳର ବ୍ରୋଞ୍ଜ ପଦକ ଦେଶକୁ ନବୀନଙ୍କ ଏକ ବଡ଼ ଉପହାର ବୋଲି ସେ କହିଛନ୍ତି। କ୍ରୀଡ଼ାର ଜଣେ ବଡ଼…
ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ
ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳାଯାଉ ନ ଥିଲା। କିନ୍ତୁ ଏବେ ସ୍ଥିତି ସୁଧୁରିଲାଣି। ଆଗାମୀ କିଛି…
ବିବାହିତ ମହିଳାଙ୍କ ସହ ଲିଭଇନ୍ ବେଆଇନ
ଜୟପୁର,୧୭।୮ : ଜଣେ ପୁରୁଷଙ୍କ ସହ ଲିଭଇନ୍ରେ ଥିବା ବିବାହିତ ମହିଳାଙ୍କ ସମ୍ପର୍କକୁ ବେଆଇନ କହିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏଥି ସହିତ ଜଷ୍ଟିସ ସତିଶ କୁମାର ଶର୍ମା ଆବେଦନକାରୀଙ୍କ ପୋଲିସ ସୁରକ୍ଷା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀ ୩୦ ବର୍ଷୀୟା ବିବାହିତ…
‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…
କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି…
ଭାଜପା ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ
ନୂଆଦିଲ୍ଲୀ,୧୭।୮ : କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ମଙ୍ଗଳବାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। କୁଲଗାମ ଜିଲାର ନିର୍ବାଚନମଣ୍ଡଳୀର ଭାଜପା ଇନଚାର୍ଜରେ ଥିଲେ ଜାଭିଦ ଅହମ୍ମଦ ଦାର। କୁଲଗାମର ବ୍ରାଜଲୁ-ଜାଗିର ଠାରେ ଜାଭିଦଙ୍କୁ ଗୁଳି କରାଯାଇଥିଲା। ସେଠାରୁ ତାଙ୍କୁ ହସ୍ପିଟାଲ…
ମାଧୁରୀଙ୍କ ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ୍
ମୁମ୍ବାଇ: ବଲିଉଡ୍ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ସବୁବେଳେ ତାଙ୍କ ଟ୍ରେଣ୍ଡି ଫ୍ୟାଶନ ସେନ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛି…
ବଦଳିବାକୁ ଯାଉଛି ଅଲିଗଡ଼ର ନାମ
ନୂଆଦିଲ୍ଲୀ,୧୭।୮ : ଭାଜପା ଶାସିତ ଉତ୍ତରପ୍ରଦେଶରେ ଅଞ୍ଚଳର ନାମ ପରିବର୍ତ୍ତନ କରାଯାଇଥିବା ତାଲିକାରେ ସାମିଲ ହେବାକୁ ଯାଉଛି ଅଲିଗଡ଼। ଏହି ସ୍ଥାନର ନାମ ହରିଗଡ଼ ରଖିବା ଲାଗି କରାଯାଇଥିବା ପ୍ରସ୍ତାବ ଉପରେ ମୋହର ମାରିଛି ଜିଲା ପଞ୍ଚାୟତ। ଏହି ପ୍ରସ୍ତାବକୁ ଏବେ…
ପ୍ରିୟଙ୍କାଙ୍କୁ ଆଉ ଏକ ସଫଳତା
ମୁମ୍ବାଇ: ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିଙ୍କା ଚୋପ୍ରାଙ୍କୁ ମିଳିଛି ଆଉ ଏକ ସଫଳତା । ମଙ୍ଗଳବାର ତାଙ୍କୁ ଜିଓ MAMI (Mumbai Academy of the Moving…
‘ଆମ ଦଳର ଜଣଙ୍କୁ ସ୍ଲେଜିଂ କଲେ, ଅନ୍ୟମାନେ ଛାଡ଼ିବେ ନାହିଁ’
ନୂଆଦିଲ୍ଲୀ,୧୭।୮ : ଆମ କୌଣସି ଖେଳାଳିଙ୍କୁ ସ୍ଲେଜିଂ କଲେ ଅନ୍ୟ ୧୦ ଖେଳାଳିମାନେ ପ୍ରତିପକ୍ଷକୁ ଛାଡ଼ିବେ ନାହିଁ। ଇଂଲଣ୍ଡ ବିପକ୍ଷ ଲଡର୍ସ ଟେଷ୍ଟରେ ଏହା ହିଁ ଘଟିଥିଲା ବୋଲି କହିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ। ମ୍ୟାଚ୍ର ପ୍ରଥମ…
Archives


