Home Left

୭ ବର୍ଷ ପରେ ଧରାପଡ଼ିଲେ ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ

କଟକ ଅଫିସ,୨୩।୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏନେଇ ସୋମବାର ଡିସିପି କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ପୋଲିସ୍‌ କମିଶନର(ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି…

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ

ମୁମ୍ବାଇ,୨୩।୮: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା। ଅସ୍ତ୍ରୋପ୍ରଚାର ସଫଳ ହେବା ପରେ ସେ ସୁସ୍ଥ ଅଛନ୍ତି।…

ଅଭିନୟ ପୂର୍ବରୁ ହୋଟେଲରେ କାମ କରୁଥିଲେ ବାଣୀ

ମୁମ୍ବାଇ: ଅଭିନୟ ଦୁନିଆରେ ଏବେ ଏକ ଚର୍ଚ୍ଚିତ ନାଁ ହେଉଛି ବାଣୀ କପୁର । ଅକ୍ଷୟ କୁମାରଙ୍କ ସହ ସେ ଅଭିୟନୟ କରିଥିବା ଫିଲ୍ମ ବେଲ ବଟମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ୧୯୯୨ ଅଗଷ୍ଟ ୨୩ରେ ରାଜଧାନୀ…

ସେପ୍ଟେମ୍ବରରେ ତୃତୀୟ ଲହର: ଅକ୍ଟୋବରରେ ଆସିବ ପିକ୍‌କୁ

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ତୃତୀୟ ଲହର ଆକଳନ ଅନୁସାରେ ସେପ୍ଟେମ୍ବରରେ ଆସିବ। ହେଲେ ଅକ୍ଟୋବରରେ ଏହା ପିକ୍‌କୁ ଆସିବ। ବିଶେଷକରି ଏଥିରେ ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି। ୧୦୦ରେ ୨୩ ପିଲା ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ କହିଛନ୍ତି । ସେପ୍ଟେମ୍ବର ୧୦ରେ…

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମାର୍କ ଉଡ୍‌ ହେଡିଙ୍ଗଲି ଟେଷ୍ଟରୁ ବାଦ ପଡିଛନ୍ତି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ…

ପଞ୍ଚଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ: ପୁଅ ରାଜବୀର ଦେଲେ ମୁଖାଗ୍ନି

ଆଲିଗଡ଼,୨୩ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ବୁଲନ୍ଦସହରର ନରୌରା ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରାଜବୀର ସିଂ କଲ୍ୟାଣ ସିଂଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଅନ୍ତିମ ସଂସ୍କାରରେ…

ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କୁ ସେ ‘ରିଅଲ ଲାଇଫ ହିରୋ’ ବୋଲି କହିଛନ୍ତି। ପାରାଲିମ୍ପିକ ଗେମ୍ସର…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର ଅଫିସ,୨୩।୮: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ବିଭାଗୀୟ ପ୍ରୋସିଡିଂ ବନ୍ଦ କରିବା ପାଇଁ ଏବିଇଓ…

ଜାତିଗତ ଜନଗଣନା: ନୀତୀଶ କହିଲେ ଆଶା କରୁଛୁ ପ୍ରଧାନମନ୍ତ୍ରୀ ଆମ କଥା ରଖିବେ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ରାଜନୈତିକ ଦଳର ୧୧ ଜଣ ବଡ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ସବୁଠୁ ଆଗରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ଆମ…

ଅନ୍ଧାର ରାତି, ଗାଡ଼ି ସାମ୍ନାକୁ ହଠାତ୍‌ ଚାଲିଆସିଲା ବାଘ, ଆଉ ତା’ ପରେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ଯେତେବେଳେ ବି ଟିକେ ସମୟ ପାଆନ୍ତି ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଯାହାକି ରୋଚକପୂର୍ଣ୍ଣ ହୋଇଥାଏ। ଏବେ ଆନନ୍ଦ ମହିନ୍ଦ୍ରା ଏକ…

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବା ସମୟରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri