ଶାହରୁଖଙ୍କୁ ଟ୍ରୋଲ କଲେ ସ୍ତ୍ରୀ

ବଲିଉଡର ପାୱାର୍‌ କପଲ୍‌ ଶାହରୁଖ ଖାନ ଏବଂ ଗୌରୀ ଖାନ ଗତ କିଛି ମାସ ଧରି ସୋସିଆଲ ମିଡିଆରେ ସକ୍ରିୟ ରହୁନାହାନ୍ତି। କିନ୍ତୁ ନୂଆ ବର୍ଷରେ ଖାନ ପରିବାର ଜୀବନରେ ଆଗକୁ ବଢିିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଶାହରୁଖ ଏବଂ ଗୌରୀ ଏକ ନୂତନ ବିଜ୍ଞାପନ ପାଇଁ ଶୁଟିଂ କରିଥିଲେ। ଗୌରୀ ଏହି ବିଜ୍ଞାପନର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ସ୍ବାମୀଙ୍କୁ ଟ୍ରୋଲ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ଅତ୍ୟନ୍ତ ଆକର୍ଷଣୀୟ। ଦମ୍ପତିଙ୍କ ଏକ ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଭିଡିଓରେ ଗୋଟିଏ ଘରେ ପରସ୍ପର ପାଖରେ ବସି ଟିଭି ଉପଭୋଗ କରୁଥିବା ଦେଖାଯାଏ। ଭିଡିଓ ଆରମ୍ଭ ହେବାବେଳେ ଶାହରୁଖ ହସି ହସି କହନ୍ତି, ୱୋ। ଏକ ଷ୍ଟାର୍‌ ପରି ଆଗକୁ ବଢୁଛି। ମୁଁ ଏପରି ଏଣ୍ଟ୍ରି କରେ। ପରେ ଗୌରୀ ସ୍ବାମୀଙ୍କୁ ଥଟ୍ଟା କରି କୁହନ୍ତି, ତୁମର (ଶାହରୁଖ) ଏଣ୍ଟ୍ରି ମଧ୍ୟ ଏହିପରି ନୁହେଁ। ତା’ପରେ ଶାହରୁଖ ହସନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ସହମତ ହୁଅନ୍ତି।
ଶାହରୁଖ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ସେ ‘ପଠାନ’ ଫିଲ୍ମ ଶୁଟିଂ କରୁଛନ୍ତି। କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି

ମୁମ୍ବାଇ: ବଲିଉଡ୍‌ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍‌ ଖୋଲିଛନ୍ତି ବଲିଉଡ୍‌...

ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ...

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର...

ବିଗ୍‌ ବି ଙ୍କର  ଅପରେଶନ୍‌ !

ମୁମ୍ବାଇ,୨୮।୨: ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଅପରେଶନ୍‌ ହେବାକୁ ଯାଉଛି। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଫେବୃୟାରୀ ୨୭ ରାତ୍ର ୧୦ଟା ୧୬ରେ...

ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ...

ଶିଳ୍ପାଙ୍କୁ ମିଳିଥିଲା ୧୦୦ କୋଟି ଟଙ୍କାର ଭାଲେଣ୍ଟାଇନ୍ସ ଡେ’ ଉପହାର

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ତାଲିକାରେ ଶିଳ୍ପା ଥିଲେ ଅନ୍ୟତମ। ତାଙ୍କ ଫିଲ୍ମ...

ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ମାଲାୟାଲମ ସିନେମାର ପ୍ରସିଦ୍ଧ  ତଥା ଲେଖକ ପି ବାଲାଚନ୍ଦ୍ରନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ କେରଳର ଭାଏକୋମ...

Advertisement
Archives

Model This Week