Home Left

ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ଅଫିସ୍‌,୨୪।୮: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ। ଏହି ମର୍ମରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀଙ୍କ ମା’ ସୌଦାମିନୀ ସାହୁ। ଏଥିପାଇଁ ସେ ପ୍ରଥମେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ହେଲେ…

୩ ପୋଲିସ ଅଧିକାରୀଙ୍କ ସମେତ ଡ୍ରାଇଭର ମୃତ

ବ୍ରହ୍ମପୁର ଅଫିସ,୨୪।୮: ଆନ୍ଧ୍ରପ୍ରଦେଶ ପଲାସା ସୁମାଦେବୀ ଜଙ୍କ୍‌ସନ ନିଟକ ଜାତୀୟ ରାଜପଥରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୩ ଅଧିକାରୀ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଲାସା ମଣ୍ଡଳ…

କରୋନାରେ ବଢ଼ିଛି ସ୍ନାୟୁ ରୋଗ

ଏସ୍‌ସିବି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ମୁଖ୍ୟ ଡା. ଅଶୋକ ମଲ୍ଲିକ ଓଡ଼ିଶାରେ ଜଣେ ଦକ୍ଷ ଓ ଲୋକପ୍ରିୟ ଡାକ୍ତର ଭାବେ ଜଣାଶୁଣା। କଟକ ଜିଲା ଟାଙ୍ଗୀ ବ୍ଲକ୍‌ ଟିକିରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଡା.…

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ ପରିଚୟ ପାଇଥିଲା । ଫିଲ୍ମ ‘ଜୁଲି’ରେ ଶିଶୁ କଳାକାର ଭାବରେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ…

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ସୋମବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭ ଦିନ ଧରି ଚାଲିବ। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କ ତତ୍ତ୍ୱାବଧାନରେ ଜାତୀୟଉଦ୍ୟାନ ଏବଂ…

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫ ସ୍କୁଲ ଓ ହିଞ୍ଜିଳି ବ୍ଲକର ୫ ସ୍କୁଲ ଲୋକାର୍ପିତ ହୋଇଛି। ଏଗୁଡ଼ିକ ହେଉଛି, ବୃନ୍ଦାବନ…

ପିଏମ୍‌ଏଫ୍‌ବିୱାଇ ରାଶି ମିଳୁନି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ସୁଫଳ ରାଜ୍ୟର ଚାଷୀଙ୍କୁ ମିଳୁନାହିଁ। ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ପ୍ରିମିୟମ ପଇସା ନେଇ ମାଲାମାଲ ହେଉଛନ୍ତି। ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ…

‘ୟୁଏପିଏରେ ଗିରଫ ଏକ ଚକ୍ରାନ୍ତ’

ନୂଆଦିଲ୍ଲୀ, ୨୪ା୮: ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଘଟଣାରେ ଷଡ଼ଯନ୍ତ୍ର କରାଯାଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା ଉମର ଖଲିଦ୍‌ଙ୍କୁ ଗିରଫ କରାଯାଇଥିଲା ବୋଲି ସୋମବାର ଦିଲ୍ଲୀର ଏକ ଅଦାଲତରେ ତାଙ୍କ ଓକିଲ କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ)ରେ…

କ୍ୟାନ୍‌ସର ଚିହ୍ନଟ କରିବ ‘ଡି-୩’

କଥାରେ ଅଛି ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଏହି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଇପାରିଲେ ସେଥିରୁ ଆରୋଗ୍ୟ ମିଳିପାରୁଛି। ଏଥିରେ ବିଳମ୍ବ ହେଲେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁର…

ହାଇଟେକ୍‌ ବ୍ରେସ୍‌ଲେଟ୍‌

ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ନୂଆ କଥା ଆବିଷ୍କାର ହେଉଛି। ସେହି ଅନୁସାରେ ରୋଗର ନିଦାନ ପ୍ରଣାଳୀ ମଧ୍ୟ ସହଜ ଏବଂ ସରଳ ହୋଇପାରୁଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏକ ହାଇଟେକ୍‌ ବ୍ରେସ୍‌ଲେଟ୍‌ ତିଆରି କରିଛନ୍ତି। ଏହାଦ୍ୱାରା ବ୍ଲଡପ୍ରେସର,…

ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ

ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା ହୋଇଯାଇଥିଲେ। ପାରିବାରିକ ହିଂସା ଏବଂ ପ୍ରତାରଣା ଅଭିଯୋଗରେ ନିଶା କରଣ ମେହେରାଙ୍କ ବିରୋଧରେ ମାମଲା…

ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର କରନ୍ତି ତାହା ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିସିସିଆଇ ମଧ୍ୟ ବିରାଟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri