Home Left

ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମାମାଳିନୀଙ୍କ ଝିଅ

ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। ଏପରି ଝଗଡା ହୋଇଥାଏ ଯେ ସେମାନେ ପରସ୍ପର ସହିତ ଚଳଚ୍ଚିତ୍ରରେ କାମ କରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଫିଲ୍ମ ‘ପ୍ୟାରେ ମୋହନ’ର ସେଟରେ ହେମାମାଳିନୀଙ୍କ ଝିଅ…

ଡେଲିଭରୀ ପାଇଁ ନୁସରତ୍‌ ଜାହାଁ ହସ୍ପିଟାଲରେ ଭର୍ତ୍ତି, ମିଳିବ ଖୁସି ଖବର…

ମୁମ୍ବାଇ,୨୫।୮: ଅଭିନେତ୍ରୀ ନୁସରତ୍‌ ଜାହାଁ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୨୬(ଗୁରୁବାର) ତାଙ୍କର ଡେଲିଭରୀ କରାଯିବ ବୋଲି କୁହାଯାଉଛି। ଏବେ ନୁସରତ୍‌ ଖୁସି ଖବରକୁ ଅପେକ୍ଷା କରିଛନ୍ତି। ବିଗତ ଦିନରେ ସେ ଗର୍ଭବତୀ ହେବା ପରେ ବିବାଦୀୟ ହୋଇପଡ଼ିଥିଲେ।…

ଏହି ଅଭିନେତାଙ୍କୁ ଦେଖି ଡରି ଯାଉଥିଲେ ହେମାମାଳିନୀ: ଶୁଟିଂ ସେଟ୍‌ରେ ରହୁଥିଲେ ଦୂରେଇ

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ସେ ପରଦାରେ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଏପରି ଭାବରେ ଚିତ୍ରଣ କରୁଥିଲେ ଯେପରି ସେହି ଚରିତ୍ରଟି ପ୍ରକୃତରେ…

ବିଶ୍ୱର ସବୁଠୁ ସୁନ୍ଦରୀ ଯୁବତୀ, ୪ ବର୍ଷ ବୟସରୁ କରିଆସୁଛନ୍ତି ର଼୍ୟାମ୍ପଓ୍ବାକ୍‌

ବହୁତ କମ୍‌ ବୟସରୁ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିବା ଫ୍ରାନ୍ସର ମଡେଲ ଥାୟଲେନ୍‌ ବ୍ଲୋଣ୍ଡେୟୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ଥାୟଲେନ୍‌ ୪ ବର୍ଷ ବୟସରୁ ମଡେଲିଂରେ…

ଏ ହେଉଛି ପ୍ରକୃତ ପ୍ରେମ: ବୃଦ୍ଧାବସ୍ଥାରେ ସ୍ତ୍ରୀଙ୍କ ଏପରି ସେବା କରୁଛନ୍ତି ଯେ ଭିଡିଓ ଦେଖିଲେ…

ଆଜିକାଲିର ସମୟରେ ଯେଉଁଠି ପ୍ରେମ, ବିବାହ ଉପରୁ ଲୋକଙ୍କ ବିଶ୍ୱାସ ଉଠିବାରେ ଲାଗିଛି, କିଛି ବ୍ୟକ୍ତି ଜୀବନସାଥୀଙ୍କୁ ଭଲ ପାଇବାକୁ ନେଇ ଅନ୍ୟ ପାଇଁ ଉଦାହରଣ ପାଲଟୁଛନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଜଣେ…

ବାଘ ଛାଲ , ନଖ ବ୍ୟବସାୟ ବେଳେ ଜଣଙ୍କୁ ଧରିଲା ପୋଲିସ

କେସିଙ୍ଗା,୨୫।୮(ଡି.ଏନ୍‌.ଏ): ଦିନକୁ ଦିନ କଳାହାଣ୍ଡି ଜିଲାରେ ବାଘ ଛାଲ ବ୍ୟବସାୟୀ ସକ୍ରିୟ ହେଉଛନ୍ତି। ଏ ନେଇ ଜଣଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ବାଘଛାଲ, ନଖ ଜବତ କରାଯାଇଛି। ସମ୍ପୃକ୍ତ ବ୍ୟବସାୟୀଜଣଙ୍କ ପରିଚୟ ମିଳି ପାରିନାହିଁ। ଜିଲା ଉତ୍ତର ବନ ଖଣ୍ଡ…

କରତକଳ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ବନ୍ତ,୨୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା କେନାଲ ଛକ ନିକଟରେ ଥିବା ଏକ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛିା ଉକ୍ତ କରତକଳ ପଧାନପଡ଼ା ଗ୍ରାମର…

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି ରହିଛି।…

ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…

କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ…

୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍‌ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…

ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌କୁ ଭାରତ ୧୫୧ ରନ୍‌ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ…

ସବୁଦିନ ପାଇଁ ବିଦାୟ ନେଲେ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି, ଏମିତି ଥିଲା ତାଙ୍କ ଜୀବନଶୈଳୀ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଆମେରିକାର ସବୁଠୁ ଉଚ୍ଚ ବ୍ୟକ୍ତି ଇଗୋର ଭୋଭ୍‌କୋଭିନ୍‌ସ୍କି ମାତ୍ର ୩୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ୧୯୮୨ ମସିହା ସେପ୍ଟେମ୍ବର ୧୮ରେ ଇଗୋର ୟୁକ୍ରେନ୍‌ରେ ଜନ୍ମ ହୋଇଥିଲେ। ତେବେ ଚଳିତମାସ…

ଛକା ବର୍ଷା କଲେ ଧୋନୀ; ପରେ ସାଥୀ ଖେଳାଳିଙ୍କ ସହ ମିଶି ବଣରେ ଖୋଜିଲେ ବଲ୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ । ଦଳ ମଧ୍ୟ ସେଠାରେ ଅଭ୍ୟାସ ଆରମ୍ଭ କରିଛି। ନେଟ ଅଧିବେଶନରେ କ୍ୟାପଟେନ ଧୋନୀ ମଧ୍ୟ ବହୁତ ଝାଳ ବୁହାଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri