ଅନ୍ଲାଇନ୍ରେ ହେବ ଲ’ ପରୀକ୍ଷା
ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଶେଷରେ ଆଇନ ଛାତ୍ରୀଛାତ୍ରଙ୍କ ଦାବିକୁ ମାନିନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ଲ’ ପରୀକ୍ଷା କରିବାକୁ ସହମତି ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଆଇନ ମହାବିଦ୍ୟାଳୟରେ ଅନ୍ଲାଇନ୍ରେ ପରୀକ୍ଷା…
ଆର୍ସିବି ଦଳରେ ନୂଆ ବିଦେଶୀ ଖେଳାଳି
ମୁମ୍ବାଇ,୨୫।୮ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଆଇପିଏଲର ୟୁଏଇ ଲେଗ୍ ପାଇଁ ଦଳରେ ଜର୍ଜ ଗାର୍ଟନଙ୍କୁ ସାମିଲ କରିଛି। ଆରସିବି ଦଳରେ ସ୍ଥାନ ପାଇବାରେ ଏହି ବାମହାତୀ ପେସର ହେଉଛନ୍ତି ଅନ୍ତିମ ତଥା ୮ମ ବିଦେଶୀ ଖେଳାଳି। ତାଙ୍କ ପୂର୍ବରୁ…
‘ପୌର ନିର୍ବାଚନ କେବେ ହେବ’
କଟକ ଅଫିସ,୧୨।୮: ପୌର ନିର୍ବାଚନ ବିଳମ୍ବ ନେଇ ଆଗତ ମାମଲାରେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି । ପୌର ପରିଷଦର କାର୍ଯ୍ୟକାଳ ପୁରିବାକୁ ୩ ବର୍ଷ ହେଲାଣି। ହେଲେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ। ଏଥିଯୋଗୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି…
ରାଜସ୍ଥାନ ଦଳରେ ବିଶ୍ୱର ଶ୍ରେଷ୍ଠ ବୋଲର
ନୂଆଦିଲ୍ଲୀ,୨୫।୮ : ଚଳିତ ଆଇପିଏଲ ସିଜନ୍ର ପରବର୍ତ୍ତୀ ଭାଗରେ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ତାବରିଜ ଶାମସି। ଏହି ସ୍ପିନର ବର୍ତ୍ତମାନ ଆଇସିସି ଟି୨୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷରେ ଅଛନ୍ତି। ଶାମସିଙ୍କ ସହ ଫ୍ରାଞ୍ଚାଇଜ…
‘ଅଯଥାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରାଯାଇ ନ ଥିଲା’
ମୁମ୍ବାଇ,୨୫।୮ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ଦେଇ ଗତକାଲି ଗିରଫ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଗିରଫ ହେବାର ୮ ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତାଙ୍କୁ ଆସନ୍ତା ୨ ତାରିଖରେ ନାଶିକ ପୋଲିସ…
କ’ଣ ତଦନ୍ତ ହୋଇଛି ୬ ସପ୍ତାହରେ ଜଣାଅ
ପାରଳାଖେମୁଣ୍ଡି,୨୫ା୮(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୪୪ଦିନ ବିତିଗଲାଣି। ତଥାପି ପୋଲିସ ପାଖରେ ଉତ୍ତର ନାହିଁ। ଏହା ଭିତରେ କ’ଣ ତଦନ୍ତ ହୋଇଛି ୬ ସପ୍ତାହ ମଧ୍ୟରେ ତା’ର ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର…
କରୋନାର ତୃତୀୟ ଲହର ପ୍ରସ୍ତୁତି: ମାଙ୍କଡ଼ର ଭାଇରାଲ ଭିଡିଓ ଦେଖିଲେ…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି ମୁହଁରେ ଏକ ବଡ଼…
ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠିରେ ଲେଖାଯାଇଛି। ୩ ମାସ…
କୋହଲିଙ୍କ ପାଇଁ କାଳ
ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ। ଏହାକୁ ମିଶାଇ ଟେଷ୍ଟ କ୍ରିକେଟରେ କୋହଲି ୭ମ ଥର…
ଗାଁକୁ ରାସ୍ତା ନାହିଁ: ଆସି ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ସନ୍ତାନ ପ୍ରସବ କଲେ ମହିଳା
ଦାରିଙ୍ଗବାଡ଼ି,୨୫ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦୁର୍ଗମ ଅଞ୍ଚଳ ଭ୍ରମରବାଡ଼ିର ଲଦାଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ମାତ୍ର ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନ ଥିଲା।…
ଲାଞ୍ଚ ନେଲେନି ବୋଲି ମଝିରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଚୁମ୍ବନ ଦେଲେ ମହିଳା ! ଭିଡିଓ ଭାଇରାଲ…
ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଆଶ୍ଚର୍ଯ୍ୟ କରେ। ସେଭଳି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବତୀ ଟ୍ରାଫିକ୍ ପୋଲିସ…
ପୂରା ସେସନରେ ପେସରଙ୍କ ରାଜୁତି
ଲିଡ୍ସ,୨୫।୮ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ହେଡିଂଲେ ଟେଷ୍ଟରେ ପ୍ରଥମ ସେସନରେ ଅତ୍ୟନ୍ତ ସଙ୍କଟରେ ପଡ଼ି ଯାଇଛି ଭାରତୀୟ ଦଳ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ସେସନ ସୁଦ୍ଧା ୪ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ…
Archives


