Posted inଜାତୀୟ

ବର୍ଷ ଆରମ୍ଭରୁ କଶ୍ମୀରରେ ନିହତ ହେଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୮।୧: ନୂଆବର୍ଷ ୨୦୨୨ର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୧୧ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜୈଶ ଆତଙ୍କବାଦୀ ଅଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୬ ଜଣ ବିଦେଶୀ ଆତଙ୍କବାଦୀ ବୋଲି କଶ୍ମୀର ଜୋନ୍‌ ପୋଲି ଆଇଜି ବିଜୟ କୁମାର କହିଛନ୍ତି। ଶ୍ରୀନଗରରୁ ୪ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଶୁକ୍ରବାର ଶ୍ରୀନଗରରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଗୁଳି ବିନିମୟ ସ୍ଥଳରୁ ୩ଟି ଏକେ-୫୬ ରାଇଫଲ, ୮ ମାଗାଜିନ୍‌ ଓ କେତେକ କାଗଜପତ୍ର ମିଳିଛି। ଚଳିତ ସପ୍ତାହରେ ଅନ୍ୟ ଏନ୍‌କାଉଣ୍ଟର ପୁଲ୍‌ଓ୍ବାମା, କୁଲ୍‌ଗାମ ଏବଂ ଶ୍ରୀନଗରରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ...

ହସ୍ପିଟାଲରେ ନିଶାମୁକ୍ତି ଚିକିତ୍ସା ପାଇଁ ଫିସ୍‌ ବଦଳରେ ନିଆଯାଏ ଆଉ ଏପରି ନ କରିବାକୁ ଶପଥ

ଭୋପାଳ,୨୬।୬: ଜୁନ୍‌ ୨୬ରେ ଅନ୍ତର୍ଜାତୀୟ ନିଶା ମୁକ୍ତି ଦିବସ ପାଳିତ ହୋଇଥାଏ। ଭାରତରେ ନିଶାରୁ ମୁକ୍ତି ପାଇଁ ବିଭିନ୍ନ ହସ୍ପିଟାଲ ରହିଛି। ତେବେ ମଧ୍ୟପ୍ରଦେଶ ପିଙ୍ଗ୍ଲେଶ୍ୱରଠାରେ...

କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍‌ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ...

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ...

ବିହାରରେ ଲାଗୁ ହେବ ନାହିଁ ଏନ୍‌ଆରସି

ପାଟନା,୨୫।୨: ବିହାର ବିଧାନସଭାରେ ଏନ୍‌ପିଆର ଓ ଏନ୍‌ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍‌ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆରସି)କୁ ଲାଗୁ ନ...

ଅଯୋଧ୍ୟାରେ ଆକ୍ରମଣ ପାଇଁ ଜୈଶ୍‌ର ଷଡ଼ଯନ୍ତ୍ର: ଧରାପଡ଼ିଲା ମାସୁଦ୍‌ ଅଝାରଙ୍କ ଗୁପ୍ତବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଅଯୋଧ୍ୟାରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଷଡ଼ଯନ୍ତ୍ର ରଚିଛି। ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଝାରଙ୍କ ଏକ ଗୁପ୍ତବାର୍ତ୍ତା ଭାରତୀୟ ଗୋଇନ୍ଦା ବିଭାଗ...

ଆଜି ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଡେରାଡୁନ,୨୩ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ଡେରାଡୁନର ପରେଡ ଗାଉଣ୍ଡରେ...

Advertisement
Archives

Model This Week