Posted inଫୁରସତ

ବିରଳ କୋକିଶିଆଳି

କାନାଡାରେ ଏକ ବିରଳ ପ୍ରଜାତିର କୋକିଶିଆଳି ଦେଖିବାକୁ ମିଳିଛି। ଏହାର ରଙ୍ଗ କଳା ଏବଂ ବାଦାମୀ ହୋଇଥିବାରୁ ଅନ୍ୟ କୋକିଶିଆଳିଠାରୁ ଏହା ଭିନ୍ନ ଅଟେ। ବିଶେଷଜ୍ଞମାନେ କୁହନ୍ତି, ଏପରି ରଙ୍ଗ ଥିବା ପ୍ରାଣୀ ଅତ୍ୟନ୍ତ ଦୁର୍ଲଭ।

ବନ୍ୟଜନ୍ତୁମାନଙ୍କ ବିଷୟରେ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ କୁହନ୍ତି, ‘ବର୍ତ୍ତମାନ ଏପରି କୋକିଶିଆଳି ସହଜରେ ଦେଖାଯାଏ ନାହିଁ, ସେମାନଙ୍କର ସଂଖ୍ୟା ପୂର୍ବରୁ ଅଧିକ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ଆରମ୍ଭରେ ଶିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇଲା। ବର୍ତ୍ତମାନ ଏହି ଜୀବଟି ବିଲୁପ୍ତ ହେବାକୁ ଯାଉଛି।

ଏହି ପ୍ରଜାତିର କୋକିଶିଆଳି ବହୁତ ସ୍ମାର୍ଟ ଅଟନ୍ତି। ଏମାନେ ଅଧିକାଂଶ ଶାକାହାରୀ। ମୂଷା ହେଉଛି ସେମାନଙ୍କର ପ୍ରିୟ ଶିକାର।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା...

କରୋନା ଟାଣିଛି ଲକ୍ଷ୍ମଣରେଖା

ରାୟପୁର/ମହାସମୁଦ/ସୁକ୍‌ମା: କରୋନା ସଂକ୍ରମଣ ରୋକିବାକୁ ଛତିଶଗଡ଼ ରାଜ୍ୟର ୩ ଗ୍ରାମର ବାସିନ୍ଦା ଟାଣିଛନ୍ତି ଲକ୍ଷ୍ମଣ ରେଖା। ୩୧ ମାର୍ଚ୍ଚ ଯାଏ ଗ୍ରାମ ଭିତରକୁ ବାହାରର କୌଣସି...

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

୩୦ ବର୍ଷ ପୂର୍ବେ ହୋଇଥିଲା ବର-କନ୍ୟାଙ୍କ ମୃତ୍ୟୁ, ଏବେ ବିବାହ, ଭିଡିଓ ଦେଖିଲେ…

୩୦ ବର୍ଷ ପୂର୍ବେ ବର ଏବଂ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପରିବାର ସଦସ୍ୟ ସେମାନଙ୍କ ବିବାହ କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

ବଡ଼ ପଗଡ଼ି

ରାଜସ୍ଥାନ, ବିକାନେର୍‌ର ଯୁବକ ପବନ ବ୍ୟାସ ସବୁଠାରୁ ବଡ଼ ପଗଡ଼ି ବାନ୍ଧିବାରେ ରେକର୍ଡ କରିଛନ୍ତି। ୧୦୮ ପ୍ରକାର ପଗଡ଼ି ବାନ୍ଧିବାରେ ଧୁରନ୍ଧର ପବନ ୧୫୬୯ ଫୁଟ୍‌...

ଦେଶଭକ୍ତିରେ ଭ୍ରମଣ

ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶଭକ୍ତି ଓ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏଭଳି ଏକ ବିଶେଷ ଅବସରରେ କେଉଁ କେଉଁ...

Advertisement
Archives

Model This Week