ବଢ଼ୁଛି ପିଲାଙ୍କ ଚିନ୍ତା: ରାଜ୍ୟରେ ଆଉ ୨ ଶିଶୁକନ୍ୟାଙ୍କ ଜୀବନ ନେଲା କରୋନା
ଭୁନନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ କରୋନାରେ ପୁଣି ଆଉ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସେହି ୨ ଶିଶୁକନ୍ୟା ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ହୋଇଥିବା…
ଅଭ୍ୟାସ ମ୍ୟାଚ୍ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍; ନିଜେ ଯାଇ…
ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ ଆରମ୍ଭ କରିଦେଲେଣି। ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ…
ଛପି ଛପି ମାଛ ଖାଇବାକୁ ଆସିଥିଲା ବିଲେଇ: ମାଛ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ହସିହସି ବେଦମ୍ ହୋଇଯିବେ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେନି। https://www.facebook.com/banglacyclone/videos/253683116604928/ ଭାଇରାଲ…
ଶହୀଦ ସେନାଙ୍କ ସମ୍ମାନରେ ୪ ଦିନ ଅର୍ଦ୍ଧନମିତ ରହିବ ଆମେରିକାର ଜାତୀୟ ପତାକା
ୱାଶିଂଟନ,୨୭ ।୮: କାବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ୧୩ ଆମେରିକୀୟ ଯବାନ ଶହୀଦ ହେବା ପରେ ସେଠାରେ ଆମେରିକା ପୁଣିଥରେ ସକ୍ରିୟ ହୋଇ ଉଠିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ କହିଛନ୍ତି, ଆମେ କେବେହେଲେ ଆପଣଙ୍କୁ କ୍ଷମା…
ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ଜୟପୁର,୨୭।୮:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ବିଟାଲରେ ଭର୍ତ୍ତି ହୋଇଥିବା ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍…
ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର
ଭୁବନେଶ୍ୱର,୨୭।୮(ବ୍ୟୁରୋ): ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର ନବକଳେବର କରାଯିବ। ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ। ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିରହିଥିବା ବେଳେ ଏବେ ଏଏସଆଇ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି।…
ବିବାହର ୩ ମାସ ପରେ ସନ୍ତାନ ପ୍ରସବ କଲେ ମହିଳା, ସ୍ବାମୀ ଗଲେ କୋର୍ଟ; ପୂରା କାରଣ ଜାଣିଲେ…
ଲକ୍ଷ୍ନୌ,୨୭ା୮: ବିବାହର କିଛିଦିନ ପରେ ନବବଧୂଙ୍କ ପେଟ ଫୁଲିବାରୁ ଏହା ଗ୍ୟାସ ଯୋଗୁ ପେଟ ଫୁଲୁଛି ବୋଲି ସେ କହିଥିଲେ। ମାତ୍ର ଯେତେବେଳେ ଅଲଟ୍ରାସାଉଣ୍ଡ ହେଲା ସେତେବେଳେ ସମସ୍ତ ପୋଲ୍ ଖୋଲିଗଲା। ଏହା ପରେ ସ୍ବାମୀ କୋର୍ଟର ଦ୍ୱାରସ୍ଥ ହୋଇ ସ୍ତ୍ରୀ…
ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶୁକ୍ରବାର ସାରେ ବସିବ। ସା ୬ଟାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହେବା ନେଇ ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ପଞ୍ଚାୟତିରାଜ, ଉଚ୍ଚଶିକ୍ଷା ଓ…
୭ ଟ୍ରକରେ ନିଆଁ ଲଗାଇଲେ ଉଗ୍ରବାଦୀ: ୫ ଡ୍ରାଇଭର ମୃତ
ଗୁଆହାଟି,୨୭ ।୮: ଆସାମର ଦିମା ହସାଓ ଜିଲାରେ ଉଗ୍ରବାଦୀମାନେ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ୫ ଜଣ ଚାଳକଙ୍କ ମୃତ୍ୟୁ ହୋଇଥବା କୁହାଯାଉଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଗୁରୁବାର…
କିଛି ଦିନ ତଳେ ୩୦ କୋଟିର ଫ୍ଲାଟ; ଏବେ ୫ କୋଟି ମୂଲ୍ୟର ଘଣ୍ଟା କିଣି ଚର୍ଚ୍ଚାରେ ଏହି ଭାରତୀୟ ଅଲରାଉଣ୍ଡର
ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ ଟିମ୍ର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ଶୀଘ୍ର ମଇଦାନକୁ ଫେରିବେ। ସେ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ୟୁଏଇରେ ପହଞ୍ଚି ସାରିଛନ୍ତି। ଏବେ ଖେଳଠାରୁ ଦୂରରେ ଥିବା…
ଆରମ୍ଭ ହେବ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ: ସୋନୁ ସୁଦ ହେଲେ ବ୍ରାଣ୍ଡ ଆମ୍ବାସାଡର
ନୂଆଦିଲ୍ଲୀ,୨୭।୮: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଘବ ଚଢା ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅଭିନେତା ସୋନୁ ସୁଦ ଏବଂ କେଜ୍ରିଓ୍ବାଲଙ୍କ ଏହି…
ଶକ୍ତି ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୭।୮: ପଞ୍ଜାବ କଂଗ୍ରେସରେ କନ୍ଦଳ ଭିତରେ ଏବେ ଶକ୍ତି ପ୍ରଦର୍ଶନ ସମୟ ଆସିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁରୁବାର ପଞ୍ଜାବ କ୍ୟାବିନେଟ…
Archives


