ଘଣ୍ଟାଏ ହେଲା ଚାଲୁନି ଗୁଗଲ ପେ, ଫୋନ ପେ

ନୂଆଦିଲ୍ଲୀ,୯।୧: ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଗୁଗଲ ପେ, ଫୋନ ପେ, ପେଟିଏମ୍‌ ଭଳି ବିଭିନ୍ନ ୟୁପିଆଇ ଆପ୍ଲିକେଶନରେ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏଥିଯୋଗୁ ବହୁ ସଂଖ୍ୟାରେ ୟୁପିଆଇ ୟୁଜର୍ସ ପେମେଣ୍ଟ ହେଉ ନ ଥିବା ଏବଂ ସର୍ଭର ଡାଉନ ଥିବା ରିପୋର୍ଟ କରୁଛନ୍ତି।

ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ପେମେଣ୍ଟ ବ୍ୟବସ୍ଥା ୟୁପିଆଇ (ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ) ରବିବାର ସନ୍ଧ୍ୟାରେ କିଛି ଘଣ୍ଟା ହେଲା ଡାଉନ ହୋଇଯାଇଛି। ଫଳରେ ଡିଜିଟାଲ ଓ୍ବାଲଟ୍‌ ଓ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏନ୍‌ପିସିଆଇ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି।

“ୟୁଜର୍ସଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ। ଟେକନିକାଲ ସମସ୍ୟା ଯୋଗୁ ୟୁପିଆଇ ପେମେଣ୍ଟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ ଚାଲିଛି” ବୋଲି ଏନ୍‌ପିସିଆଇ ଟୁଇଟ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଆନ୍ଦୋଳନକୁ ଶରଦ ପାୱାରଙ୍କ ସମର୍ଥନ

ମୁମ୍ବାଇ,୨୨।୧: ଚାଷୀଙ୍କ ଆନ୍ଦୋଳନ ସମର୍ଥରେ ମୁମ୍ବାଇରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ ଏନ୍‌ସିପି ସଭାପତି ଶରଦ ପାୱାର। ଏନେଇ ଶୁକ୍ରବାର କୋଲହାପୁରରେ ଖବରଦାତାଙ୍କ ସହ...

ଲକ୍‌ଡାଉନ ଯୋଗୁ କମିଛି ୯୬ ପ୍ରତିଶତଙ୍କ ରୋଜଗାର

ମୁମ୍ବାଇ,୨୮ ।୨: କରୋନା ମହାମାରୀ ପାଇଁ ଗତ ବର୍ଷ ଲଗାଯାଇଥିବା ଳକ୍‌ଡାଉନକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ତେବେ କରୋନା ଯୋଗୁ ସବୁଠାରୁ...

ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର...

୫୪ ହଜାର ପଏଣ୍ଟ ଟପିଲା ସେନ୍‌ସେକ୍ସ

ମୁମ୍ବାଇ, ୫।୮: ବୁଧବାର ଲଗାତର ଦ୍ୱିତୀୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୪...

ସିଏଏକୁ ନେଇ ଡିଏମ୍‌କେର ‘ମେଗା ରାଲି’

ଚେନ୍ନାଇ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରାୟ ୬ଦିନ ହେବ ସାରା ଦେଶରେ ହିଂସାର ବାତାବରଣ ଦେଖାଯାଇଛି। ଏହାକୁ ଅନେକ ବିରୋଧ କରୁଥିବା ବେଳେ ଆଉ...

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

‘ପଞ୍ଜାବରେ ଭାଜପା ସହ ମିଶି ସରକାର କରିବୁ’

ଚଣ୍ଡିଗଡ଼, ୨୯।୧୧: ଭାଜପା ଏବଂ ଅକାଳୀ ଦଳର ଗୋଟିଏ ଗୋଷ୍ଠୀ ସହ ମିଶି ପଞ୍ଜାବରେ ପରବର୍ତ୍ତୀ ସରକାର ଗଢ଼ିବୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସହ...

Advertisement


Archives

Model This Week