Posted inଜାତୀୟ

‘ଯେମିତି ଜମ୍ମୁ-କଶ୍ମୀରରୁ ୩୭୦ ହଟିଲା, ତୁମେ ବି ହଟିବ’

ଓ୍ବାରାଙ୍ଗଲ(ତେଲେଙ୍ଗାନା),୯।୧: ଯେଉଁଭଳି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଗଲା, ଠିକ୍‌ ସେଭଳି ଅସାଦୁଦ୍ଦିନ ଓ୍ବାଇସି ଏବଂ ନିଜାମଙ୍କ ନାମକୁ ଭୁଲାଇ ଦିଆଯିବ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଓ୍ବାଇସିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

ଶିକ୍ଷକ ଏବଂ ବେକାର ଯୁବକଙ୍କ ସମର୍ଥନ ପାଇଁ ଓ୍ବାରାଙ୍ଗଲଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ଭାଜପା ନେତା ହିମନ୍ତ କହିଛନ୍ତି, ଯେଉଁ ଭଳି ୩୭୦ ଧାରା ଉଚ୍ଛେଦ କରାଗଲା ଏବଂ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ସେହିଭଳି ନିଜାମ, ଓ୍ବାଇସଙ୍କ ନାମକୁ ଭୁଲାଇ ଦିଆଯିବ। ସେ ଦିନ ଦୂର ନୁହେଁ। ଭାରତର ଇତିହାସ କହୁଛି, ବାବର, ଔରଙ୍ଗଜେବ ଓ ନିଜାମ ଅଧିକ ଦିନ ବଞ୍ଚି ପାରନ୍ତି ନାହିଁ। ନିଜାମଙ୍କ ଉତ୍ତରାଧୀକାର ପରିବର୍ତ୍ତନ ଧାରା ଆଉ ଆଗକୁ ବଢ଼ିବ ନାହିଁ। ପ୍ରତି ବଦଳରେ ଭାରତୀୟ ସଭ୍ୟତା ଉପରେ ଆଧାରିତ ଏକ ସଂସ୍କୃତି ଉତ୍ପନ୍ନ ହେବ। ମୁଁ ନିଶ୍ଚିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

ଉତ୍ତରାଖଣ୍ଡ, ଗୋଆରେ ଭୋଟ ଶେଷ

ନୂଆଦିଲ୍ଲୀ,୧୫।୨:କୋଭିଡ୍‌ କଟକଣା ଓ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ସୋମବାର ଉତ୍ତରାଖଣ୍ଡ ବିଧାନସଭାର ୭୦ ଓ ଗୋଆର ୪୦ ଆସନରେ ନିର୍ବାଚନ ଶେଷ ହୋଇଛି। ଏହି...

୪୧ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

ନୂଆଦିଲ୍ଲୀ,୪।୬: ରାଜ୍ୟ ସଭା ପାଇଁ ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ରାଜୀବ ଶୁକ୍ଲା, ଭାଜପାର...

ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍‌ରୁ...

ଚାଇନାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ ହେଲେ ଅଧିକ ସେନା

ଲଦାଖ,୨୫।୫: ଭାରତୀୟ ସୀମା ଲଦାଖରେ ଚାଇନାର ବହୁ ସଂଖ୍ୟକ ସେନା ମୁତୟନ ହେବା ପରେ ଭାରତ ଏବେ ଏହାର କଡ଼ା ଜବାବ ଦେଇଛି। ଲଦାଖର ଚାଇନା...

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ...

କରୋନା ଭାଇରସ ସଂକ୍ରମଣ: ଖୁବ୍‌ଶୀଘ୍ର ଆମେରିକାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୧୭ ।୯: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । କିଛିଦିନ ହେବ ଲଗାତାର ଭାବେ ୨୪ ଘଣ୍ଟାରେ ୯୦...

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ...

Advertisement
Archives

Model This Week