Home Left

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ

ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼ ଟାଉନ ଥାନା ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ସବ୍‌ଜେଲରେ କାର୍ଯ୍ୟରତ…

ମହାନ ଖେଳାଳିଙ୍କୁ ପଛରେ ଛାଡ଼ିଲେ ରୋହିତ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ରୋହିତ ଶର୍ମା ୫୯ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ ଥିଲା ୭ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହି ଛକା ସହିତ ସେ…

ବିଦ୍ୟୁତ୍‌ ଚାଳିତ ଯାନ କିଣିଲେ ସରକାର ଦେବେ ରିହାତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି ତଥା ଇ-ଯାନ ପଲିସିକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଦୂଷଣ ରୋକିବା ଏବଂ ବିଦ୍ୟୁତ୍‌ ଚାଳିତ ଯାନକୁ ଲୋକପ୍ରିୟ କରିବା ନେଇ ଏହି ପଲିସି ଅଣାଯାଇଛି। ଏଣିକି ବିଦ୍ୟୁତ୍‌ ଚାଳିତ ଯାନ କିଣିବା ପାଇଁ…

ପୁଅର ପିତାଙ୍କ ନାଁ ରଖିବେନି ନୁସରତ, ହେବେ ସିଙ୍ଗଲ ମଦର!

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଖୁବ୍ ଚର୍ଚ୍ଚାରେ । ଦୁଇଦିନ ହେବ ସେ ପୁତ୍ର ସନ୍ତାନର ଜନନି ହୋଇଛନ୍ତି । ହେଲେ ଏବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବାରୁ ଏବେ…

ମୋତେ ନିଷ୍ପତ୍ତି ନେବାକୁ ଦିଅ, ନହେଲେ …

ଚଣ୍ଡିଗଡ,୨୭।୮: ବ୍ୟକ୍ତିଗତ ପରାମର୍ଶଦାତା ପଦରୁ ମାଲଭିନ୍ଦର ସିଂ ମାଲିଙ୍କ ଇସ୍ତଫା ପରେ ପତିକ୍ରିୟାଶୀଳ ହୋଇ ଉଠିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁ। ସେ ଶୁକ୍ରବାର ଦଳୀୟ ହାଇକମାଣ୍ଡଙ୍କ ଠାରୁ ନିଷ୍ପତ୍ତି ନେବାର ସ୍ବାଧିନତା ମାଗିଛନ୍ତି। ଯଦି ଦାବି ପୂରଣ…

ଭଗବାନଙ୍କ ସୁପର କମ୍ପ୍ୟୁଟର ସ୍ଥିର କରୁଛି କରୋନା ଭାଇରସ ଦ୍ୱାରା କିଏ ସଂକ୍ରମିତ ହେବ କାହାର ମୃତ୍ୟୁ ହେବ: ଆସାମ ମନ୍ତ୍ରୀ

ଗୁଆହାଟି,୨୭ ।୮: ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀଙ୍କ ଜ୍ଞାନ ବୃଦ୍ଧି ହୋଇଛି । ଶୁକ୍ରବାର ସେ ଦାବି କରିଛନ୍ତି କରୋନା ଭାଇରସ ସଂକ୍ରମଣ ଓ ଏହାଦ୍ୱାରା ହେଉଥିବା ମୃତ୍ୟୁ ସବୁ ଈଶ୍ୱରଙ୍କ ଦ୍ୱାରା ତିଆରି ହୋଇଥିବା ସୁପର କମ୍ପ୍ୟୁଟର ସ୍ଥିର…

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର ସାବିତ୍ରୀ ନାହାକ। ସଦର ଥାନା ପୋଲିସ ମୃତଦେହ ଜବତ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ…

୨୮ରେ ଲଘୁଚାପ ବର୍ଷା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ୨୮ ଓ ୨୯ ତାରିଖରେ ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମରୁ…

ଆରମ୍ଭରୁ ପଡ଼ିଲା ରାହୁଲଙ୍କ ଉଇକେଟ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୫୪ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ତୃତୀୟ ଦିନ ଲଞ୍ଚ ସୁଦ୍ଧା ଲୋକେଶ ରାହୁଲ (୮)ଙ୍କ ଉଇକେଟ ହରାଇ ୩୪ ରନ୍‌…

ଅକ୍ଷୟଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ

ବମ୍ବେ: ରିଲିଜ ପରେ ଚର୍ଚ୍ଚାରେ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକଙ୍କ ସହ ସମୀକ୍ଷକମାନେ ମଧ୍ୟ ଫିଲ୍ମକୁ ପସନ୍ଦ କରିଛନ୍ତି। ଏହା ମଧ୍ୟ ମହାମାରୀ କରୋନା ପରେ ସିନେମାହଲରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ପାଲଟିଛି। ଚାରିଆଡୁ ପ୍ରଶଂସିତ…

ମାର୍ବଲ ଅନଲୋଡ ବେଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭।୮(ଡି.ଏନ୍‌.ଏ.): ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେୟ ଏପରି ଅଘଟଣ ଘଟିଛି ବୌଦ୍ଧ ଜିଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର…

ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। ଭକ୍ତଙ୍କୁ ଦର୍ଶନ ପାଇଁ ଟିକାର ଉଭୟ ଡୋଜ ପ୍ରମାଣପତ୍ର ଦେଖାଇବାକୁ ପଡିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri