Home Left

ହାତୀ ଉପଦ୍ରବ: ୨ ବନ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ

ହିନ୍ଦୋଳ,୨୮ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିଛି।  …

ଅଭିଷେକଙ୍କ ସହ ୧୮ ବର୍ଷ ପୂର୍ବେ ନିର୍ବନ୍ଧ କରିଥିଲେ କରିସ୍ମା, କେବଳ ମା’ଙ୍କ ଏଭଳିି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…

ବୋର୍ଡରେ ଲାଗିଥିଲା ମୋବାଇଲ ଚାର୍ଜର, ପାଟିରେ ପୂରାଇ ଦେଲା ୨ ବର୍ଷର ଶିଶୁ, ଆଉ ତା’ ପରେ…

ବ୍ରାସିଲିଆ,୨୮ା୮: ପୂର୍ବ ବ୍ରାଜିଲର ଏରେର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନ୍‌ ଚାର୍ଜର ଛୁଇଁବା ପରେ ଜଣେ ଦୁଇ ବର୍ଷ ଶିଶୁର ଜୀବନ ଯାଇଛି। ଦୁଇବର୍ଷର ଶିଶୁ ସାରା ଅଲ୍‌ବେସ ଡ ଅଲ୍‌ବୁକର୍କକୁ କରେଣ୍ଟ ଲାଗିବା ପରେ ହସ୍ପିଟାଲ…

ବଲିଉଡ୍‌ ନାୟକଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଦକ୍ଷିଣ ଭାରତୀୟ ସିନେମାର ଏସବୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ ମଧ୍ୟ…

ରେଢ଼ାଖୋଲରେ ଆଉ ଏକ ଦନ୍ତାହାତୀ ମୃତ

ରେଢ଼ାଖୋଲ,୨୮ା୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅଧୀନ କର୍ଡାପାଳ ଗ୍ରାମ ନିକଟ ଲାଙ୍ଗରତୈଳା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଶନିବାର ସକାଳେ କର୍ଡାପାଳ ଗ୍ରାମର ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ମରିପଡିଥିବା ଦେଖି ବନ ବିଭାଗକୁ…

ଏମିତି ଆସେ ବିପଦ: ଶୋଇଥିଲେ, ରାତିରେ ଛପର ଫଟେଇ ଘରେ ଗଛ

ପାଟଣା,୨୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ନାଏକ ସାହିର ପ୍ରଦୀପ ଦାସଙ୍କ ଘର ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଗଛ ପଡ଼ିଯାଇଛି। ଏଥିରେ ତାଙ୍କର ୨ ବଖରା ଭାଙ୍ଗି ଯାଇଛି। ଏହି ସମୟରେ ଘରେ ଶୋଇଥିବା ପ୍ରଦୀପଙ୍କ ସ୍ତ୍ରୀ…

ସମାଜବାଦୀ ପାର୍ଟିରେ ସାମିଲ ହେଲେ ମୁଖତାର ଅଂସାରୀଙ୍କ ବଡ ଭାଇ

ଲକ୍ଷ୍ନୌ,୨୮ ।୮: ଉତ୍ତର ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ଅଭିଯାନ ଜାରି ରହିଛି । ଇତିମଧ୍ୟରେ ମୁଖତାର ଅଂସାରୀଙ୍କ ବଡ ଭାଇ ସିବଗତୁଲ୍ଲା ଅଂସାରୀ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହାସହ ପୂର୍ବତନ ମନ୍ତ୍ରୀ…

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ହରିଶ ରାୱତ: ଛାଡି ପାରନ୍ତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସରେ ପୁଣିଥରେ ହୋଇପାରେ କିଛି ପରିବର୍ତ୍ତନ । ଦୁଇ ରାଜ୍ୟର ଚାପକୁ ସାମ୍ନା କରୁଥିବା ହରିଶ ରାୱତ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । କୁହାଯାଉଛି କି ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ରାୱତ ଉତ୍ତରାଖଣ୍ଡରେ…

ମୈସୁର ଗଣ ବଳାତ୍କାର ଘଟଣାର ୫ ଅଭିଯୁକ୍ତ ଗିରଫ…

ବେଙ୍ଗାଲୁରୁ,୨୮।୮: ମୈସୁର ଗଣ ବଳାତ୍କାର ଘଟଣାରେ କର୍ନାଟକ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଡିଜିପି ପ୍ରବିନ୍‌ ସୁଦ୍‌ ସୂଚନା ଦେଇଛନ୍ତି।  ତାମିଲନାଡୁର ଏହି ଅଭିଯୁକ୍ତ ଶ୍ରମିକଙ୍କ ମଧ୍ୟରେ …

ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବେଶ୍‌ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ, ହସ୍ପିଟାଲ ପରିସରରେ ଉତ୍ତେଜନା

ଗଜପତି,୨୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି ୫ନଂ. ଓ୍ବାର୍ଡର ସେରି…

ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୭୬୫କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ କଟକରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri